ଯୋଗୀନ୍ଦର ଶର୍ମା
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Joginder Singh Sharma | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.78 m (5 ft 10 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm fast-medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 158) | 23 December 2004 v Bangladesh | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 24 January 2007 v West Indies | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 16) | 19 September 2007 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 24 September 2007 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2002/03–present | Haryana | |||||||||||||||||||||||||||||||||||||||||||||||||||||||||||||||||
2008–2012 | Chennai Super Kings | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, 20 September 2008 |
ଯୋଗୀନ୍ଦର ଶର୍ମା pronunciation (help·info) (ଜନ୍ମ 23 ଅକ୍ଟୋବର 1983 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟାଣାର ରୋହତକଠାରେ ଜନ୍ମଗ୍ରହଣ କରି ସେଠାରେ ଜଣେ ପୋଲିସ ଅଫିସର ଭାବେ କାର୍ଯ୍ୟରତ । କମ କ୍ରିକେଟ ଖେଳୁଥିଲେ ମଧ୍ୟ ସେଭାରତୀୟ ଦଳରେ ଖେଳି ଟି20 ବିଶ୍ୱକପ ବିଜଯରେ ତାଙ୍କର ଅବଦାନକୁ ସ୍ମରଣୀୟ କରିଥିଲେ ।
ସେ ତାଙ୍କ ରାଜ୍ୟ ହରିୟାଣା ପାଇଁ ଏକ ଅଲ ରାଉଣ୍ଡର ଭାବେ ଖେଳନ୍ତି । ଜଣେ ଭଲ ବେତସ ମେନ ଥିବା ସହ ସେ ଜଣେ ମାଧ୍ୟମ ଗତି ବୋଲର ।
ଘରେଇ ପ୍ରଦର୍ଶନ
[ସମ୍ପାଦନା]ଯୋଗୀନ୍ଦର ତାଙ୍କର ପ୍ରଥମ ରଣଜୀ ମେଚ ମଧ୍ୟ ପ୍ରଦେଶ ବିରୁଦ୍ଧରେ 2002/03 ମସିହାରେ ଖେଳି ସେଥିରେ 81 ରନ କରିବା ସହ 11ଟି ୱିକେଟ ନେଇଥିଲେ । ସେ ପୂର୍ବ ବର୍ଷରେ ହରିୟାଣା ପାଇଁ ଏକଦିବଶୀୟ ଖେଳିଥିଲେ । [୧]ପ୍ରଥମ ସିଜନରେ ଯୋଗୀନ୍ଦର 24 ୱିକେଟ ସହ 280 ରନ କରିଥିଲେ । ପର ସିଜନରେ ସେ 148 ରନ ଓ 23 ୱିକେଟ ନେଇଥିଲେ .[୨]ଉତ୍ତରାଞ୍ଚଲ ଜୋନ ପାଇଁ ଖେଳି ସେ 6/59 ନେଇଥିଲେ ଓ ଜୋନକୁ ବିଜୟୀ କରେଇବାରେ ସାହାଯ୍ୟ କରିଥିଲେ । [୩]
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ଭାରତ A ଦଳ ପାଇଁ ଉତ୍ତମ ଖେଳ ଦେଇ ସେ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଖେଳି ସେ ଯୁବରାଜ ସିଂ , ଲକ୍ଷ୍ମଣ , ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଆଉଟ କରିଥିଲେ । [୧][୪] ଇରାନୀ ଟ୍ରଫି ପାଇଁ ଅବଶିଷ୍ଟ ଭାରତ ପାଇଁ ଖେଳି ସେ ମୁମ୍ବାଇକୁ ହରେଇବାରେ ଅଂଶ ଗ୍ରହଣ କରିଥିଲେ ।[୫]
ଦୁଇଟି ଶତକ ସହ 14ଟି ୱିକେଟ ନେବା ପରେ ସେ [୬] ବଙ୍ଗଳାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ । ସେଠାରେ ସେ ବ୍ୟାଟିଂ ପାଇଁ ଯଥେଷ୍ଠ ସୁଯୋଗ ପାଇନଥିଲେ ଓ ବୋଲିଂରେ ପ୍ରଭାବହୀନ ରହିଥିଲେ । .[୭][୮] କିନ୍ତୁ ସେହି ବର୍ଷ ରଣଜୀ ଟ୍ରଫିରେ ସେ 36ଟି ୱିକେଟ ନେଇଥିଲେ । . 2005/06ରେ ସେ ଦୁଲିପ ଟ୍ରଫିରେ ଭଲ ବୋଲିଂ କରିଥିଲେ ।
2006/07ସିଜନରେ ସେ ଭଲ ଖେଳି ଜାତୀୟ ଦଳ ପାଇଁ ପୁଣି ମନୋନୀତ ହେଲେ । ସେ 2007 ମସିହାରେ ଇରଫାନ ପଠନଙ୍କ ସ୍ଥାନରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାକୁ ମନୋନିତ ହେଲେ । କିନ୍ତୁ 2 ୟ ଏକଦିବଶୀୟ ଖେଳି ଅସଫଳ ହେବାରୁ ବାଦ ପଡିଲେ । .[୯] 2007 T20 ବିଶ୍ୱ କପରେ ସ୍ଥାନ ପାଇ ସେ ଶେଷ ଓଭର ବୋଲିଂ କରି ଭାରତକୁ ଅଷ୍ଟ୍ରେଲିଆ ଓ ପରେ ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ସ୍ମରଣୀୟ ବିଜୟ ଆଣି ଦେଇଥିଲେ । ଏଥିପାଇଁ ହରିୟାଣା ସରକାର ତାଙ୍କୁ ପୁରସ୍କୃତ କରିଥିଲେ ଓ ହରିୟାଣା ପୋଲିସ ବିଭାଗରେ ତାଙ୍କୁ ଡେପୁଟି ସୁପରିଣ୍ଟେଣ୍ଡାନ୍ତ ଭାବରେ ନିଯୁକ୍ତି ଦେଇଥିଲେ ।[୧୦][୧୧]
References
[ସମ୍ପାଦନା]- ↑ ୧.୦ ୧.୧ Vaidyanathan, Siddhartha. "Joginder Sharma". Cricinfo. Retrieved 2007-02-14.
- ↑ "Batting – Most Runs". Cricinfo. Retrieved 2007-02-13.
- ↑ "Chopra guides North Zone home". Cricinfo. 2004-02-25. Retrieved 2007-02-14.
- ↑ Premachandran, Dileep (29 September 2004). "India A take charge despite Ganguly's effort". Cricinfo. Retrieved 2007-02-14.
- ↑ "Rest of India crush Mumbai". Cricinfo. 25 September 2004. Retrieved 2007-02-14.
- ↑ "Vidarbha vs Haryana at Nagpur 13–16 December 2004". Cricinfo. Retrieved 2007-02-14.
- ↑ "Bowling – Most Wickets". Cricinfo. Retrieved 2007-02-13.
- ↑ "Batting – Most Runs". Cricinfo. Retrieved 2007-02-13.
- ↑ "Bowling – Best averages". Cricinfo. Retrieved 2007-02-13.
- ↑ Vaidyanathan, Siddhartha (12 January 2007). "Joginder gets a second chance". Cricinfo. Retrieved 2007-02-14.
- ↑ "Haryana CM announces Rs.21 lakh cash reward for Joginder Sharma". Punjab Newsline Network. Archived from the original on 2013-01-31. Retrieved 2007-09-26.