Jump to content

ପ୍ରିଲୋକେନ

ଉଇକିପିଡ଼ିଆ‌ରୁ
ପ୍ରିଲୋକେନ
Clinical data
Pronunciation/ˈprləˌkn/[]
Trade namesCitanest, Prilotekal, others
AHFS/Drugs.commonograph
MedlinePlusa603026
data
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    Subcutaneous
    Legal status
    Legal status
    Pharmacokinetic data
    Protein binding55%
    MetabolismLiver and kidney
    Elimination half-life10-150 minutes, longer with impaired liver or kidney function
    Identifiers
    • (RS)-N-(2-methylphenyl)-N2-propylalaninamide
    ECHA InfoCard100.010.871 Edit this at Wikidata
    Chemical and physical data
    FormulaC13H20N2O
    Molar mass୨୨୦.୩୨ g·mol−1
    3D model (JSmol)
    Melting point37 to 38 °C (99 to 100 °F)
    • O=C(Nc1ccccc1C)C(NCCC)C
    • InChI=1S/C13H20N2O/c1-4-9-14-11(3)13(16)15-12-8-6-5-7-10(12)2/h5-8,11,14H,4,9H2,1-3H3,(H,15,16) checkY
    • Key:MVFGUOIZUNYYSO-UHFFFAOYSA-N checkY
      (verify)

    ପ୍ରିଲୋକେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାଇଟାନେଷ୍ଟର, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ଯାହା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଯେପରିକି ସ୍ନାୟୁ ଅବରୋଧ କିମ୍ବା ମେରୁଦଣ୍ଡର ଏକ ଅଂଶ ଉପରେ ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ ।[] [] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହା ଏକ ଲିଡୋକାଇନ/ପ୍ରିଲୋକାଇନ କ୍ରିମ୍ ଭାବରେ ମଧ୍ୟ ଉପଲବ୍ଧ ହେଉଛି ।[]

    ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଥେମୋଗ୍ଲୋବିନେମିଆ ଏବଂ ହୃଦ୍‌ରୋଧ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ଥିବା ପରି ଜଣାଯାଏ ।[] ଏହା ଏକ ଆମିଡପ୍ରକାରର ସ୍ଥାନୀୟ ନିଶ୍ଚେତକ ।[]

    ୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରିଲୋକେନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୧% ଦ୍ରବଣ ବିଶିଷ୍ଟ ୫୦ ମିଲି ପ୍ରିଲୋକେନର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ।[] ୨୦୧୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ବନ୍ଦ ହୋଇଯାଇଛି; [] ଯଦିଓ ଏହା ପୂର୍ବରୁ ୪% ଦ୍ରବଣ ଥିବା ୧.୮ ମିଲି ପ୍ରିଲୋକେନ ପାଇଁ ପ୍ରାୟ ୧ ଡଲାର ଖର୍ଚ୍ଚ ହୋଇଥାଏ ।[]

    1. "Prilocaine". Merriam-Webster Dictionary.
    2. "DailyMed - CITANEST PLAIN- prilocaine hydrochloride injection, solution". dailymed.nlm.nih.gov. Archived from the original on 30 October 2021. Retrieved 29 October 2021.
    3. 1 2 3 4 5 6 BNF 81: March-September 2021. BMJ Group and the Pharmaceutical Press. 2021. p. 1409. ISBN 978-0857114105.
    4. 1 2 "Prilocaine Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 29 October 2021.
    5. Giglio, JA; Lanni, SM; Laskin, DM; Giglio, NW (February 2009). "Oral health care for the pregnant patient". Journal (Canadian Dental Association). 75 (1): 43–8. PMID 19239743.
    6. "Determination That CITANEST (Prilocaine Hydrochloride) Injection, 1%, 2%, and 3%, and CITANEST PLAIN (Prilocaine Hydrochloride) Injection, 4%, Were Not Withdrawn From Sale for Reasons of Safety or Effectiveness". Archived from the original on 9 November 2020. Retrieved 29 October 2021.
    7. "Citanest HCl Plain Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 May 2021. Retrieved 29 October 2021.