"ଜାବାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ପୃଷ୍ଠା ତିଆରି
 
ଟିକେ Bot: Automated text replacement (-୍ଵ +୍ୱ)
 
୪ କ ଧାଡ଼ି: ୪ କ ଧାଡ଼ି:
ରାମାୟଣରେ ରାମ ରାଜ ସିଂହାସନ ପାଇବା ଦାବୀକୁ ପରିତ୍ୟାଗ କରି ପିତାଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ ୧୪ ବର୍ଷ ନିର୍ବାସନରେ ଯାଇଥିଲେ । ପିତାଙ୍କ ସମ୍ମାନ ପାଇଁ ରାମ ତାଙ୍କ ନିଷ୍ପତ୍ତିକୁ ତାଙ୍କର ଧର୍ମ (ଧାର୍ମିକ କର୍ତ୍ତବ୍ୟ) ଭାବରେ ବିବେଚନା କରନ୍ତି ।<ref name="boloji">{{cite web |title=Jabali - Freethinker Par Excellence by Pradip Bhattacharya |url=https://www.boloji.com/articles/1387/jabali--freethinker-par-excellence |website=www.boloji.com |accessdate=14 June 2021}}</ref>
ରାମାୟଣରେ ରାମ ରାଜ ସିଂହାସନ ପାଇବା ଦାବୀକୁ ପରିତ୍ୟାଗ କରି ପିତାଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ ୧୪ ବର୍ଷ ନିର୍ବାସନରେ ଯାଇଥିଲେ । ପିତାଙ୍କ ସମ୍ମାନ ପାଇଁ ରାମ ତାଙ୍କ ନିଷ୍ପତ୍ତିକୁ ତାଙ୍କର ଧର୍ମ (ଧାର୍ମିକ କର୍ତ୍ତବ୍ୟ) ଭାବରେ ବିବେଚନା କରନ୍ତି ।<ref name="boloji">{{cite web |title=Jabali - Freethinker Par Excellence by Pradip Bhattacharya |url=https://www.boloji.com/articles/1387/jabali--freethinker-par-excellence |website=www.boloji.com |accessdate=14 June 2021}}</ref>
== ରାମ-ଜାବାଳି ସଂବାଦ ==
== ରାମ-ଜାବାଳି ସଂବାଦ ==
ଅଯୋଧ୍ୟା ଖଣ୍ଡରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ ଜାବାଳି ଭରତଙ୍କ ସହ ବନ ଗମନ କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ମନାଇବା ପାଇଁ ଚେଷ୍ଟା କରନ୍ତି । ଏ ପ୍ରସଙ୍ଗରେ ରାମ-ଜାବାଳି ସଂବାଦ ପ୍ରସଙ୍ଗ ରାମାୟଣରେ ବର୍ଣ୍ନିତ ।<ref name="Jayanta2007">{{cite book |author=Jayantanuja Bandyopadhyaya |title=Class and Religion in Ancient India |url=https://books.google.com/books?id=UDEaE4Jf78sC&pg=PA211 |year=2007 |publisher=Anthem Press |isbn=978-1-84331-727-2 |pages=210–211 }}</ref> ରାମଙ୍କୁ ନିର୍ବାସନରୁ ଫେରେଇ ଆଣିବାକୁ ଜାବାଳି ନାସ୍ତିକ ଯୁକ୍ତି ବ୍ୟବହାର କରନ୍ତି । ତାଙ୍କ ଯୁକ୍ତିରେ ଧର୍ମ ପାଇଁ ଯେଉଁମାନେ ଅର୍ଥ (ବସ୍ତୁ ଭୋଗ) ତ୍ୟାଗ କରନ୍ତି, ସେମାନେ ଏହି ଜୀବନରେ ଯନ୍ତ୍ରଣା ଭୋଗନ୍ତି ଏବଂ ସେମାନଙ୍କ ମୃତ୍ୟୁ ପରେ ବିଲୁପ୍ତ ହୋଇଯାଆନ୍ତି । ପୁନର୍ଜନ୍ମ ବା ମୃତ୍ୟୁପରେ ଜୀବନକୁ ଅଧିକ ଅବିଶ୍ୱାସ ଦେଖାଇ ସେ ଶ୍ରାଦ୍ଧ ରୀତିନୀତିକୁ ସମାଲୋଚନା କରନ୍ତି । ତାଙ୍କ ମତରେ ଶ୍ରାଦ୍ଧରେ ପୂର୍ବ ପୁରୁଷଙ୍କୁ ଅର୍ପଣ କରାଯାଉଥିବା ଖାଦ୍ୟ କେବଳ ଖାଦ୍ୟର ଅପଚୟ । ସେ ବ୍ୟଙ୍ଗାତ୍ମକ ଭାବରେ ଏଭଳି ମତ ଦେଇଛନ୍ତି ଯେ ଯଦି ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ବ୍ୟକ୍ତି ଖାଉଥିବା ଖାଦ୍ୟ ଅନ୍ୟ ଜଣକୁ ଅନ୍ୟ ସ୍ଥାନରେ ପ୍ରାପ୍ତ ହୋଇପାରେ, ତେବେ ଦୀର୍ଘ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଶ୍ରାଦ୍ଧ କରାଯିବା ଉଚିତ, ଯଦ୍ଵାରା ସେମାନଙ୍କୁ ଆଉ ଖାଇବାକୁ ପଡିବ ନାହିଁ । ଅବଶ୍ୟ, ଜାବାଳି ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ରାମ ତାଙ୍କ ନିର୍ବାସନ ନିଷ୍ପତ୍ତି ବଦଳାଇବାକୁ ମନା କରି ଧର୍ମ ଅନୁସରଣ କରିବାକୁ ଶ୍ରେୟ ମଣିଥିଲେ ।
ଅଯୋଧ୍ୟା ଖଣ୍ଡରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ ଜାବାଳି ଭରତଙ୍କ ସହ ବନ ଗମନ କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ମନାଇବା ପାଇଁ ଚେଷ୍ଟା କରନ୍ତି । ଏ ପ୍ରସଙ୍ଗରେ ରାମ-ଜାବାଳି ସଂବାଦ ପ୍ରସଙ୍ଗ ରାମାୟଣରେ ବର୍ଣ୍ନିତ ।<ref name="Jayanta2007">{{cite book |author=Jayantanuja Bandyopadhyaya |title=Class and Religion in Ancient India |url=https://books.google.com/books?id=UDEaE4Jf78sC&pg=PA211 |year=2007 |publisher=Anthem Press |isbn=978-1-84331-727-2 |pages=210–211 }}</ref> ରାମଙ୍କୁ ନିର୍ବାସନରୁ ଫେରେଇ ଆଣିବାକୁ ଜାବାଳି ନାସ୍ତିକ ଯୁକ୍ତି ବ୍ୟବହାର କରନ୍ତି । ତାଙ୍କ ଯୁକ୍ତିରେ ଧର୍ମ ପାଇଁ ଯେଉଁମାନେ ଅର୍ଥ (ବସ୍ତୁ ଭୋଗ) ତ୍ୟାଗ କରନ୍ତି, ସେମାନେ ଏହି ଜୀବନରେ ଯନ୍ତ୍ରଣା ଭୋଗନ୍ତି ଏବଂ ସେମାନଙ୍କ ମୃତ୍ୟୁ ପରେ ବିଲୁପ୍ତ ହୋଇଯାଆନ୍ତି । ପୁନର୍ଜନ୍ମ ବା ମୃତ୍ୟୁପରେ ଜୀବନକୁ ଅଧିକ ଅବିଶ୍ୱାସ ଦେଖାଇ ସେ ଶ୍ରାଦ୍ଧ ରୀତିନୀତିକୁ ସମାଲୋଚନା କରନ୍ତି । ତାଙ୍କ ମତରେ ଶ୍ରାଦ୍ଧରେ ପୂର୍ବ ପୁରୁଷଙ୍କୁ ଅର୍ପଣ କରାଯାଉଥିବା ଖାଦ୍ୟ କେବଳ ଖାଦ୍ୟର ଅପଚୟ । ସେ ବ୍ୟଙ୍ଗାତ୍ମକ ଭାବରେ ଏଭଳି ମତ ଦେଇଛନ୍ତି ଯେ ଯଦି ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ବ୍ୟକ୍ତି ଖାଉଥିବା ଖାଦ୍ୟ ଅନ୍ୟ ଜଣକୁ ଅନ୍ୟ ସ୍ଥାନରେ ପ୍ରାପ୍ତ ହୋଇପାରେ, ତେବେ ଦୀର୍ଘ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଶ୍ରାଦ୍ଧ କରାଯିବା ଉଚିତ, ଯଦ୍ୱାରା ସେମାନଙ୍କୁ ଆଉ ଖାଇବାକୁ ପଡିବ ନାହିଁ । ଅବଶ୍ୟ, ଜାବାଳି ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ରାମ ତାଙ୍କ ନିର୍ବାସନ ନିଷ୍ପତ୍ତି ବଦଳାଇବାକୁ ମନା କରି ଧର୍ମ ଅନୁସରଣ କରିବାକୁ ଶ୍ରେୟ ମଣିଥିଲେ ।


== ଆଧାର ==
== ଆଧାର ==

୧୦:୧୮, ୧୭ ଅଗଷ୍ଟ ୨୦୨୧ ହୋଇଥିବା ରିଭିଜନ

ଜାବାଳି (ସଂସ୍କୃତ: जाबालि) ପ୍ରାଚୀନ ଭାରତୀୟ ମହାପୁରାଣ ରାମାୟଣର ଏକ ଚରିତ୍ର । ଜାବାଳି ଥିଲେ ଜଣେ ଶିକ୍ଷିତ ବ୍ରାହ୍ମଣ ପୁରୋହିତ ଏବଂ ରାଜା ଦଶରଥଙ୍କ ଜଣେ ପରାମର୍ଶଦାତା । ସେ ତାଙ୍କ ଯୁକ୍ତି ବ୍ୟବହାର କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ପ୍ରବର୍ତ୍ତାଇଥିଲେ ।

ରାମାୟଣରେ ରାମ ରାଜ ସିଂହାସନ ପାଇବା ଦାବୀକୁ ପରିତ୍ୟାଗ କରି ପିତାଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ ୧୪ ବର୍ଷ ନିର୍ବାସନରେ ଯାଇଥିଲେ । ପିତାଙ୍କ ସମ୍ମାନ ପାଇଁ ରାମ ତାଙ୍କ ନିଷ୍ପତ୍ତିକୁ ତାଙ୍କର ଧର୍ମ (ଧାର୍ମିକ କର୍ତ୍ତବ୍ୟ) ଭାବରେ ବିବେଚନା କରନ୍ତି ।[୧]

ରାମ-ଜାବାଳି ସଂବାଦ[ସମ୍ପାଦନା]

ଅଯୋଧ୍ୟା ଖଣ୍ଡରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ ଜାବାଳି ଭରତଙ୍କ ସହ ବନ ଗମନ କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ମନାଇବା ପାଇଁ ଚେଷ୍ଟା କରନ୍ତି । ଏ ପ୍ରସଙ୍ଗରେ ରାମ-ଜାବାଳି ସଂବାଦ ପ୍ରସଙ୍ଗ ରାମାୟଣରେ ବର୍ଣ୍ନିତ ।[୨] ରାମଙ୍କୁ ନିର୍ବାସନରୁ ଫେରେଇ ଆଣିବାକୁ ଜାବାଳି ନାସ୍ତିକ ଯୁକ୍ତି ବ୍ୟବହାର କରନ୍ତି । ତାଙ୍କ ଯୁକ୍ତିରେ ଧର୍ମ ପାଇଁ ଯେଉଁମାନେ ଅର୍ଥ (ବସ୍ତୁ ଭୋଗ) ତ୍ୟାଗ କରନ୍ତି, ସେମାନେ ଏହି ଜୀବନରେ ଯନ୍ତ୍ରଣା ଭୋଗନ୍ତି ଏବଂ ସେମାନଙ୍କ ମୃତ୍ୟୁ ପରେ ବିଲୁପ୍ତ ହୋଇଯାଆନ୍ତି । ପୁନର୍ଜନ୍ମ ବା ମୃତ୍ୟୁପରେ ଜୀବନକୁ ଅଧିକ ଅବିଶ୍ୱାସ ଦେଖାଇ ସେ ଶ୍ରାଦ୍ଧ ରୀତିନୀତିକୁ ସମାଲୋଚନା କରନ୍ତି । ତାଙ୍କ ମତରେ ଶ୍ରାଦ୍ଧରେ ପୂର୍ବ ପୁରୁଷଙ୍କୁ ଅର୍ପଣ କରାଯାଉଥିବା ଖାଦ୍ୟ କେବଳ ଖାଦ୍ୟର ଅପଚୟ । ସେ ବ୍ୟଙ୍ଗାତ୍ମକ ଭାବରେ ଏଭଳି ମତ ଦେଇଛନ୍ତି ଯେ ଯଦି ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ବ୍ୟକ୍ତି ଖାଉଥିବା ଖାଦ୍ୟ ଅନ୍ୟ ଜଣକୁ ଅନ୍ୟ ସ୍ଥାନରେ ପ୍ରାପ୍ତ ହୋଇପାରେ, ତେବେ ଦୀର୍ଘ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଶ୍ରାଦ୍ଧ କରାଯିବା ଉଚିତ, ଯଦ୍ୱାରା ସେମାନଙ୍କୁ ଆଉ ଖାଇବାକୁ ପଡିବ ନାହିଁ । ଅବଶ୍ୟ, ଜାବାଳି ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ରାମ ତାଙ୍କ ନିର୍ବାସନ ନିଷ୍ପତ୍ତି ବଦଳାଇବାକୁ ମନା କରି ଧର୍ମ ଅନୁସରଣ କରିବାକୁ ଶ୍ରେୟ ମଣିଥିଲେ ।

ଆଧାର[ସମ୍ପାଦନା]

  1. "Jabali - Freethinker Par Excellence by Pradip Bhattacharya". www.boloji.com. Retrieved 14 June 2021.
  2. Jayantanuja Bandyopadhyaya (2007). Class and Religion in Ancient India. Anthem Press. pp. 210–211. ISBN 978-1-84331-727-2.