ଶ୍ରୀ ସ୍ୱାମୀ ସମର୍ଥ

ଉଇକିପିଡ଼ିଆ‌ରୁ
Shri Swami Samarth Maharaj
II श्री स्वामी समर्थ महाराज II
ଜନ୍ମNrusimha Bhan [୧]
ଜାତୀୟତାIndian
Influence on
  • Shankar Maharaj
Quotation

Do not have fear, I shall always be with you - भिऊ नकोस, मी तुझ्या पाठीशी आहे[୨]

ଶ୍ରୀ ସ୍ୱାମୀ ସମର୍ଥ, ଅନ୍ୟ ନାମରେ ଜଣାଶୁଣା ସ୍ୱାମୀ ଅକ୍କାଲକୋଟ Akkalkot,[୨][୩] ଦତ୍ତାତ୍ରେୟ (Dattatreya) ଗୋଷ୍ଠୀର ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ଉନବିଂଶ ଶତାବ୍ଦୀରେ ବଞ୍ଚିଥିଲେ । ଶ୍ରୀ ସ୍ୱାମୀ ସମର୍ଥ ସାରା ଭାରତ ଭ୍ରମଣ କରିଥିଲେ ଓ ଅବଶେଷରେ ମହାରାଷ୍ଟ୍ରର ଅକ୍କାଲକୋଟରେ ବସବାସ କରିଥିଲେ । ସେ ସେପ୍ଟେମ୍ବର ବା ଅକ୍ଟୋବର ୧୮୫୬ ମସିହାରେ ଏକ ବୁଧବାର ଦିନ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ୨୨ ବର୍ଷ ରହିଥିଲେ । ତାଙ୍କର ବଂଶ ଓ ପିତା ମାତା ସମ୍ପର୍କରେ କିଛି ତଥ୍ୟ ନାହିଁ । କିମ୍ବଦନ୍ତୀ ଅନୁସାରେ ଜଣେ ଶିଷ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ସେ ଏକ ବର ଗଛରୁ ସୃଷ୍ଟି ହୋଇଛନ୍ତି । ଆଉଠାରେ ତାଙ୍କ ପିଲା ଦିନ ନାମ ନୃସିଂହ ଭାନ ଥିବା କହିଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

ଜଣେ ଭାରତୀୟ ସନ୍ଥ ଓ ହିନ୍ଦୁ ଦେବତା ଦତ୍ତାତ୍ରେୟଙ୍କ ସେ ଚତୁର୍ଥ (ଶାରୀରିକ ଭାବରେ ତୃତୀୟ) ଅବତାର ଥିଲେ । ଆଉ ମଧ୍ୟ ସେ ନରସିଂହ ସରସ୍ୱତୀଙ୍କର ଏକ ଅବତାର ଥିବା କୁହାଯାଏ,[୪][୫] ଯିଏ କି ଅନ୍ୟତମ ଦତ୍ତାତ୍ରେୟ ଗୋଷ୍ଟୀର ଗୁରୁ ଥିଲେ ।

ଜୀବନ[ସମ୍ପାଦନା]

ସ୍ୱାମୀଙ୍କ ନିଜ କଥନ ଅନୁସାରେ ସେ ଏବେକାର ଆନ୍ଧ୍ର ପ୍ରଦେଶର ଶ୍ରୀଶୈଲମର କର୍ଦାଲି ଜଙ୍ଗଲରେ ପ୍ରଥମେ ଆବିର୍ଭାବ ହୋଇଥିଲେ । ସେ ହିମାଳୟ ଭ୍ରମଣ ସମୟରେ ଚୀନ, ତିବ୍ଦତ ଓ ନେପାଳରେ ବୁଲିଥିଲେ । ସେ ପୁରୀ, ବାରାଣସୀ, ହରିଦ୍ୱାର, ଗିରନାର, କାଠିଆୱାର୍ଡ ଓ ରାମେଶ୍ୱର ଆଦି ବୁଲିଥିବା ବିଶ୍ୱାସ କରାଯାଏ । ମହାରାଷ୍ଟ୍ରରେ ଥିବା ସୋଲାପୁର ଜିଲ୍ଲାର ପାନ୍ଧରପୁର ପାଖରେ ଥିବା ମଙ୍ଗଲଭେଦାଠାରେ ମଧ୍ୟ ରହିଥିଲେ । ଅବଶେଷରେ ସେ ଅକ୍କାଲକୋଟରେ ବାସ କରିଥିଲେ ।[୬][୫]

ସେ ଦତ୍ତାତ୍ରେୟଙ୍କ ଅନ୍ୟ ଏକ ଅବତାର ମାଣିକପ୍ରଭୁଙ୍କୁ ଭେଟିବା ପାଇଁ କର୍ଣ୍ଣାଟକର ମାଣିକନଗର ଯାଇଥିଲେ ।[୭] ଶ୍ରୀମାଣିକପ୍ରଭୁଙ୍କ ଜୀବନୀରେ ଲିଖିତ ଥିବା ମତେ ସେ ମାଣିକନାଗରରେ ଛଅ ମାସ ରହିଥିଲେ । ଉକ୍ତ ସମୟରେ ଶ୍ରୀମାଣିକପ୍ରଭୁ ଓ ଶ୍ରୀ ସ୍ୱାମୀ ସମର୍ଥ ଦୁହେଁ କେତେକ ଡିମିରି ବୃକ୍ଷ ତଳେ ଧର୍ମ ବିଷୟରେ ଆଲୋଚନା କରିଥିଲେ । ମାଣିକ ପ୍ରଭୁଙ୍କୁ ଶ୍ରୀ ସ୍ୱାମୀ ସମର୍ଥ ନିଜ ଭାଇ ମାନୁଥିଲେ ।[୮] ଶ୍ରୀ ସ୍ୱାମୀ ସମର୍ଥ ଏକ ନିମନ୍ତ୍ରଣ ଚିଂତ୍ୟପାନ୍ତଙ୍କଠାରୁ ପାଇ ୧୮୫୬ ମସିହାରେ ଅକ୍କାଲକୋଟରେ ପହଞ୍ଚିଥିଲେ ଓ ଟାଉନର ସୀମା ଭାଗରେ ୨୨ ବର୍ଷ ଧରି ରହିଥିଲେ । ତାଙ୍କ ଶିଷ୍ୟ ଚୋଲାପ୍ପାଙ୍କ ଘରେ ରହୁଥିଲେ ଯାହାର କବର ଏ ପର୍ଯ୍ୟନ୍ତ ସେଠାରେ ଅଛି ।

ଶ୍ରୀ ସ୍ୱାମୀ ସମର୍ଥକଙ୍କର ସାଧାରଣ ମନ୍ତ୍ର ତିଳୀ “ଓମ ଅଭୟଦାତା ଶ୍ରୀ ସ୍ୱାମୀ ସମର୍ଥାୟ ନମଃ” । ଶ୍ରୀ ସ୍ୱାମୀ ସମର୍ଥକଙ୍କର ଜୀବନୀ ଲେଖିଛନ୍ତି ସନ୍ଥ ବାମନପ୍ରଭୁ ମହାରାଜ ଯାହାର ନାମ “ଶ୍ରୀ ଗୁରୁଳୀଳାମୃତ” । 

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଉତ୍ସ[ସମ୍ପାଦନା]

  • The Supreme Master (Swami Samartha's Comprehensive Biography).
  • Shri Dattatreya Dnyankosh by Dr. P. N. Joshi (Shri Dattateya Dnyankosh Prakashan, Pune, 2000).
  • "Shri Swami Samarth Nityakram aani Upasana"(in Marathi) by Dr. N.S. Kunte (Shri Vatvruksh Swami Samarth Maharaj Devsthan, Akkalkot, 2000).
  • Datta-Sampradyacha Itihas (History of Datta Sampradaya) by Dr. R. C. Dhere (Padmagnadha Prakashan, Pune).
  • Shri GuruCharitra (Sri Gurucharitra) (new, abbreviated version)
  • Shri Akkalkotniwasi Swami Maharaj yanche Charitra by G. V. Mulekar
  • Shri Akkalkot Swami Maharaj Charitra by R. S. Sahasrabuddhe
  • "Pesum Deivam" - Akkalkot Maharaj Arulaatchi - Tamil Version by"Swamy Suthan" Dr.J.S.Sayikumar +91 86085 06816

ଅଧିକ ପ୍ରକାଶନ[ସମ୍ପାଦନା]

  • Hanumante, Mukund M. (1999, 2000). A Glimpse of Divinity: Shri Swami Samarth Maharaj of Akkalkot, ISBN 978-0-9669943-0-8
  • Kulkarni, Shriram A. (2001). Shri Swami Samarth Maharaj of Akkalkot: Ashttotarshat Namavali: Vicharmanthan Sar (Marathi)
  • Kulkarni, Shriram A. (2000). Shri Swami Samarth Maharaj of Akkalkot: Bhagwat Chaitanyache Shalaka Darshan(Marathi)
  • Oza, Kaushik (2007). Shri Swami Samarth Maharaj of Akkalkot: Bhagwat Chaitanyache Shalaka Darshan (Gujrati)
  • Patil,Rajgouda (2012) Shri Swami Samarth Maharaj of Akkalkot: Bhagwat Chaitanyada Kshana Darshan (Kannada)
  • Patil,Rajgouda (2017) "Amrutada Anjali": Shri Swami Samarth Maharajar sanketi vakyagal vivrane (Kannada)
  • Patil,Rajgouda (2021) "Sakh Nirantar": Shri Swami Samarth Maharajar, Akkalkot (Kannada)
  • Kulkarni, Shriram A. "Amrutachi Wonzali" (Marathi)
  • Joshi, Vasant G. (2006). Sulabh Shri Dnyaneshwari(Marathi) (Financial Sponsorship)
  • Kulkarni, Shriram A. (2007). Sarth Shrimat Gurucharitra: Sulabh Marathi Bhavarthasaha(Financial Sponsorship)
  • Shri Gurucharitra, 14th Chapter in English & Marathi, 2009.
  • Swami Tava Charanam Sharanam, Audio CD of Melodious Divine Songs, 2009.
  • Hanumante, Mukund M. (2010). Eternal Friend: Shri Swami Samarth Maharaj of Akkalkot
  • Ekkirala Bharadwaja
  • Kaliyugi Shri Swami Samarth Charitra Tatva Rahasya (Marathi Granth)
  • A short biography of Akkalkot Niwasi Shree Swami Samarth Maharaj by Shree Vitthalrao Joshi Charities Trust

ଆଧାର[ସମ୍ପାଦନା]

  1. Dr. Narendra Sadashiv Kunte (March 2000). नित्यक्रम आणि उपासना [Nityakram aani Upasana] (in ମରାଠୀ).
  2. ୨.୦ ୨.୧ "About Shri Swami Samarth Maharaj". Swami Samarth Swadhyay, USA. Archived from the original on 20 May 2012. Retrieved 20 May 2013.
  3. "Shree Swami Samarth of Akkalkot". ShreeSwami.org. Retrieved 19 August 2017.
  4. Karandikar, N. S. (2008). Sri Swami Samarth. Sterling Publishers. p. 22. ISBN 9788120734456.
  5. ୫.୦ ୫.୧ "Shree Swami Samarth".
  6. Hanumante, Mukund M. (1999). A Glimpse of Divinity: Shri Swami Samarth Maharaj of Akkalkot. Kenner, USA: Akkalkot Swami Samarth Foundation ISBN 978-0-9669943-0-8
  7. "Shri Manik Prabhu Maharaj – Shri Manik Prabhu Samsthan". Archived from the original on 15 February 2016.
  8. "Shri Manik Prabhu Maharaj".