ଯୋଗୀନ୍ଦର ଶର୍ମା

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମJoginder Singh Sharma
ଉଚ୍ଚତା1.78 m (5 ft 10 in)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm fast-medium
ଭୂମିକାAll-rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 158)23 December 2004 v Bangladesh
ଶେଷ ଦିନିକିଆ24 January 2007 v West Indies
ପ୍ରଥମ ଟି୨୦ (cap 16)19 September 2007 v England
ଶେଷ ଟି୨୦24 September 2007 v Pakistan
ଘରୋଇ ଦଳ ତଥ୍ୟ
YearsTeam
2002/03–presentHaryana
2008–2012Chennai Super Kings
Career statistics
ପ୍ରତିଯୋଗିତା ODI FC LA T20I
ମ୍ୟାଚ ସଂଖ୍ୟା 4 44 45 4
ମୋଟ ରନ 35 2043 522
ବ୍ୟାଟିଂ ହାର 35.00 30.49 18.64
ଶତକ/ଅର୍ଦ୍ଧଶତକ 0/0 4/9 0/0 –/–
ସର୍ବାଧିକ ରନ 29* 139 44
ବଲ ସଂଖ୍ୟା 150 8972 2018 87
ଉଇକେଟ 1 200 63 4
ବୋଲିଂ ହାର 115.00 20.05 25.41 34.50
ଇନିଙ୍ଗସରେ ୫ଟି ଉଇକେଟ 0 14 0 0
ମ୍ୟାଚରେ ୧୦ଟି ଉଇକେଟ n/a 5 n/a n/a
ସବୁଠୁ ଭଲ ବୋଲିଂ 1/28 8/24 4/13 2/20
କ୍ୟାଚ/ଷ୍ଟମ୍ପିଙ୍ଗ 3/– 4/– 9/– 2/–
Source: CricketArchive, 20 September 2008

ଯୋଗୀନ୍ଦର ଶର୍ମା  ଶବଦ ବିଷୟରେ pronunciation (ଜନ୍ମ 23 ଅକ୍ଟୋବର 1983 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟାଣାର ରୋହତକଠାରେ ଜନ୍ମ ଗ୍ରହଣ କରି ସେଠାରେ ଜଣେ ପୋଲିସ ଅଫିସର ଭାବେ କାର୍ଯ୍ୟରତ । କମ କ୍ରିକେଟ ଖେଳୁଥିଲେ ମଧ୍ୟ ସେଭାରତୀୟ ଦଳରେ ଖେଳି ଟି20 ବିଶ୍ୱକପ ବିଜଯରେ ତାଙ୍କର ଅବଦାନକୁ ସ୍ମରଣୀୟ କରିଥିଲେ । 

ସେ ତାଙ୍କ ରାଜ୍ୟ ହରିୟାଣା ପାଇଁ ଏକ ଅଲ ରାଉଣ୍ଡର ଭାବେ ଖେଳନ୍ତି । ଜଣେ ଭଲ ବେତସ ମେନ ଥିବା ସହ ସେ ଜଣେ ମାଧ୍ୟମ ଗତି ବୋଲର । 

ଘରେଇ ପ୍ରଦର୍ଶନ [ସମ୍ପାଦନା]

ଯୋଗୀନ୍ଦର ତାଙ୍କର ପ୍ରଥମ ରଣଜୀ ମେଚ ମଧ୍ୟ ପ୍ରଦେଶ ବିରୁଦ୍ଧରେ 2002/03 ମସିହାରେ ଖେଳି ସେଥିରେ 81 ରନ କରିବା ସହ 11ଟି ୱିକେଟ ନେଇଥିଲେ । ସେ ପୂର୍ବ ବର୍ଷରେ ହରିୟାଣା ପାଇଁ ଏକଦିବଶୀୟ ଖେଳିଥିଲେ । [୧]ପ୍ରଥମ ସିଜନରେ ଯୋଗୀନ୍ଦର 24 ୱିକେଟ ସହ 280 ରନ କରିଥିଲେ । ପର ସିଜନରେ ସେ 148 ରନ ଓ 23 ୱିକେଟ ନେଇଥିଲେ .[୨]ଉତ୍ତରାଞ୍ଚଲ ଜୋନ ପାଇଁ ଖେଳି ସେ 6/59 ନେଇଥିଲେ ଓ ଜୋନକୁ ବିଜୟୀ କରେଇବାରେ ସାହାଯ୍ୟ କରିଥିଲେ । [୩]

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

ଭାରତ A ଦଳ ପାଇଁ ଉତ୍ତମ ଖେଳ ଦେଇ ସେ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଖେଳି ସେ ଯୁବରାଜ ସିଂ , ଲକ୍ଷ୍ମଣ , ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଆଉଟ କରିଥିଲେ । [୧][୪]  ଇରାନୀ ଟ୍ରଫି ପାଇଁ ଅବଶିଷ୍ଟ ଭାରତ ପାଇଁ ଖେଳି ସେ ମୁମ୍ବାଇକୁ ହରେଇବାରେ ଅଂଶ ଗ୍ରହଣ କରିଥିଲେ ।[୫]

ଦୁଇଟି ଶତକ ସହ 14ଟି ୱିକେଟ ନେବା ପରେ ସେ [୬]  ବଙ୍ଗଳାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ । ସେଠାରେ ସେ ବ୍ୟାଟିଂ ପାଇଁ ଯଥେଷ୍ଠ ସୁଯୋଗ ପାଇନଥିଲେ ଓ ବୋଲିଂରେ ପ୍ରଭାବହୀନ ରହିଥିଲେ । .[୭][୮] କିନ୍ତୁ ସେହି ବର୍ଷ ରଣଜୀ ଟ୍ରଫିରେ ସେ 36ଟି ୱିକେଟ ନେଇଥିଲେ । . 2005/06ରେ ସେ ଦୁଲିପ ଟ୍ରଫିରେ ଭଲ ବୋଲିଂ କରିଥିଲେ । 

2006/07ସିଜନରେ ସେ ଭଲ ଖେଳି ଜାତୀୟ ଦଳ ପାଇଁ ପୁଣି ମନୋନୀତ ହେଲେ ।  ସେ 2007 ମସିହାରେ ଇରଫାନ ପଠନଙ୍କ ସ୍ଥାନରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାକୁ ମନୋନିତ ହେଲେ । କିନ୍ତୁ 2 ୟ ଏକଦିବଶୀୟ ଖେଳି ଅସଫଳ ହେବାରୁ ବାଦ ପଡିଲେ । .[୯]  2007 T20 ବିଶ୍ୱ କପରେ ସ୍ଥାନ ପାଇ ସେ ଶେଷ ଓଭର ବୋଲିଂ କରି ଭାରତକୁ ଅଷ୍ଟ୍ରେଲିଆ ଓ ପରେ ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ସ୍ମରଣୀୟ ବିଜୟ ଆଣି ଦେଇଥିଲେ । ଏଥିପାଇଁ ହରିୟାଣା ସରକାର ତାଙ୍କୁ ପୁରସ୍କୃତ କରିଥିଲେ ଓ ହରିୟାଣା ପୋଲିସ ବିଭାଗରେ ତାଙ୍କୁ ଡେପୁଟି ସୁପରିଣ୍ଟେଣ୍ଡାନ୍ତ ଭାବରେ ନିଯୁକ୍ତି  ଦେଇଥିଲେ  ।[୧୦][୧୧]


References[ସମ୍ପାଦନା]

  1. ୧.୦ ୧.୧ Vaidyanathan, Siddhartha. "Joginder Sharma". Cricinfo. Retrieved 2007-02-14.
  2. "Batting – Most Runs". Cricinfo. Retrieved 2007-02-13.
  3. "Chopra guides North Zone home". Cricinfo. 2004-02-25. Retrieved 2007-02-14.
  4. Premachandran, Dileep (29 September 2004). "India A take charge despite Ganguly's effort". Cricinfo. Retrieved 2007-02-14.
  5. "Rest of India crush Mumbai". Cricinfo. 25 September 2004. Retrieved 2007-02-14.
  6. "Vidarbha vs Haryana at Nagpur 13–16 December 2004". Cricinfo. Retrieved 2007-02-14.
  7. "Bowling – Most Wickets". Cricinfo. Retrieved 2007-02-13.
  8. "Batting – Most Runs". Cricinfo. Retrieved 2007-02-13.
  9. "Bowling – Best averages". Cricinfo. Retrieved 2007-02-13.
  10. Vaidyanathan, Siddhartha (12 January 2007). "Joginder gets a second chance". Cricinfo. Retrieved 2007-02-14.
  11. "Haryana CM announces Rs.21 lakh cash reward for Joginder Sharma". Punjab Newsline Network. Archived from the original on 2013-01-31. Retrieved 2007-09-26.