"ଅଭିଜିତ ବାନାର୍ଜୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୪ କ ଧାଡ଼ି: ୧୪ କ ଧାଡ଼ି:
}}
}}


ଅଭିଜିତ ବିନାୟକ ବାନାର୍ଜୀ ({{Lang-bn|অভিজিৎ বিনায়ক বন্দ্যোপাধ্যায়}}; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଗରିବୀ ସଙ୍ଖ୍ୟା କମ କରିବାର ପ୍ର୍ୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । <ref>{{Cite news|url=https://www.thehindu.com/news/international/india-origin-abhijit-banerjee-among-three-to-receive-economics-nobel/article29680388.ece|title=Abhijit Banerjee among three to receive Economics Nobel|last=Desk|first=The Hindu Net|date=2019-10-14|work=The Hindu|access-date=2019-10-14|language=en-IN|issn=0971-751X}}</ref> ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ ସ୍ତ୍ରୀ ଯୋଡି ।
'''ଅଭିଜିତ ବିନାୟକ ବାନାର୍ଜୀ''' ({{Lang-bn|অভিজিৎ বিনায়ক বন্দ্যোপাধ্যায়}}; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ର୍ୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । <ref>{{Cite news|url=https://www.thehindu.com/news/international/india-origin-abhijit-banerjee-among-three-to-receive-economics-nobel/article29680388.ece|title=Abhijit Banerjee among three to receive Economics Nobel|last=Desk|first=The Hindu Net|date=2019-10-14|work=The Hindu|access-date=2019-10-14|language=en-IN|issn=0971-751X}}</ref> ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ ସ୍ତ୍ରୀ ଯୋଡି ।


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ବାନାର୍ଜୀଙ୍କ ଜନ୍ମ ଭାରତର [[ମୁମ୍ବାଇ]]<nowiki/>ରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞ୍ୟାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ ।
ବାନାର୍ଜୀଙ୍କ ଜନ୍ମ ଭାରତର [[ମୁମ୍ବାଇ]]ରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞ୍ୟାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ ।

ସେ ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢିଥିଲେ । ବିଦ୍ୟାଳୟରେ ପଢା ଶେଷ ପରେ ୧୯୮୧ ମସିହାରେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୟାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ପରେ ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ Ph.D ଡିଗ୍ରୀ ପ୍ରାପ୍ତ କରିଥିଲେ ।
ସେ ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢିଥିଲେ । ବିଦ୍ୟାଳୟରେ ପଢା ଶେଷ ପରେ ୧୯୮୧ ମସିହାରେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୟାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ପରେ ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ Ph.D ଡିଗ୍ରୀ ପ୍ରାପ୍ତ କରିଥିଲେ ।



୦୮:୨୪, ୧୫ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଅଭିଜିତ ବାନାର୍ଜୀ
ଜନ୍ମ (1961-02-21) ୨୧ ଫେବୃଆରୀ ୧୯୬୧ (ବୟସ ୬୩)
ଜାତୀୟତାଆମେରିକୀୟ<be>ଭାରତୀୟ
ବୈବାହିକ-ସାଥୀ(s)ଅରୁନ୍ଧତୀ ଟୁଲୀ (ବିବାହ ବିଚ୍ଛେଦ)
ଏସ୍ଥର ଡଫ୍ଲୋ (୨୦୧୫–ବର୍ତ୍ତମାନ)
ପୁରସ୍କାରNobel Memorial Prize (2019)[୩]
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାEric Maskin
ଡକ୍ଟରୀ ଛାତ୍ରEsther Duflo[୪]
Dean Karlan[୫]
Benjamin Jones

ଅଭିଜିତ ବିନାୟକ ବାନାର୍ଜୀ (ବଙ୍ଗଳା: অভিজিৎ বিনায়ক বন্দ্যোপাধ্যায়; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ର୍ୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । [୬] ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ ସ୍ତ୍ରୀ ଯୋଡି ।

ପ୍ରାରମ୍ଭିକ ଜୀବନ

ବାନାର୍ଜୀଙ୍କ ଜନ୍ମ ଭାରତର ମୁମ୍ବାଇରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞ୍ୟାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ । ସେ ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢିଥିଲେ । ବିଦ୍ୟାଳୟରେ ପଢା ଶେଷ ପରେ ୧୯୮୧ ମସିହାରେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୟାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ପରେ ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ Ph.D ଡିଗ୍ରୀ ପ୍ରାପ୍ତ କରିଥିଲେ ।

କ୍ୟାରିଅର

ବାନାର୍ଜୀ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ ।

ପ୍ରକାଶନ

ବ‌ହି

  • Aghion, Philippe; Banerjee, Abhijit (2005). Volatility And Growth. Oxford: Oxford University Press. ISBN 9780199248612.
  • Banerjee, Abhijit Vinayak; Bénabou, Roland; Mookherjee, Dilip, eds. (2006). Understanding Poverty. Oxford; New York: Oxford University Press. ISBN 9780195305203.
  • Banerjee, Abhijit Vinayak (2005). Making Aid Work. Cambridge: MIT Press. ISBN 9780262026154.
  • Banerjee, Abhijit V.; Duflo, Esther (2011). Poor Economics: A Radical Rethinking of the Way to Fight Global Poverty. New York: PublicAffairs. ISBN 9781610390408.
  • Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 1. North–Holland (an imprint of Elsevier). ISBN 9780444633248.
  • Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 2. North–Holland (an imprint of Elsevier). ISBN 9780444640116.
  • Banerjee, Abhijit Vinayak ( 2019 ). A Short History of Poverty Measurements . Juggernaut Books.

ଆଧାର

  1. "Abhijit Banerjee, Esther Duflo and Michael Kremer win Nobel in Economics". The Economic Times. 14 October 2019. Retrieved 14 October 2019.
  2. "Mumbai-born Abhijit Banerjee wins Economics Nobel, over 5 mn Indian kids benefited from his study". The Statesman. 14 October 2019. Retrieved 14 October 2019.
  3. Hannon, Dominic Chopping and Paul. "Nobel Prize in Economics Awarded for Work Alleviating Poverty". WSJ. Retrieved 14 October 2019.
  4. Duflo, Esther (1999), Essays in empirical development economics. Ph.D. dissertation, Massachusetts Institute of Technology.
  5. Karlan, Dean S. (2002), Social capital and microfinance. Ph.D. dissertation, Massachusetts Institute of Technology.
  6. Desk, The Hindu Net (2019-10-14). "Abhijit Banerjee among three to receive Economics Nobel". The Hindu (in Indian English). ISSN 0971-751X. Retrieved 2019-10-14.