ବୃହଦେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ବୃହଦେଶ୍ୱର ମନ୍ଦିର
Temple complex with Main Gopuram
ନାମ
ଅନ୍ୟ ନାମବୃହଦେଶ୍ୱର ମନ୍ଦିର
ବଡ଼ ମନ୍ଦିର
ମୂଳ ନାମPeruvudaiyaar Temple
ତାମିଲபெருவுடையார் கோயில் / தஞ்சை பெரிய கோவில்
ଭୌଗୋଳିକ ଅବସ୍ଥିତି
ଦିଗବାରେଣି10°46′50″N 79°08′30″E / 10.78056°N 79.14167°E / 10.78056; 79.14167Coordinates: 10°46′50″N 79°08′30″E / 10.78056°N 79.14167°E / 10.78056; 79.14167
ଦେଶଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାଥାଞ୍ଜାବର
ଅବସ୍ଥିତିଥାଞ୍ଜାବର
ପରମ୍ପରା
ମୁଖ୍ୟ ଆରାଧ୍ୟଶିବ
ମୁଖ୍ୟ ପର୍ବପର୍ବାଣୀମହା ଶିବରାତ୍ରି
ତିଆରି ଶୈଳୀତାମିଲ ଶୈଳୀ
ଇତିହାସ ଓ ପାଳନ
ନିର୍ମାଣ କାଳ11th century AD
ନିର୍ମାତାପ୍ରଥମ ରାଜା ଚୋଳI

ବୃହଦେଶ୍ୱର ମନ୍ଦିର,ତାମିଲନାଡୁର ଥାଞ୍ଜାବରଠାରେ ଥିବା ଏକ ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଜାତିସଂଘର ୟୁନେସ୍କୋଦ୍ୱାରା ଏହା ବିଶ୍ୱ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି ।[୧] ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ଓ ପ୍ରାଚୀନ ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । [୨] ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହେଇଛି ।

ମନ୍ଦିର[ସମ୍ପାଦନା]

ଫଟୋ ଅନୁଯାୟୀ ଏହାର ଉଚ୍ଚତା ୨୧୬ ଫୁଟରୁ ଅଧିକ । ଏହି ମନ୍ଦିରର ନିର୍ମାଣ ଶୈଳୀ ଆଜି ବି ଅହୋରାତ୍ର ଭାରତୀୟ ସ୍ଥାପତ୍ଯର ଜୟଗାନ କରିଥାଏ । ମନ୍ଦିରର ପ୍ରବେଶ ଦ୍ୱାରରେ ନିର୍ମିତ ନନ୍ଦି (ଷଣ୍ଢ)ଙ୍କର ଏକ ସୁଉଚ୍ଚ ପ୍ରତିମା ପର୍ଯ୍ୟଟକମାନଙ୍କୁ ସଦା ସର୍ବଦା ଆକର୍ଷିତ କରିଥାଏ ।

ପୌରାଣିକ[ସମ୍ପାଦନା]

କିମ୍ବଦନ୍ତୀ[ସମ୍ପାଦନା]

ପର୍ବପର୍ବାଣୀ[ସମ୍ପାଦନା]

ଛବି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Tanjavur Periya Kovil Tamilnadu". Tamilnadu.com. 5 December 2012.
  2. "Endowments to the Temple". Archaeological Survey of India.

ବାହାର ତଥ୍ୟ[ସମ୍ପାଦନା]