"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Bot: Automated text replacement (- ଙ୍କ +ଙ୍କ ) |
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ) |
||
୪ କ ଧାଡ଼ି: | ୪ କ ଧାଡ଼ି: | ||
== ଭୌଗୋଳିକ ଅବସ୍ଥିତି == |
== ଭୌଗୋଳିକ ଅବସ୍ଥିତି == |
||
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ |
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲରୁ ଏହାର ଦୁରତ୍ଵ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ଵର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ । । on the Chennai–Howrah railway route.<ref>{{Cite web|url=https://www.google.com/maps/place/Sri+Lakshmi+Varaha+Swamy+Temple/@20.6833557,86.6455543,16z/data=!4m6!1m3!3m2!1s0x0:0x2324d69133881d31!2sSri+Lakshmi+Varaha+Swamy+Temple!3m1!1s0x0:0x2324d69133881d31|title=Google Maps|website=Google Maps|access-date=2016-05-04}}</ref> |
||
== କିମ୍ବଦନ୍ତୀ == |
== କିମ୍ବଦନ୍ତୀ == |
||
Tଅଉଳ ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ |
Tଅଉଳ ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କ ଦ୍ଵାରା ପୁନର୍ନିର୍ମିତ ହେଇଥିଲା । |
||
== ଯାନୀ ଯାତ୍ରା == |
== ଯାନୀ ଯାତ୍ରା == |
୦୫:୪୭, ୩୧ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରପଡା ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।
ଭୌଗୋଳିକ ଅବସ୍ଥିତି
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲରୁ ଏହାର ଦୁରତ୍ଵ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ଵର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ । । on the Chennai–Howrah railway route.[୧]
କିମ୍ବଦନ୍ତୀ
Tଅଉଳ ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କ ଦ୍ଵାରା ପୁନର୍ନିର୍ମିତ ହେଇଥିଲା ।
ଯାନୀ ଯାତ୍ରା
- ବଜାର ଦ୍ଵାଦଶୀ ,ଅବତାର ଦିବସରେ ଏଠାରେ ଲକ୍ଷ୍ୟାଧିକ ଲୋକଙ୍କ ସମାରୋହ ହେଇଥାଏ ।
- ଦୋଳ ଯାତ୍ରା ମଧ୍ୟ ଖୁବ ଯାକ ଜମକରେ ହୁଏ
- ରଜ ପର୍ବ
- କୁମାର ପୁରଣିମା
- କାର୍ତିକ ପୁର୍ଣିମା
- ରଥ ଯାତ୍ରା
ପୁନଶ୍ଚ ଦେଖଣା
ଆଧାର ସମୂହ
- ↑ "Google Maps". Google Maps. Retrieved 2016-05-04.