"ଖୁସୱନ୍ତ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
Created by translating the page "Khushwant Singh"
୬ କ ଧାଡ଼ି: ୬ କ ଧାଡ଼ି:
ଖୁସ‌ୱ‌ନ୍ତ ସିଁହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସକୃତ କରାଯାଇଥିଲା । ସେ ୧୯୮୪ ମସିହାରେ '''ଅପରେସନ୍ ବ୍ଲୁ ଷ୍ଟାର''' ବିପକ୍ଷରେ ବିରୋଧଭାଷ ଦେଖାଇ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଁହଙ୍କୁ ପଦ୍ମ ବିଭୂଷଣରେ ପୁରସକୃତ କରିଥିଲେ, ଯାହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।<ref>{{Cite news|url=http://timesofindia.indiatimes.com/home/sunday-times/deep-focus/Those-who-said-no-to-top-awards/articleshow/2714586.cms|title=Those who said no to top awards|last=TNT|date=28 January 2008|work=The Times of India|access-date=7 May 2015}}</ref>
ଖୁସ‌ୱ‌ନ୍ତ ସିଁହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସକୃତ କରାଯାଇଥିଲା । ସେ ୧୯୮୪ ମସିହାରେ '''ଅପରେସନ୍ ବ୍ଲୁ ଷ୍ଟାର''' ବିପକ୍ଷରେ ବିରୋଧଭାଷ ଦେଖାଇ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଁହଙ୍କୁ ପଦ୍ମ ବିଭୂଷଣରେ ପୁରସକୃତ କରିଥିଲେ, ଯାହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।<ref>{{Cite news|url=http://timesofindia.indiatimes.com/home/sunday-times/deep-focus/Those-who-said-no-to-top-awards/articleshow/2714586.cms|title=Those who said no to top awards|last=TNT|date=28 January 2008|work=The Times of India|access-date=7 May 2015}}</ref>


== ମୃତ୍ୟୁ ==
==ଆଧାର==
୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଁହ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୋକ ଯତାଇଥିଲେ । ଦିଲ୍ଲୀର ଲୋଧି ସ୍ମସାନରେ ତାଙ୍କୁ ସମାଧୀ ଦିଆଯାଇଥିଲା<ref name="timesofindia">{{Cite news|url=http://timesofindia.indiatimes.com/india/Khushwant-Singh-journalist-and-writer-dies-at-99/articleshow/32352917.cms|title=Khushwant Singh, journalist and writer, dies at 99|last=TNN|date=20 March 2014|work=The Times of India|access-date=21 March 2014}}</ref>।
{{ଆଧାର}}

୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ସଂଦେସ ଲେଖିଥିଲେ । ଏହି ଲେଖା ଶିରୋନାମା ଥିଲା "Sardar Khushwant Singh Dead":{{Cquote|ଆମେ ଦୁଃଖର ସ‌ହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସ‌ୱ‌ନ୍ତ ସିଁହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହେଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳ‌ୟର ଅନ୍ୟ କିଛି ବିଚାରପତି ମାନେ ଫୋନ କରିଥିଲେ ।<ref>{{cite news|last1=Singh|first1=Khushwant|title=How To Live & Die|url=http://www.outlookindia.com/article/how-to-live--die/266528|accessdate=7 May 2015|work=Outlook|date=16 October 2010}}</ref>}}
[[ଶ୍ରେଣୀ:ପଞ୍ଜାବୀ ଲୋକ]]
[[ଶ୍ରେଣୀ:ପଞ୍ଜାବୀ ଲୋକ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]

୧୮:୦୮, ୨୧ ଡିସେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଖୁସ‌ୱ‌ନ୍ତ ସିଁହ
ଖୁସ‌ୱ‌ନ୍ତ ସିଁହ ଦିଲ୍ଲୀ ଠାରେ ଏକ ପୁସ୍ତକ ସମ୍ମିଳନୀରେ
ଖୁସ‌ୱ‌ନ୍ତ ସିଁହ ଦିଲ୍ଲୀ ଠାରେ ଏକ ପୁସ୍ତକ ସମ୍ମିଳନୀରେ
ଜନ୍ମ ଓ ଜନ୍ମସ୍ଥାନଖୁସ‌ୱ‌ନ୍ତ ସିଁହ
(1915-02-02)୨ ଫେବୃଆରୀ ୧୯୧୫
ହଦଳି, ବ୍ରିଟିଶ ଭାରତ, ପଞ୍ଜାବ, ପାକିସ୍ତାନ
ମୃତ୍ୟୁ୨୦ ମାର୍ଚ୍ଚ ୨୦୧୪(2014-03-20) (ବୟସ ୯୯)
ନୂଆ ଦିଲ୍ଲୀ, ଭାରତ
ବୃତ୍ତିସାମ୍ବାଦିକ, ଲେଖକ
ଶିକ୍ଷାନୁଷ୍ଠାନସେଣ୍ଟ ଷ୍ଟିଫେନ୍ସ କଲେଜ
କିଙ୍ଗସ୍ କଲେଜ, ଲଣ୍ଡନ ମଡର୍ଣ ବିଦ୍ୟାଲୟ, ଦିଲ୍ଲୀ

ଖୁସ‌ୱ‌ନ୍ତ ସିଁହ ଜନ୍ମ ବେଲେ ଖୁସଳ ସିଁହ, ୨ ଫେବୃୟାରୀ ୧୯୧୫ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଲେଖକ, ଅଇନ‌ଯିବୀ, ସାମ୍ବାଦିକ ଓ ରାଜନେତା । ୧୯୪୭ରେ ଭାରତର ବିଭାଜନରେ ନିଜ ସ୍ମୃତି ତାଙ୍କୁ "ଟ୍ରେନ୍ ଟୁ ପାକିସ୍ତାନ" ବ‌ହି ଲେଖିବାକୁ ଉସ୍ତାହିତ କରିଥିଲା ।[୧][୨]

ସିଁହଙ୍କ ଜନ୍ମ ପଞ୍ଜାବରେ ହେଥିବା ବେଳେ, ତାଙ୍କ ଶିକ୍ଷ୍ୟା ଦିଲ୍ଲୀରେ ହେଇଥିଲା । ସେ ଦିଲ୍ଲୀର ସେଣ୍ଟ ଷ୍ଠିପେନ୍ସ ବିଦ୍ୟାଳୟରେ ପଢିଲା ପରେ ଲଣ୍ଡନର କିଙ୍ଗସ୍ ବିଦ୍ୟାଳୟରେ ଆଇନ ପଢିତିଲେ । ୮ ବର୍ଷ ଲାହୋର ଅଦାଲତରେ ଆଇନ‌ଯିବୀ ଭାବେ କାମ କରିବା ପରେ, ସେ ୧୯୪୭ ମସିହା ପର୍ଯ୍ୟନ୍ତ ଭାରତୀୟ ବିଦେଶ ସେବାରେ କାମ କରୁଥିଲେ । ୧୯୫୧ ମସିହାରେ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା) ସାମ୍ବାଦିକ ଭାବେ ଯୋଗଦେଇଥିଲେ, ଓ ପରେ ୧୯୫୬ ମସିହାରେ ୟୁନେସ୍କୋର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ଲେଖକ ଭାବେ ତାଙ୍କ ଲେଖା ଧର୍ମନିରପକ୍ଷ‌ତା, କଟାକ୍ଷ ଭାବେ ଜଣାସୁଣା [୩]। ୧୯୮୦-୧୯୮୬ ଯାଏଁ ସେ ଭାରତୀୟ ରାଜ୍ୟ ସଭାର ସାଂସଦ ଥିଲେ ।

ଖୁସ‌ୱ‌ନ୍ତ ସିଁହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସକୃତ କରାଯାଇଥିଲା । ସେ ୧୯୮୪ ମସିହାରେ ଅପରେସନ୍ ବ୍ଲୁ ଷ୍ଟାର ବିପକ୍ଷରେ ବିରୋଧଭାଷ ଦେଖାଇ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଁହଙ୍କୁ ପଦ୍ମ ବିଭୂଷଣରେ ପୁରସକୃତ କରିଥିଲେ, ଯାହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।[୪]

ମୃତ୍ୟୁ

୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଁହ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୋକ ଯତାଇଥିଲେ । ଦିଲ୍ଲୀର ଲୋଧି ସ୍ମସାନରେ ତାଙ୍କୁ ସମାଧୀ ଦିଆଯାଇଥିଲା[୩]

୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ସଂଦେସ ଲେଖିଥିଲେ । ଏହି ଲେଖା ଶିରୋନାମା ଥିଲା "Sardar Khushwant Singh Dead":

ଆମେ ଦୁଃଖର ସ‌ହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସ‌ୱ‌ନ୍ତ ସିଁହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହେଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳ‌ୟର ଅନ୍ୟ କିଛି ବିଚାରପତି ମାନେ ଫୋନ କରିଥିଲେ ।[୫]

  1. Sengupta, Somini (20 March 2014). "Khushwant Singh, provocative Indian journalist, dies at 99". The New York Times. Retrieved 25 February 2018.
  2. Subramonian, Surabhi (20 March 2014). "India's very own literary genius Khushwant Singh passes away, read his story". dna. Diligent Media Corporation Ltd. Retrieved 7 May 2015.
  3. ୩.୦ ୩.୧ TNN (20 March 2014). "Khushwant Singh, journalist and writer, dies at 99". The Times of India. Retrieved 21 March 2014.
  4. TNT (28 January 2008). "Those who said no to top awards". The Times of India. Retrieved 7 May 2015.
  5. Singh, Khushwant (16 October 2010). "How To Live & Die". Outlook. Retrieved 7 May 2015.