"ଶଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧ କ ଧାଡ଼ି: ୧ କ ଧାଡ଼ି:
[[ଫାଇଲ:Girl on bullock cart, Umaria district, MP, India.jpg|right|thumb|ଭାରତୀୟ ଶଗଡ଼]]
[[ଫାଇଲ:Girl on bullock cart, Umaria district, MP, India.jpg|right|thumb|ଭାରତୀୟ ଶଗଡ଼]]
'''ଶଗଡ଼''' ଏକ ଦୁଇ ଚକିଆ ଯାନ ଯାହା କି [[ବଳଦ]] ଦ୍ଵାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗ ରୁ ଶଗଡ ର ବ୍ୟବହାର ଆମ ସମାଜ ରେ ଚଳି ଆସିଛି । <ref name="Patnaik1997">{{cite book|author=Nihar Ranjan Patnaik|title=Economic History of Orissa|url=http://books.google.com/books?id=1AA9W9_4Z9gC&pg=PA127|accessdate=21 July 2012|year=1997|publisher=Indus Publishing|isbn=978-81-7387-075-0|pages=127–}}</ref>
'''ଶଗଡ଼''' ଏକ ଦୁଇ ଚକିଆ ଯାନ ଯାହା କି [[ବଳଦ]] କିମ୍ବା ପଣ୍ଡା (ପୋଢ଼) ଦ୍ଵାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗ ରୁ ଶଗଡ ର ବ୍ୟବହାର ଆମ ସମାଜ ରେ ଚଳି ଆସିଛି । <ref name="Patnaik1997">{{cite book|author=Nihar Ranjan Patnaik|title=Economic History of Orissa|url=http://books.google.com/books?id=1AA9W9_4Z9gC&pg=PA127|accessdate=21 July 2012|year=1997|publisher=Indus Publishing|isbn=978-81-7387-075-0|pages=127–}}</ref>
ଶଗଡ଼ କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । <ref name="Panda1991">{{cite book|author=Shishir Kumar Panda|title=Medieval Orissa: A Socio-Economic Study|url=http://books.google.com/books?id=C_LT5Q-f3YEC&pg=PA65|accessdate=21 July 2012|year=1991|publisher=Mittal Publications|isbn=978-81-7099-261-5|pages=65–}}</ref>
ଶଗଡ଼ କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । <ref name="Panda1991">{{cite book|author=Shishir Kumar Panda|title=Medieval Orissa: A Socio-Economic Study|url=http://books.google.com/books?id=C_LT5Q-f3YEC&pg=PA65|accessdate=21 July 2012|year=1991|publisher=Mittal Publications|isbn=978-81-7099-261-5|pages=65–}}</ref>
ଏହା ର ଚକା ଦୁଇଟି ଅଖ ଦ୍ଵାରା ସଂଯୁକ୍ତ ହୋଇଥାନ୍ତି ।
ଏହା ର ଚକା ଦୁଇଟି ଅଖ ଦ୍ଵାରା ସଂଯୁକ୍ତ ହୋଇଥାନ୍ତି ।
==ଗଠନ==

#ଶଗଡ଼ର ମୁଖ୍ୟ ଅଂଶ ମଧ୍ୟରେ ଦୁଇ ଚକ ଓ ଦଣ୍ଡା ଅନ୍ତର୍ଭୁକ୍ତ।
#ଦଣ୍ଡା ଦୁଇଟି ଲମ୍ବା କାଠରେ ତିଆରି। ଦୁଇଟି ଦଣ୍ଡା ପଛପଟେ କିଛି ବ୍ୟବଧାନରେ ଥିବା ସ୍ଥଳେ ଆଗପଟେ ଆସି ମିଶି ଥାଆନ୍ତି। ଉଭୟ ଦଣ୍ଡାକୁ ଯୋଡ଼ି ରଖିବା ପାଇଁ ଫଳି ବା ସଂଯୋଗ କାଠ ଲଗା ଯାଇଥାଏ। ଦଣ୍ଡାର ମଝି ଅଂଶ ଅଖରେ ଲାଗିବା ପାଇଁ ମୋଟା କରାଯାଇଥାଏ କିମ୍ବା ଅଲଗା ଏକ କାଠ ଯୋଡ଼ା ଯାଇଥାଏ।
#ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବରୁ ବ୍ୟାସାର୍ଦ୍ଧ ଲମ୍ବ କାଠ ସବୁପଟକୁ ଯାଇଥାଏ ଯାହାକୁ ଅର ବା ଦାଣ୍ଡିଆ କୁହାଯାଏ। ଚକର ପରିଧି ପହି ନାମକ କେତେକ ବଙ୍କା କାଠରେ ତିଆରି। ସମ୍ପୂର୍ଣ ଚକକୁ ନାଲ ବା ହାଲ ନାମକ ଲୌହ ଟାୟାର ଧାରଣ କରେ।
#ଶଗଡ଼ର ଅଖ କାଠ କିମ୍ବା ଲୁହାରେ ତିଆରି। ଲୁହାରେ ତିଆରି ହେଲେ ମଧ୍ୟ ଦଣ୍ଡା ସହ ଯୋଡ଼ିବା ପାଇଁ କାଠର ଆଧାର ଦରକାର ହୋଇଥାଏ।
#ଦଣ୍ଡାର ଆଗରେ ଝୁରା କିମ୍ବା ଜୁଆଳି ବନ୍ଧାଯାଇ ପଶୁଙ୍କ ସାହାଯ୍ୟରେ ଟଣାଯାଇଥାଏ।
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୨୦:୫୭, ୨ ଅଗଷ୍ଟ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ଶଗଡ଼

ଶଗଡ଼ ଏକ ଦୁଇ ଚକିଆ ଯାନ ଯାହା କି ବଳଦ କିମ୍ବା ପଣ୍ଡା (ପୋଢ଼) ଦ୍ଵାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗ ରୁ ଶଗଡ ର ବ୍ୟବହାର ଆମ ସମାଜ ରେ ଚଳି ଆସିଛି । [୧] ଶଗଡ଼ କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । [୨] ଏହା ର ଚକା ଦୁଇଟି ଅଖ ଦ୍ଵାରା ସଂଯୁକ୍ତ ହୋଇଥାନ୍ତି ।

ଗଠନ

  1. ଶଗଡ଼ର ମୁଖ୍ୟ ଅଂଶ ମଧ୍ୟରେ ଦୁଇ ଚକ ଓ ଦଣ୍ଡା ଅନ୍ତର୍ଭୁକ୍ତ।
  2. ଦଣ୍ଡା ଦୁଇଟି ଲମ୍ବା କାଠରେ ତିଆରି। ଦୁଇଟି ଦଣ୍ଡା ପଛପଟେ କିଛି ବ୍ୟବଧାନରେ ଥିବା ସ୍ଥଳେ ଆଗପଟେ ଆସି ମିଶି ଥାଆନ୍ତି। ଉଭୟ ଦଣ୍ଡାକୁ ଯୋଡ଼ି ରଖିବା ପାଇଁ ଫଳି ବା ସଂଯୋଗ କାଠ ଲଗା ଯାଇଥାଏ। ଦଣ୍ଡାର ମଝି ଅଂଶ ଅଖରେ ଲାଗିବା ପାଇଁ ମୋଟା କରାଯାଇଥାଏ କିମ୍ବା ଅଲଗା ଏକ କାଠ ଯୋଡ଼ା ଯାଇଥାଏ।
  3. ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବରୁ ବ୍ୟାସାର୍ଦ୍ଧ ଲମ୍ବ କାଠ ସବୁପଟକୁ ଯାଇଥାଏ ଯାହାକୁ ଅର ବା ଦାଣ୍ଡିଆ କୁହାଯାଏ। ଚକର ପରିଧି ପହି ନାମକ କେତେକ ବଙ୍କା କାଠରେ ତିଆରି। ସମ୍ପୂର୍ଣ ଚକକୁ ନାଲ ବା ହାଲ ନାମକ ଲୌହ ଟାୟାର ଧାରଣ କରେ।
  4. ଶଗଡ଼ର ଅଖ କାଠ କିମ୍ବା ଲୁହାରେ ତିଆରି। ଲୁହାରେ ତିଆରି ହେଲେ ମଧ୍ୟ ଦଣ୍ଡା ସହ ଯୋଡ଼ିବା ପାଇଁ କାଠର ଆଧାର ଦରକାର ହୋଇଥାଏ।
  5. ଦଣ୍ଡାର ଆଗରେ ଝୁରା କିମ୍ବା ଜୁଆଳି ବନ୍ଧାଯାଇ ପଶୁଙ୍କ ସାହାଯ୍ୟରେ ଟଣାଯାଇଥାଏ।

ଆଧାର

  1. Nihar Ranjan Patnaik (1997). Economic History of Orissa. Indus Publishing. pp. 127–. ISBN 978-81-7387-075-0. Retrieved 21 July 2012.
  2. Shishir Kumar Panda (1991). Medieval Orissa: A Socio-Economic Study. Mittal Publications. pp. 65–. ISBN 978-81-7099-261-5. Retrieved 21 July 2012.