ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର

Coordinates: 14°08′57″N 077°47′28″E / 14.14917°N 77.79111°E / 14.14917; 77.79111
ଉଇକିପିଡ଼ିଆ‌ରୁ
ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର
శ్రీ సత్య సాయి విమానాశ్రయం
Śrī Satya Sāyi Vimānāśrayaṁ
IATA: PUTICAO: VOPN
ସାରକଥା
ବିମାନ ବନ୍ଦର ପ୍ରକାର Private
ଅବସ୍ଥାନ Puttaparthi
ଉଚ୍ଚତା (ସମୁଦ୍ର ଠାରୁ) 1,558 ft / 475 m
ଦିଗବାରେଣି 14°08′57″N 077°47′28″E / 14.14917°N 77.79111°E / 14.14917; 77.79111
Map
PUT is located in Andhra Pradesh
PUT
PUT
PUT is located in India
PUT
PUT
ରନବେ
ଦିଗ ଲମ୍ବ ଭୂମି
ft m
09/27 7,315 2,230 Asphalt

ଶ୍ରୀ ସତ୍ୟ ସାଇ ବିମାନ ବନ୍ଦର (IATA: PUTICAO: VOPN)ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ପୁତ୍ତପାର୍ଥିଠାରେ ଅବସ୍ଥିତ । ଏହା ଭଗବାନ ସତ୍ୟ ସାଇଙ୍କ ନାମରେ ନାମିତ । ଏହା ଏକ କ୍ଷୁଦ୍ର ବିମାନ ବନ୍ଦର ଓ ମୁଖ୍ୟତଃ ଚାର୍ଟର ବିମାନ ପାଇଁ ନିର୍ମିତ ହେଇଥିଲା ଓ ସେଠାରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲର କାର୍ଯ୍ୟରେ ଲାଗୁଥିଲା ଏହାର ରାନୱେ 1000 ମିଟର ଥିଲା । ତାହାକୁ ପରେ ପରିବର୍ଧିତ କରି ଜେଟ ବିମାନ ପାଇଁ ଉପଯୋଗୀ କରାଗଲା । [୧]

2008 ମସିହା ଯାଏ ଇଣ୍ଡିଆନ ଏୟାର ଲାଇନ ତରଫରୁ ଏଠାକୁ ମୁମ୍ବାଇ ଓ ଚେନ୍ନଇ ଯାଇ ବିମାଞ୍ଚଳାଚଳ କରୁଥିଲା । ][୨] ଏହା ବନ୍ଦ ହେଇଗଲା ପରେ ସପ୍ତାହକୁ 3 ଥର ବାଙ୍ଗାଲୋରକୁ  ବିମାନ ଚଳାଚଳ କରୁଥିଲା ।   [୩][୪]  2005 ମସିହାରୁ ଡେକାନ ତରଫରୁ ହାଇଦରାବାଦ ଓ ଚେନ୍ନଇକୁ ବିମାନ ସପ୍ତାହକୁ 2 ଥର ଚଳୁଛି । [୫]

ଆଧାର [ସମ୍ପାଦନା]

  1. "Projects for Sri Sathya Sai Central Trust" (PDF). Larsen and Toubro. Archived from the original (PDF) on 8 August 2014. Retrieved 7 August 2014.
  2. "Travel to Prasanthi Nilayam". Sathyasai.org. 2002-11-16. Retrieved 2015-08-28.
  3. "Sai Global Harmony - Began". Radiosai.org. Archived from the original on 2017-12-16. Retrieved 2015-08-28.
  4. "Air Deccan launches service to Puttaparthi". The Hindu. The Hindu. Retrieved 27 December 2014.
  5. "Air Deccan launches services to Puttaparthi". India Aviation. India Aviation. Retrieved 27 December 2014.

ବାହାର ଲିଙ୍କ [ସମ୍ପାଦନା]