ଶ୍ରୀ ସ୍ୱାମୀ ସମର୍ଥ
Shri Swami Samarth Maharaj II श्री स्वामी समर्थ महाराज II | |
---|---|
ଜନ୍ମ | Nrusimha Bhan [୧] |
ଜାତୀୟତା | Indian |
Influence on
|
ଶ୍ରୀ ସ୍ୱାମୀ ସମର୍ଥ, ଅନ୍ୟ ନାମରେ ଜଣାଶୁଣା ସ୍ୱାମୀ ଅକ୍କାଲକୋଟ Akkalkot,[୨][୩] ଦତ୍ତାତ୍ରେୟ (Dattatreya) ଗୋଷ୍ଠୀର ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ଉନବିଂଶ ଶତାବ୍ଦୀରେ ବଞ୍ଚିଥିଲେ । ଶ୍ରୀ ସ୍ୱାମୀ ସମର୍ଥ ସାରା ଭାରତ ଭ୍ରମଣ କରିଥିଲେ ଓ ଅବଶେଷରେ ମହାରାଷ୍ଟ୍ରର ଅକ୍କାଲକୋଟରେ ବସବାସ କରିଥିଲେ । ସେ ସେପ୍ଟେମ୍ବର ବା ଅକ୍ଟୋବର ୧୮୫୬ ମସିହାରେ ଏକ ବୁଧବାର ଦିନ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ୨୨ ବର୍ଷ ରହିଥିଲେ । ତାଙ୍କର ବଂଶ ଓ ପିତା ମାତା ସମ୍ପର୍କରେ କିଛି ତଥ୍ୟ ନାହିଁ । କିମ୍ବଦନ୍ତୀ ଅନୁସାରେ ଜଣେ ଶିଷ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ସେ ଏକ ବର ଗଛରୁ ସୃଷ୍ଟି ହୋଇଛନ୍ତି । ଆଉଠାରେ ତାଙ୍କ ପିଲା ଦିନ ନାମ ନୃସିଂହ ଭାନ ଥିବା କହିଥିଲେ ।
କିମ୍ବଦନ୍ତୀ
[ସମ୍ପାଦନା]ଜଣେ ଭାରତୀୟ ସନ୍ଥ ଓ ହିନ୍ଦୁ ଦେବତା ଦତ୍ତାତ୍ରେୟଙ୍କ ସେ ଚତୁର୍ଥ (ଶାରୀରିକ ଭାବରେ ତୃତୀୟ) ଅବତାର ଥିଲେ । ଆଉ ମଧ୍ୟ ସେ ନରସିଂହ ସରସ୍ୱତୀଙ୍କର ଏକ ଅବତାର ଥିବା କୁହାଯାଏ,[୪][୫] ଯିଏ କି ଅନ୍ୟତମ ଦତ୍ତାତ୍ରେୟ ଗୋଷ୍ଟୀର ଗୁରୁ ଥିଲେ ।
ଜୀବନ
[ସମ୍ପାଦନା]ସ୍ୱାମୀଙ୍କ ନିଜ କଥନ ଅନୁସାରେ ସେ ଏବେକାର ଆନ୍ଧ୍ର ପ୍ରଦେଶର ଶ୍ରୀଶୈଲମର କର୍ଦାଲି ଜଙ୍ଗଲରେ ପ୍ରଥମେ ଆବିର୍ଭାବ ହୋଇଥିଲେ । ସେ ହିମାଳୟ ଭ୍ରମଣ ସମୟରେ ଚୀନ, ତିବ୍ଦତ ଓ ନେପାଳରେ ବୁଲିଥିଲେ । ସେ ପୁରୀ, ବାରାଣସୀ, ହରିଦ୍ୱାର, ଗିରନାର, କାଠିଆୱାର୍ଡ ଓ ରାମେଶ୍ୱର ଆଦି ବୁଲିଥିବା ବିଶ୍ୱାସ କରାଯାଏ । ମହାରାଷ୍ଟ୍ରରେ ଥିବା ସୋଲାପୁର ଜିଲ୍ଲାର ପାନ୍ଧରପୁର ପାଖରେ ଥିବା ମଙ୍ଗଲଭେଦାଠାରେ ମଧ୍ୟ ରହିଥିଲେ । ଅବଶେଷରେ ସେ ଅକ୍କାଲକୋଟରେ ବାସ କରିଥିଲେ ।[୬][୫]
ସେ ଦତ୍ତାତ୍ରେୟଙ୍କ ଅନ୍ୟ ଏକ ଅବତାର ମାଣିକପ୍ରଭୁଙ୍କୁ ଭେଟିବା ପାଇଁ କର୍ଣ୍ଣାଟକର ମାଣିକନଗର ଯାଇଥିଲେ ।[୭] ଶ୍ରୀମାଣିକପ୍ରଭୁଙ୍କ ଜୀବନୀରେ ଲିଖିତ ଥିବା ମତେ ସେ ମାଣିକନାଗରରେ ଛଅ ମାସ ରହିଥିଲେ । ଉକ୍ତ ସମୟରେ ଶ୍ରୀମାଣିକପ୍ରଭୁ ଓ ଶ୍ରୀ ସ୍ୱାମୀ ସମର୍ଥ ଦୁହେଁ କେତେକ ଡିମିରି ବୃକ୍ଷ ତଳେ ଧର୍ମ ବିଷୟରେ ଆଲୋଚନା କରିଥିଲେ । ମାଣିକ ପ୍ରଭୁଙ୍କୁ ଶ୍ରୀ ସ୍ୱାମୀ ସମର୍ଥ ନିଜ ଭାଇ ମାନୁଥିଲେ ।[୮] ଶ୍ରୀ ସ୍ୱାମୀ ସମର୍ଥ ଏକ ନିମନ୍ତ୍ରଣ ଚିଂତ୍ୟପାନ୍ତଙ୍କଠାରୁ ପାଇ ୧୮୫୬ ମସିହାରେ ଅକ୍କାଲକୋଟରେ ପହଞ୍ଚିଥିଲେ ଓ ଟାଉନର ସୀମା ଭାଗରେ ୨୨ ବର୍ଷ ଧରି ରହିଥିଲେ । ତାଙ୍କ ଶିଷ୍ୟ ଚୋଲାପ୍ପାଙ୍କ ଘରେ ରହୁଥିଲେ ଯାହାର କବର ଏ ପର୍ଯ୍ୟନ୍ତ ସେଠାରେ ଅଛି ।
ଶ୍ରୀ ସ୍ୱାମୀ ସମର୍ଥକଙ୍କର ସାଧାରଣ ମନ୍ତ୍ର ତିଳୀ “ଓମ ଅଭୟଦାତା ଶ୍ରୀ ସ୍ୱାମୀ ସମର୍ଥାୟ ନମଃ” । ଶ୍ରୀ ସ୍ୱାମୀ ସମର୍ଥକଙ୍କର ଜୀବନୀ ଲେଖିଛନ୍ତି ସନ୍ଥ ବାମନପ୍ରଭୁ ମହାରାଜ ଯାହାର ନାମ “ଶ୍ରୀ ଗୁରୁଳୀଳାମୃତ” ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଉତ୍ସ
[ସମ୍ପାଦନା]- The Supreme Master (Swami Samartha's Comprehensive Biography).
- Shri Dattatreya Dnyankosh by Dr. P. N. Joshi (Shri Dattateya Dnyankosh Prakashan, Pune, 2000).
- "Shri Swami Samarth Nityakram aani Upasana"(in Marathi) by Dr. N.S. Kunte (Shri Vatvruksh Swami Samarth Maharaj Devsthan, Akkalkot, 2000).
- Datta-Sampradyacha Itihas (History of Datta Sampradaya) by Dr. R. C. Dhere (Padmagnadha Prakashan, Pune).
- Shri GuruCharitra (Sri Gurucharitra) (new, abbreviated version)
- Shri Akkalkotniwasi Swami Maharaj yanche Charitra by G. V. Mulekar
- Shri Akkalkot Swami Maharaj Charitra by R. S. Sahasrabuddhe
- "Pesum Deivam" - Akkalkot Maharaj Arulaatchi - Tamil Version by"Swamy Suthan" Dr.J.S.Sayikumar +91 86085 06816
ଅଧିକ ପ୍ରକାଶନ
[ସମ୍ପାଦନା]- Hanumante, Mukund M. (1999, 2000). A Glimpse of Divinity: Shri Swami Samarth Maharaj of Akkalkot, ISBN 978-0-9669943-0-8
- Kulkarni, Shriram A. (2001). Shri Swami Samarth Maharaj of Akkalkot: Ashttotarshat Namavali: Vicharmanthan Sar (Marathi)
- Kulkarni, Shriram A. (2000). Shri Swami Samarth Maharaj of Akkalkot: Bhagwat Chaitanyache Shalaka Darshan(Marathi)
- Oza, Kaushik (2007). Shri Swami Samarth Maharaj of Akkalkot: Bhagwat Chaitanyache Shalaka Darshan (Gujrati)
- Patil,Rajgouda (2012) Shri Swami Samarth Maharaj of Akkalkot: Bhagwat Chaitanyada Kshana Darshan (Kannada)
- Patil,Rajgouda (2017) "Amrutada Anjali": Shri Swami Samarth Maharajar sanketi vakyagal vivrane (Kannada)
- Patil,Rajgouda (2021) "Sakh Nirantar": Shri Swami Samarth Maharajar, Akkalkot (Kannada)
- Kulkarni, Shriram A. "Amrutachi Wonzali" (Marathi)
- Joshi, Vasant G. (2006). Sulabh Shri Dnyaneshwari(Marathi) (Financial Sponsorship)
- Kulkarni, Shriram A. (2007). Sarth Shrimat Gurucharitra: Sulabh Marathi Bhavarthasaha(Financial Sponsorship)
- Shri Gurucharitra, 14th Chapter in English & Marathi, 2009.
- Swami Tava Charanam Sharanam, Audio CD of Melodious Divine Songs, 2009.
- Hanumante, Mukund M. (2010). Eternal Friend: Shri Swami Samarth Maharaj of Akkalkot
- Ekkirala Bharadwaja
- Kaliyugi Shri Swami Samarth Charitra Tatva Rahasya (Marathi Granth)
- A short biography of Akkalkot Niwasi Shree Swami Samarth Maharaj by Shree Vitthalrao Joshi Charities Trust
ଆଧାର
[ସମ୍ପାଦନା]- ↑ Dr. Narendra Sadashiv Kunte (March 2000). नित्यक्रम आणि उपासना [Nityakram aani Upasana] (in ମରାଠୀ).
- ↑ ୨.୦ ୨.୧ "About Shri Swami Samarth Maharaj". Swami Samarth Swadhyay, USA. Archived from the original on 20 May 2012. Retrieved 20 May 2013.
- ↑ "Shree Swami Samarth of Akkalkot". ShreeSwami.org. Retrieved 19 August 2017.
- ↑ Karandikar, N. S. (2008). Sri Swami Samarth. Sterling Publishers. p. 22. ISBN 9788120734456.
- ↑ ୫.୦ ୫.୧ "Shree Swami Samarth".
- ↑ Hanumante, Mukund M. (1999). A Glimpse of Divinity: Shri Swami Samarth Maharaj of Akkalkot. Kenner, USA: Akkalkot Swami Samarth Foundation ISBN 978-0-9669943-0-8
- ↑ "Shri Manik Prabhu Maharaj – Shri Manik Prabhu Samsthan". Archived from the original on 15 February 2016.
- ↑ "Shri Manik Prabhu Maharaj".