ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର
Appearance
ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର శ్రీ సత్య సాయి విమానాశ్రయం Śrī Satya Sāyi Vimānāśrayaṁ | |||
---|---|---|---|
IATA: PUT – ICAO: VOPN | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Private | ||
ଅବସ୍ଥାନ | Puttaparthi | ||
ଉଚ୍ଚତା (ସମୁଦ୍ର ଠାରୁ) | 1,558 ft / 475 m | ||
ଦିଗବାରେଣି | 14°08′57″N 077°47′28″E / 14.14917°N 77.79111°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
09/27 | 7,315 | 2,230 | Asphalt |
ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର (IATA: PUT, ICAO: VOPN)ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ପୁତ୍ତପାର୍ଥିଠାରେ ଅବସ୍ଥିତ । ଏହା ଭଗବାନ ସତ୍ୟ ସାଇଙ୍କ ନାମରେ ନାମିତ । ଏହା ଏକ କ୍ଷୁଦ୍ର ବିମାନ ବନ୍ଦର ଓ ମୁଖ୍ୟତଃ ଚାର୍ଟର ବିମାନ ପାଇଁ ନିର୍ମିତ ହେଇଥିଲା ଓ ସେଠାରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲର କାର୍ଯ୍ୟରେ ଲାଗୁଥିଲା ଏହାର ରାନୱେ 1000 ମିଟର ଥିଲା । ତାହାକୁ ପରେ ପରିବର୍ଧିତ କରି ଜେଟ ବିମାନ ପାଇଁ ଉପଯୋଗୀ କରାଗଲା । [୧]
2008 ମସିହା ଯାଏ ଇଣ୍ଡିଆନ ଏୟାର ଲାଇନ ତରଫରୁ ଏଠାକୁ ମୁମ୍ବାଇ ଓ ଚେନ୍ନଇ ଯାଇ ବିମାଞ୍ଚଳାଚଳ କରୁଥିଲା । ][୨] ଏହା ବନ୍ଦ ହେଇଗଲା ପରେ ସପ୍ତାହକୁ 3 ଥର ବାଙ୍ଗାଲୋରକୁ ବିମାନ ଚଳାଚଳ କରୁଥିଲା । [୩][୪] 2005 ମସିହାରୁ ଡେକାନ ତରଫରୁ ହାଇଦରାବାଦ ଓ ଚେନ୍ନଇକୁ ବିମାନ ସପ୍ତାହକୁ 2 ଥର ଚଳୁଛି । [୫]
ଆଧାର
[ସମ୍ପାଦନା]- ↑ "Projects for Sri Sathya Sai Central Trust" (PDF). Larsen and Toubro. Archived from the original (PDF) on 8 August 2014. Retrieved 7 August 2014.
- ↑ "Travel to Prasanthi Nilayam". Sathyasai.org. 2002-11-16. Retrieved 2015-08-28.
- ↑ "Sai Global Harmony - Began". Radiosai.org. Archived from the original on 2017-12-16. Retrieved 2015-08-28.
- ↑ "Air Deccan launches service to Puttaparthi". The Hindu. The Hindu. Retrieved 27 December 2014.
- ↑ "Air Deccan launches services to Puttaparthi". India Aviation. India Aviation. Retrieved 27 December 2014.
ବାହାର ଲିଙ୍କ
[ସମ୍ପାଦନା]- Media related to ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର at Wikimedia Commons