ବୃହଦେଶ୍ୱର ମନ୍ଦିର
ବୃହଦେଶ୍ୱର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଥାଞ୍ଜାବର |
Location | |
ସ୍ଥାନ | ଥାଞ୍ଜାବର |
State | ତାମିଲନାଡୁ |
Country | ଭାରତ |
Architecture | |
Type | ତାମିଲ ଶୈଳୀ |
ପ୍ରଥମ ରାଜା ଚୋଳI |
ବୃହଦେଶ୍ୱର ମନ୍ଦିର,ତାମିଲନାଡୁର ଥାଞ୍ଜାବରଠାରେ ଥିବା ଏକ ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଜାତିସଂଘର ୟୁନେସ୍କୋଦ୍ୱାରା ଏହା ବିଶ୍ୱ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି ।[୧] ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ଓ ପ୍ରାଚୀନ ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । [୨] ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହୋଇଛି ।
ମନ୍ଦିର
[ସମ୍ପାଦନା]ଫଟୋ ଅନୁଯାୟୀ ଏହାର ଉଚ୍ଚତା ୨୧୬ ଫୁଟରୁ ଅଧିକ । ଏହି ମନ୍ଦିରର ନିର୍ମାଣ ଶୈଳୀ ଆଜି ବି ଅହୋରାତ୍ର ଭାରତୀୟ ସ୍ଥାପତ୍ଯର ଜୟଗାନ କରିଥାଏ । ମନ୍ଦିରର ପ୍ରବେଶ ଦ୍ୱାରରେ ନିର୍ମିତ ନନ୍ଦି (ଷଣ୍ଢ)ଙ୍କର ଏକ ସୁଉଚ୍ଚ ପ୍ରତିମା ପର୍ଯ୍ୟଟକମାନଙ୍କୁ ସଦା ସର୍ବଦା ଆକର୍ଷିତ କରିଥାଏ ।
ପୌରାଣିକ
[ସମ୍ପାଦନା]କିମ୍ବଦନ୍ତୀ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ଛବି
[ସମ୍ପାଦନା]-
Long view -
Temple at sunset -
Detail of gopuram (main tower) -
Another deity in gopuram (main tower) -
Shiva
-
Inside the main Tower
ଆଧାର
[ସମ୍ପାଦନା]- ↑ "Tanjavur Periya Kovil Tamilnadu". Tamilnadu.com. 5 December 2012. Archived from the original on 10 February 2014. Retrieved 16 June 2013.
- ↑ "Endowments to the Temple". Archaeological Survey of India.
ବାହାର ତଥ୍ୟ
[ସମ୍ପାଦନା]- Photos on art-and-archaeology web site
- Brihadeshvara Temple in Tamilnadu Archived 2012-11-10 at the Wayback Machine.
- Unesco Great Living Chola Temples
- pdf file about the temple and the Kandariya Mahadeva temple in Khajuraho Archived 2005-10-26 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |