ଶ୍ରୀକାନ୍ତ କିଡାମ୍ବୀ
ଦେଖଣା
Srikanth Kidambi | |||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||
ଜନ୍ମ ନାମ | Srikanth Nammalwar Kidambi | ||||||||||||||||||||||||||||||||||||||
ଜନ୍ମ | Guntur, Andhra Pradesh | ୭ ଫେବୃଆରୀ ୧୯୯୩||||||||||||||||||||||||||||||||||||||
ବାସସ୍ଥାନ | Hyderabad, India | ||||||||||||||||||||||||||||||||||||||
ଉଚ୍ଚତା | ୧.୭୮ m (୫ ft 10 in) | ||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | right | ||||||||||||||||||||||||||||||||||||||
Men's Singles | |||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 3 (4 June 2015) | ||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 30 (23 March 2017) | ||||||||||||||||||||||||||||||||||||||
Title(s) | 7 | ||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||
BWF Profile |
ଶ୍ରୀକାନ୍ତ କିଡାମ୍ବୀ ଜଣେ ଭାରତୀୟ ବ୍ଯାଡମିନ୍ଟନ ଖେଳାଳି। ମାର୍ଚ ୧୬ ,୨୦୧୭ ସୁଦ୍ଧା ତାଙ୍କର ବିଶ୍ୱମାନ୍ୟତା ୩୧। ସେ ୨୦୧୪ ଚାଇନା ଓପନ ସୁପର ସିରିଜ ଜିତିଥିଲେ ଲୀନ ଡାନଙ୍କୁ ୨୧-୧୯ ୨୧-୧୭ରେ ହରାଇ । ସେ ପ୍ରଥମ ଭାରତୀୟ ଭାବେ ପୁରୁଷ ପ୍ରିମିୟର ସୁପର ସିରିଜ ଜିତିଥିଲେ।ସେ ଗୋପିଚାନ୍ଦ ବ୍ଯାଡମିନ୍ଟନ ଅକାଡେମି ହାଇଦରାବାଦରେ ପ୍ରଶିକ୍ଷୀତ । ଏବଂ ଗୋସ୍ପୋର୍ଟ୍ସ ଫାଉନ୍ଡେଶନ ବାଙ୍ଗାଲୋର ତାଙ୍କୁ ସହାୟତା କରେ। ଲି ନିଙ୍ଗ ତାଙ୍କୁ ସ୍ପୋନ୍ସର କରୁଛି।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶ୍ରୀକାନ୍ତ କିଡାମ୍ବୀଙ୍କ ଜନ୍ମ ୭ ଫ୍ରେବୃୟାରୀ ୧୯୯୩ରେ ଆନ୍ଧ୍ର ପ୍ରଦେଶର ଗୁନ୍ଟୂର ଠାରେ।