"କଳ୍ପନା ଚାୱଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Modifying ml:കൽപന ചാവ്‌ല
ଟିକେ r2.7.3) (Robot: Adding ko:칼파나 촐라
୭୨ କ ଧାଡ଼ି: ୭୨ କ ଧାଡ଼ି:
[[ja:カルパナ・チャウラ]]
[[ja:カルパナ・チャウラ]]
[[kn:ಕಲ್ಪನಾ ಚಾವ್ಲ]]
[[kn:ಕಲ್ಪನಾ ಚಾವ್ಲ]]
[[ko:칼파나 촐라]]
[[ml:കൽപന ചാവ്‌ല]]
[[ml:കൽപന ചാവ്‌ല]]
[[mr:कल्पना चावला]]
[[mr:कल्पना चावला]]

୧୧:୧୨, ୧ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

କଳ୍ପନା ଚାୱଲା
ନାସା Astronaut
ଜନ୍ମJuly 1, 1961
କର୍ଣ୍ଣଲ, ହରିୟାଣା, ଭାରତ
ମୃତ୍ୟୁ୧ ଫେବୃଆରୀ ୨୦୦୩(2003-02-01) (ବୟସ ୪୧)
Selection1994 NASA Group
Mission insignia

କଳ୍ପନା ଚାୱଲା ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ıକଳ୍ପନା ଚାୱଲା ୧୯୬୧ ମହିହା ଜୁଲାଇ ୧ ରେ ହରିୟାଣାର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ ıପଞ୍ଜାବ ଇଞ୍ଜିନିୟରିଂ କଲେଜରୁ ଏରୋନଟିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାସ ୟୁନିଭର୍ସିଟିରୁ ଏରୋସ୍ପେଶ ଇଞ୍ଜିନିୟରିଂ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କରିଥିଲେ ı୧୯୮୮ ରେ ସେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ ı"ନାସା" ରେ ଯୋଗ ଦେବାପରେ ଜିନ୍-ପେରୀ ହ୍ୟାରିସନ ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ ı ୧୯୯୭ ନଭେମ୍ବର ୧୯ ରେ ମହାକାଶକୁ ଯାତ୍ରାକରି ସେ ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ı ପୁନଶ୍ଚ ୨୦୦୩ ରେ କଲମ୍ବିଆ ମହାକାଶଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ କିନ୍ତୁ ପୃଥୀବି କୁ ଫେରିବା ବାଟରେ ଅର୍ଥାତ ୨୦୦୩ ଫେବୃୟାରୀ ୧ ରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହେଲା ıଆଉ କଳ୍ପନା ସେହି ମହାକାଶରେ ହିଁ ଲୀନ ହେଇଗଲେ ı[୧]ତେବେ ତାଙ୍କର ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı[୨]

ଆଧାର

ବାହାର ଲିଙ୍କ



ଛାଞ୍ଚ:Link FA