ପ୍ରତାପ ନାରାୟଣ ସିଂହ ଦେଓ
ଦେଖଣା
ପ୍ରତାପ ନାରାୟଣ ସିଂହ ଦେଓ | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୯ – ୧୯୭୩ | |
ପୂର୍ବ ଅଧିକାରୀ | ଏନ. ରାମଶସେୟା |
ପର ଅଧିକାରୀ | ରଘୁନାଥ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଜୟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ଅପ୍ରେଲ ୧୯୨୯ |
ମୃତ୍ୟୁ | ୧୨ ମଇ ୧୯୯୪ | (ବୟସ ୬୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଲକ୍ଷୀ ଦେବୀ |
ବାପା/ବୋଉ | ବିଦ୍ୟାଧର ସିଂହ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରତାପ ନାରାୟଣ ସିଂହ ଦେଓ (୮ ଅପ୍ରେଲ ୧୯୨୯ - ୧୨ ମଇ ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୯ ଜୟପୁର ଉପ-ନିର୍ବାଚନ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରତାପ ନାରାୟଣ ସିଂହ ଦେଓ ୧୯୨୯ ମସିହାର ଅପ୍ରେଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟାଧର ସିଂହ ଦେଓ ଓ ପତ୍ନୀଙ୍କ ନାମ ଲକ୍ଷୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରତାପ ନାରାୟଣ ସିଂହ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ପ୍ରତାପ ନାରାୟଣ ସିଂହ ଦେଓ ୧୯୯୪ ମସିହାର ମଇ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Pratap Narayan Singh Deo". odishaassembly.nic.in. Odisha Assembly. Retrieved 18 March 2022.