Jump to content

ଶ୍ରୀକାନ୍ତ କିଡାମ୍ବୀ

ଉଇକିପିଡ଼ିଆ‌ରୁ
Srikanth Kidambi
ବ୍ୟକ୍ତିଗତ ତଥ୍ୟ
ଜନ୍ମ ନାମSrikanth Nammalwar Kidambi
ଜନ୍ମ (1993-02-07) ୭ ଫେବୃଆରୀ ୧୯୯୩ (ବୟସ ୩୩)
Guntur, Andhra Pradesh
ବାସସ୍ଥାନHyderabad, India
ଉଚ୍ଚତା୧.୭୮ m (୫ ft 10 in)
ଦେଶ ଭାରତ
କେଉଁ ହାତ ବ୍ୟବହାର କରନ୍ତିright
Men's Singles
ସର୍ବୋଚ୍ଚ ରାଙ୍କ3 (4 June 2015)
ବର୍ତ୍ତମାନ ରାଙ୍କ30 (23 March 2017)
Title(s)7
Medal record
Competitor for  ଭାରତ
Men's Badminton
Asia Championships
Bronze2016 HyderabadMen's Team
South Asian Games
Gold2016 GuwahatiMen's Singles
Gold2016 GuwahatiMen's Team
Asian Junior Championships
Bronze2011 LucknowMixed Team
Commonwealth Youth Games
Silver2011 DouglasMixed Doubles
Bronze2011 DouglasBoys' Doubles
BWF Profile

ଶ୍ରୀକାନ୍ତ କିଡାମ୍ବୀ ଜଣେ ଭାରତୀୟ ବ୍ଯାଡମିନ୍ଟନ ଖେଳାଳି। ମାର୍ଚ ୧୬ ,୨୦୧୭ ସୁଦ୍ଧା ତାଙ୍କର ବିଶ୍ୱମାନ୍ୟତା ୩୧। ସେ ୨୦୧୪ ଚାଇନା ଓପନ ସୁପର ସିରିଜ ଜିତିଥିଲେ ଲୀନ ଡାନଙ୍କୁ ୨୧-୧୯ ୨୧-୧୭ରେ ହରାଇ । ସେ ପ୍ରଥମ ଭାରତୀୟ ଭାବେ ପୁରୁଷ ପ୍ରିମିୟର ସୁପର ସିରିଜ ଜିତିଥିଲେ।ସେ ଗୋପିଚାନ୍ଦ ବ୍ଯାଡମିନ୍ଟନ ଅକାଡେମି ହାଇଦରାବାଦରେ ପ୍ରଶିକ୍ଷୀତ । ଏବଂ ଗୋସ୍ପୋର୍ଟ୍ସ ଫାଉନ୍ଡେଶନ ବାଙ୍ଗାଲୋର ତାଙ୍କୁ ସହାୟତା କରେ। ଲି ନିଙ୍ଗ ତାଙ୍କୁ ସ୍ପୋନ୍ସର କରୁଛି।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶ୍ରୀକାନ୍ତ କିଡାମ୍ବୀଙ୍କ ଜନ୍ମ ୭ ଫ୍ରେବୃୟାରୀ ୧୯୯୩ରେ ଆନ୍ଧ୍ର ପ୍ରଦେଶର ଗୁନ୍ଟୂର ଠାରେ।