ରେଖା ଦାସ
ଦେଖଣା
ରେଖା ଦାସ | |
---|---|
ଜନ୍ମ | |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ଓମ୍ ପ୍ରକାଶ ରାଓ (ଛାଡ଼ପତ୍ର) |
ସନ୍ତାନ | ୧ |
ରେଖା ଦାସ ଜଣେ ଭାରତୀୟ କନ୍ନଡ଼ ଭାଷାଭାଷୀ କଥାଚିତ୍ର ଅଭିନେତ୍ରୀ । ତାଙ୍କ ଅଭିନୀତ କିଛି ଉଲ୍ଲେଖନୀୟ କଥାଚିତ୍ର ହେଉଛି ଶ୍ୱେତାଗ୍ନୀ (୧୯୯୧(, ଶାନ୍ତି କ୍ରାନ୍ତି (୧୯୯୧) ଓ ହୁବୁ ହନ୍ନୁ (୧୯୯୩)[୧][୨][୩][୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ କଥାଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଓମ ପ୍ରକାଶ ରାଓଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଝିଅ ଶ୍ରଭ୍ୟା ମଧ୍ୟ ଜଣେ ଅଭିନେତ୍ରୀ ।[୫][୬][୭][୮]
କ୍ୟାରିଅର୍
[ସମ୍ପାଦନା]ରେଖା ଦାସ ୬୫୦ରୁ ଅଧିକ କଥାଚିତ୍ର[୯] ଏବଂ ଅନେକ କନ୍ନଡ଼ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ କମେଡ଼ିଆନ୍ ତେନିଷ କ୍ରିଷ୍ଣାଙ୍କ ସହ ଶହେରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧୦][୧୧][୧୨]
ଉଲ୍ଲେଖନୀୟ କଥାଚିତ୍ର
[ସମ୍ପାଦନା]- ରୁଦ୍ର ତାଣ୍ଡବ (୧୯୯୦)
- ମୃତ୍ୟୁଞ୍ଜୟ (୧୯୯୦)
- ଗୋପୀ କ୍ରିଷ୍ଣା (୧୯୯୨)
- ମାଲାଶ୍ରୀ ମାମାଶ୍ରୀ (୧୯୯୨)
- କର୍ପୂରଦା ଗୋମ୍ବେ (୧୯୯୬)
- ଅମ୍ମାବ୍ରା ଗଣ୍ଡ (୧୯୯୭)
- ଅର୍ଜୁନ ଅଭିମନ୍ୟୁ (୧୯୯୮)
- ଫ୍ରେଣ୍ଡସ୍ (୨୦୦୨)
- ମୌର୍ୟ (୨୦୦୪)
- ଗଡ୍ ଫାଦର୍ (୨୦୧୨)
- ଆର୍ୟନ୍ (୨୦୧୪)
ଆଧାର
[ସମ୍ପାଦନା]- ↑ "Tulu film Oriyan Thounda Oriyagapujji out today". thehindu. Archived from the original on 9 ଜୁନ 2018.
- ↑ "'E BANNA LOKADALI' TRAVAILS AND TRIBULATIONS OF ARTISTS". cinecircle.in. Archived from the original on 24 ସେପ୍ଟେମ୍ବର 2013.
- ↑ "Userpage". twitter.com. Archived from the original on 9 ଜୁନ 2018.
- ↑ "Fan page". facebook.com. Archived from the original on 9 ଜୁନ 2018.
- ↑ "Kannada film 'Lossugalu' hits the floor". news18.com. Archived from the original on 16 ମାର୍ଚ୍ଚ 2018.
- ↑ "'SHRAVYA' JOURNALIST IN TELUGU DEBUT". chitratara.com. Archived from the original on 9 ଜୁନ 2018.
- ↑ "I'm not in the film industry because of my dad: Shravya". timesofindia.indiatimes.com. Archived from the original on 26 ଫେବୃଆରୀ 2015.
- ↑ "Father-daughter duo to work together". sify.com. Archived from the original on 16 ମାର୍ଚ୍ଚ 2018.
- ↑ "Rekha Das Biography". rekhadas.com. Archived from the original on 16 ମାର୍ଚ୍ଚ 2018.
- ↑ "Century pair, Rekha Das and Tennis Krishna". indiaglitz.com. Archived from the original on 16 ମାର୍ଚ୍ଚ 2018.
- ↑ "TENNIS KRISHNA ? REKHA DAS NEARING 100 FILMS". chitratara.com. Archived from the original on 16 ମାର୍ଚ୍ଚ 2018.
- ↑ "Tennis Krishna to direct, three decades actor". indiaglitz.com. Archived from the original on 16 ମାର୍ଚ୍ଚ 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରେଖା ଦାସ