ପ୍ରିଲୋକେନ
Clinical data | |
---|---|
Pronunciation | /ˈpraɪləˌkeɪn/[୧] |
Trade names | Citanest, Prilotekal, others |
AHFS/Drugs.com | monograph |
MedlinePlus | a603026 |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Pharmacokinetic data | |
Protein binding | 55% |
Metabolism | Liver and kidney |
Elimination half-life | 10-150 minutes, longer with impaired liver or kidney function |
Identifiers | |
| |
ECHA InfoCard | 100.010.871 |
Chemical and physical data | |
Formula | C13H20N2O |
Molar mass | ୨୨୦.୩୨ g·mol−1 |
3D model (JSmol) | |
Melting point | 37 to 38 °C (99 to 100 °F) |
| |
| |
(verify) |
ପ୍ରିଲୋକେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାଇଟାନେଷ୍ଟର, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ଯାହା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଯେପରିକି ସ୍ନାୟୁ ଅବରୋଧ କିମ୍ବା ମେରୁଦଣ୍ଡର ଏକ ଅଂଶ ଉପରେ ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ ।[୨] [୩] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୪] ଏହା ଏକ ଲିଡୋକାଇନ/ପ୍ରିଲୋକାଇନ କ୍ରିମ୍ ଭାବରେ ମଧ୍ୟ ଉପଲବ୍ଧ ହେଉଛି ।[୩]
ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଥେମୋଗ୍ଲୋବିନେମିଆ ଏବଂ ହୃଦ୍ରୋଧ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ଥିବା ପରି ଜଣାଯାଏ ।[୫] ଏହା ଏକ ଆମିଡପ୍ରକାରର ସ୍ଥାନୀୟ ନିଶ୍ଚେତକ ।[୩]
୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରିଲୋକେନ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୧% ଦ୍ରବଣ ବିଶିଷ୍ଟ ୫୦ ମିଲି ପ୍ରିଲୋକେନର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ।[୩] ୨୦୧୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ବନ୍ଦ ହୋଇଯାଇଛି; [୬] ଯଦିଓ ଏହା ପୂର୍ବରୁ ୪% ଦ୍ରବଣ ଥିବା ୧.୮ ମିଲି ପ୍ରିଲୋକେନ ପାଇଁ ପ୍ରାୟ ୧ ଡଲାର ଖର୍ଚ୍ଚ ହୋଇଥାଏ ।[୭]
ଆଧାର
[ସମ୍ପାଦନା]- ↑ "Prilocaine". Merriam-Webster Dictionary.
- ↑ "DailyMed - CITANEST PLAIN- prilocaine hydrochloride injection, solution". dailymed.nlm.nih.gov. Archived from the original on 30 October 2021. Retrieved 29 October 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ BNF 81: March-September 2021. BMJ Group and the Pharmaceutical Press. 2021. p. 1409. ISBN 978-0857114105.
- ↑ ୪.୦ ୪.୧ "Prilocaine Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 29 October 2021.
- ↑ Giglio, JA; Lanni, SM; Laskin, DM; Giglio, NW (February 2009). "Oral health care for the pregnant patient". Journal (Canadian Dental Association). 75 (1): 43–8. PMID 19239743.
- ↑ "Determination That CITANEST (Prilocaine Hydrochloride) Injection, 1%, 2%, and 3%, and CITANEST PLAIN (Prilocaine Hydrochloride) Injection, 4%, Were Not Withdrawn From Sale for Reasons of Safety or Effectiveness". Archived from the original on 9 November 2020. Retrieved 29 October 2021.
- ↑ "Citanest HCl Plain Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 May 2021. Retrieved 29 October 2021.