"ଚାଣକ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର<ref name="Mabbett">{{cite journal | last1 = Mabbett | first1 = I. W. | title = The Date of the Arthaśāstra | journal = Journal of the American Oriental Society | volume = 84 | issue = 2 | pages = 162–169 | id = ISSN 0003-0279 | doi = 10.2307/597102 | jstor = 597102 | year = 1964 | publisher = American Oriental Society }}</ref> ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ । |

== ଜନ୍ମ == |
== ଜନ୍ମ == |
||
==କୃତିତ୍ତ୍ୱ== |
|||
==କୃତିତ୍ତ୍ବ== |
|||
== ଆଧାର == |
== ଆଧାର == |
୨୦:୨୮, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଚାଣକ୍ୟ | |
---|---|
ଜନ୍ମ | c. 370 BCE[୧] |
ମୃତ୍ୟୁ | c. 283 BCE[୧] ପାଟଳୀପୁତ୍ର |
ଅନ୍ୟ ନାମ | କୈଟିଲ୍ୟ, ବିଷ୍ଣୁଗୁପ୍ତ |
ଶିକ୍ଷାନୁଷ୍ଠାନ | ତକ୍ଷଶିଳା |
ବୃତ୍ତି(ସମୂହ) | Professor and royal advisor |
ପ୍ରସିଦ୍ଧି | Foundation of the ମୌର୍ଯ୍ୟ ସାମ୍ରାଜ୍ୟ |
ଉଲ୍ଲେଖନୀୟ କୃତି | ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି |
ଚାଣକ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831)[୨] ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।
ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।
ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର[୩] ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।
ଜନ୍ମ
କୃତିତ୍ତ୍ୱ
ଆଧାର
- ↑ ୧.୦ ୧.୧ V. K. Subramanian (1980). Maxims of Chanakya: Kautilya. Abhinav Publications. pp. 1–. ISBN 978-0-8364-0616-0. Retrieved 2012-06-06.
- ↑ S. K. Agarwal (1 September 2008). Towards Improving Governance. Academic Foundation. p. 17. ISBN 978-81-7188-666-1. Retrieved 2012-06-06.
- ↑ Mabbett, I. W. (1964). "The Date of the Arthaśāstra". Journal of the American Oriental Society. American Oriental Society. 84 (2): 162–169. doi:10.2307/597102. JSTOR 597102. ISSN 0003-0279.
ବାହାର ତଥ୍ୟ
ଉଇକି କଥାରେ ଚାଣକ୍ୟ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
- [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |