ରାହୁଲ ଶର୍ମା
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Rahul Sharma | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Jalandhar, Punjab, India | ୩୦ ନଭେମ୍ବର ୧୯୮୬|||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 6 ft 3 in (1.91 m) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Legbreak googly | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 193) | 8 December 2011 v West Indies | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 5 February 2012 v Australia | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 41) | 1 February 2012 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 3 February 2012 v Australia | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2006–present | Punjab | |||||||||||||||||||||||||||||||||||||||||||||||||||||||||||||||||
2010 | Deccan Chargers | |||||||||||||||||||||||||||||||||||||||||||||||||||||||||||||||||
2011–2013 | Pune Warriors India | |||||||||||||||||||||||||||||||||||||||||||||||||||||||||||||||||
2014 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2015 | Chennai Super Kings | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 18 December 2012 |
ରାହୁଲ ଶର୍ମା ( ପଞ୍ଜାବୀ: ਰਾਹੁਲ ਸ਼ਰਮਾ ହିନ୍ଦୀ : राहुल शर्मा) (ଜନ୍ମ ନଭେମ୍ବର 1986 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ପଞ୍ଜାବ ରାଜ୍ୟର ଜଲନ୍ଧରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଡାହାଣହାତୀ ଗୂଗଲି ବୋଲର । ସେ 2006 ମସିହାରୁ ତାଙ୍କ ରାଜ୍ୟ ପଞ୍ଜାବ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଆଇପିଏଲରେ 2011 ମସିହାରେ ପୁନେ ଦଳ ପାଇଁ ଖେଳିଥିଲେ .
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରାହୁଲ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ଭାବେ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ କୋଚଙ୍କ ଉପଦେଶ କ୍ରମେ ସ୍ପିନ ବୋଲିଂ କରିଥିଲେ । .[୧] ସେ 2006 ମସିହାରେ ପଞ୍ଜାବ ପାଇଁ ଖେଳ ଜୀବନ ଆରମ୍ଭ କରିଥିଲେ ମଧ୍ୟ 2009 ମସିହାରେ ପ୍ରଥମ କରି ଲୋକ ନଜରକୁ ଆସି 13ଟି ୱିକେଟ ନେଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରାହୁଲ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରଦୀପ ଶର୍ମା ପଞ୍ଜାବ ପୋଲିସରେ ଜଣେ ସବ ଇନ୍ସ୍ପେକ୍ଟର । ରାହୁଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉପାଧି ଶିକ୍ଷ୍ୟ ପାଇଥିଲେ । ତାଙ୍କର ପିତା , ମତ ଓ ଭାଇ ଭଉଣୀଙ୍କ ସହ ସେ ଜଲନ୍ଧର ସହରରେ ରହନ୍ତି ।
ଆଇପିଏଲ
[ସମ୍ପାଦନା]2009 ମସିହାରେ ସେ ଆଇପିଏଲରେ ହାଇଦରାବାଦ ଦଳ ପାଇଁ ଆଇପିଏଲ ଖେଳି ପ୍ରଥମ 6ଟି ମେଚରେ 5 ୱିକେଟ ହାସଲ କରିଥିଲେ ।2011ରେ ସେ ପୁନେ ଦଳ ପାଇଁ କୃତିର ସହ ଖେଳିଥିଲେ । "John Doe finds his identity". Espncricinfo.com. Retrieved 28 ଜୁଲାଇ 2012.</ref>[୨][୩] 2015ରେ ସେ ଚେନ୍ନଇ ଦଳ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ।
- ଭାରତୀୟ କ୍ରିକେଟ ଖେଳାଳି]]
- ↑ "Warriors' lone beacon". Hindustantimes.com. 6 ମଇ 2011. Archived from the original on 21 ଅକ୍ଟୋବର 2012. Retrieved 28 ଜୁଲାଇ 2012.
- ↑ "Rahul Sharma: This IPL's star bowler battles nerve disorder to spin success story". Indianexpress.com. 6 ମଇ 2011. Retrieved 28 ଜୁଲାଇ 2012.
- ↑ "Rahul Sharma benefits from Harbhajan tips". Espncricinfo.com. Retrieved 28 ଜୁଲାଇ 2012.