ପୋଷ୍ଟ
ଦେଖଣା
ନିମ୍ମ ବର୍ଣିତ ବିଷୟ ବସ୍ତୁ ନା କର୍ମ ସବୁକୁ ପୋଷ୍ଟ (Post) ଆଖ୍ୟା ଦିଆ ଯାଇପାରେ ।
ଡାକ
[ସମ୍ପାଦନା]- ହୋଟେଲ ପୋଷ୍ଟ - ସ୍ୱିଜର୍ଲାଣ୍ଡର ହୋଟେଲମାନଙ୍କୁ ଚିଠି ବା ଅନ୍ୟ ମୁସଲମାନ ନିକଟସ୍ଥ ଡାକ ଘରକୁ ନେବା ସେବା
- ଇଣ୍ଟର୍ନେଟର ବିଭିନ୍ନ ସାମାଜିକ ମାଧ୍ୟମ ରେ ବା ବ୍ଲଗ ସାଇଟ ସ୍ଥାପନ ପାଇଁ ଲେଖା
ସଂବାଦପତ୍ର ଓ ମାଗାଜିନ
[ସମ୍ପାଦନା]- The Post , ଏକ ସଂବାଦପତ୍ର ଶ୍ରେଣୀ
- ଅଷ୍ଟ୍ରେଲିଆନ Post , ଏକ ବିଲୁପ୍ତ ଅଷ୍ଟ୍ରେଲିୟ ସାପ୍ତାହିକି ମାଗାଜିନ
- " Post Magazine " ୧୮୪୦ରେ ପ୍ରକାଶିତ ହେଇଥିବା ପ୍ରଥମ ବ୍ରିଟିଶ ମାଗାଜିନ ।
ସଂଗୀତ
[ସମ୍ପାଦନା]- Post (Björk album), ୧୯୫୫ର ଷ୍ଟୂଡିଓ ଆଲବମ
- Post (Paul Kelly album), ପ୍ରଥମ ସୋଲୋ ଆଲବମ
- Post Malone, କଳାକାର
- Post Records, ସର୍ବୋଛ ସ୍ତର
- Post hangerର ବିକଳ୍ପ ନାମ
ସଂଗଠନ ଓ କମ୍ପାନୀ ସମୂହ
[ସମ୍ପାଦନା]- LIU Post, ନିଉ ୟର୍କର ଲଙ୍ଗ ଦ୍ୱିପ ବିଶ୍ୱବିଦ୍ୟାଳୟର ଏକ କେମ୍ପସ
- Post Foods, ସଂରକ୍ଷିତ ଖାଦ୍ୟ କମ୍ପାନୀ
- Post University, ଆମେରିକାର କନ୍ନେତିକଟ୍ର ଏକ ବିଶ୍ୱବିଦ୍ୟାଳୟ
- ଆମେରିକାର ବିଜ୍ଞାନ ଓ କାରିଗରୀ ବିଭାଗର ପାର୍ଲିଆମେଣ୍ଟରୀ ଅଫିସ
- An Post, ଆୟର୍ଲାଣ୍ଡ ଦେଶର ଡାକ ବ୍ୟବସ୍ଥା
ସ୍ଥାନ ସମୂହ
[ସମ୍ପାଦନା]- Post, Iran, ଇରାନର ଏକ ଗ୍ରାମ
- Post, Texas, ଆମେରିକାର ଏକ ପାର୍ଲାମେନ୍ଟ ଆସନ
- Post, Oregon, ଆମେରିକା ଓରେଗାଁର ଭୌଗୋଳିକ କେନ୍ଦ୍ର
କ୍ରୀଡ଼ା ସମୂହ
[ସମ୍ପାଦନା]- Post (basketball),ବାସ୍କେଟବଲରେ ବସ୍କେତ ନିକଟର ସ୍ଥାନ
- Post (route), ଆମେରିକୀୟ ଫୁଟବଲରେ ଦୌଡିବା ରାସ୍ତା
- Posting system, ଜାପାନୀ ବସେବଲ୍ଲରେ ବଲ ବଦଳ ପ୍ରକ୍ରିୟା
କାରିଗରୀ
[ସମ୍ପାଦନା]- Post (structural) କାଠରେ ଫ୍ରେମ କରିବା
- Power-on self-test, କମ୍ପ୍ୟୁଟର ଜାତୀୟ ମେସିନର ଖୋଲିବା ବିଧି
- POST (HTTP), ଏକ ଅନୁରୋଧ ବିଧି
- .post, ଇଣ୍ଟର୍ନେଟ ସାଇଟ
ଏହି ବହୁବିକଳ୍ପ ପୃଷ୍ଠାରେ ଏକା ନାଆଁ ଥିବା ଲେଖାଗୁଡ଼ିକର ତାଲିକା ଦିଆଗଲା । ଯଦି ପୃଷ୍ଠା ଭିତରର ଲିଙ୍କଟିଏ ଆପଣଙ୍କୁ ଏଠାକୁ ବାଟ କଢ଼ାଇଲା, ଆପଣ ଏହି ଉପର ଲିଙ୍କରୁ ଖୋଜୁଥିବା ଲେଖାଟି ପାଇ ପାରନ୍ତି । |