"କେପଲର ୨୨ବି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Adding jv:Kepler 22b
ଟିକେ r2.5.4) (Robot: Modifying it:Kepler-22 b to it:Kepler 22 b
୪୫ କ ଧାଡ଼ି: ୪୫ କ ଧାଡ଼ି:
[[io:Kepler-22b]]
[[io:Kepler-22b]]
[[is:Kepler-22b]]
[[is:Kepler-22b]]
[[it:Kepler-22 b]]
[[it:Kepler 22 b]]
[[ja:ケプラー22b]]
[[ja:ケプラー22b]]
[[jv:Kepler 22b]]
[[jv:Kepler 22b]]

୦୮:୧୪, ୧୬ ନଭେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

କେପଲର ୨୨ବି ଓ ପୃଥିବୀ ମଧ୍ୟରେ ତୁଳନା ଚିତ୍ର

କେପଲର ୨୨ବି ଏକ ମହାକାଶ ଜଗତର ଗ୍ରହ । ଅନ୍ୟ ଗ୍ରହ ରେ ଜୀବନ ସନ୍ଧାନ କରୁଥିବା ନାସା କୁ ଏକ ବଡ ସଫଳତା ମିଳିଛି । କେପଲର ୨୨ବି ଓ ପୃଥିବୀ ମଧ୍ୟରେ ଅନେକ ସମାନତା ଥିବାରୁ ଏହା କୁ ନେଇ ବୈଜ୍ଞାନିକ ମାନେ ଆଶାବାଦୀ ଅଛନ୍ତି ।

ସନ୍ଧାନ

କେପଲର ୨୨ବି ଗ୍ରହ ର ସନ୍ଧାନ ପ୍ରଥମେ ୨୦୦୯ ର ମଧ୍ୟ ଭାଗରେ ମିଳିଥିଲା ମାତ୍ର ୨୦୧୧ ମସିହା ଡିସେମ୍ବର ୫ ତାରିଖରେ ଏହି ଆବିଷ୍କାର ର ଘୋଷଣା ନାସା ଦ୍ଵାରା କରଯାଇଥିଲା। କେପଲର ଟେଲିଷ୍କୋପ୍ ଏହି ଗ୍ରହ କୁ ଠାବ କରିଥିଲା।

ଅବସ୍ଥିତି

କେପଲର ୨୨ବି ପୃଥିବୀ ଠାରୁ ୫୮୭ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।

ତଥ୍ୟ

ପୃଥିବୀ ସହ କେପଲର ୨୨ବି ର ଅନେକ ସମାନତା ରହିଛି ତେଣୁ ଏହା ମଣିଷ ବାସ ଉପୋଯୋଗୀ ହୋଇପରିବ କି ନାହିଁ ସେ ନେଇ ଗବେଷଣା କାରାଯାଉଛି । ନାସା ର ବୈଜ୍ଞାନିକ ବିଲ୍ବେରୁଚିଙ୍କ ମତରେ କେପଲର ୨୨ବି ରେ ତାପମାତ୍ରା ୨୨ ଡିଗ୍ରୀ ହୋଇପାରେ । ଏହି ଗ୍ରହ ସୂର୍ଯ୍ୟ ପରି ଏକ ଗ୍ରହ ଯାହା ଜି-୫ ଚାରିପଟେ ଘୁରିବୁଲୁଛି ଅହି ଗ୍ରହ ର ଗୋଟିଅ ପରିକ୍ରମଣ ପାଁଇ ଅହାକୁ ୨୯୦ ଦିନ ଲାଗିଥାଏ ମାତ୍ର ଏହା ତା ନିଜ ସୂର୍ଯ୍ୟ (ଜି-୫) ଠାରୁ ପୃଥିବୀ ତୁଳନା ରେ୧୫ ଗୁଣ ପାଖରେ ରହିଛି । ଏହି ଅନୁସନ୍ଧାନରେ ଏଟି ଦୂରବୀକ୍ଷଣ ଯନ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ଦୂରବୀକ୍ଷଣ ଯନ୍ତ୍ରରେ ୯୬ ମେଗାପିକସେଲ୍ କ୍ୟାମେର ରହିଛି । ଏହି ଅନୁସନ୍ଧାନ ର ବ୍ୟୟ ୬୦୦ ନିୟୁତ କୋଟି ଡଲାର ଅଟକଳ କରାଯାଇଛି ।

ଚିତ୍ର ସମୂହ

ଆଧାର