ପାଦ୍ରୀ କି ହବେଲି
ଦେଖଣା
St Mary's Church | |
---|---|
Religion | |
ଅନୁବନ୍ଧଗୁଡ଼ିକ | Roman Catholic |
District | Patna district |
Province | Bihar |
Region | Magadh |
Ecclesiastical or organizational status | Cathedral |
Leadership | Ambrose Patrick (Vice-President) |
Location | |
ସ୍ଥାନ | Patna |
Municipality | Patna Municipal Corporation |
State | India |
ଭୌଗଳିକ ଅବସ୍ଥିତି | 25°36′40″N 85°08′38″E / 25.611°N 85.144°E |
Architecture | |
Architect(s) | Tirreto |
Type | Cathedral |
Style | American colonial architecture |
Completed | First build – 1713 Major redisgn – 1772 |
Construction cost | {INR}700 in 1772 |
ପାଦ୍ରୀ କି ହବେଲି ("Mansion of Padre"), ଭାରତୀୟ ରାଜ୍ୟ ବିହାରର ସର୍ବପୁରାତନ ଚର୍ଚ । ଏହାକୁ ସେଣ୍ଟ ମେରୀ ଚର୍ଚ ମଧ୍ୟ କୁହାଯାଇଥାଏ । ରୋମାନ କଥୋଲିକ ସଂପ୍ରଦାଯର ଲୋକ ଆସିବା ପରେ 1713 ମସିହାରେ ଏହି ଚର୍ଚ ନିର୍ମିତ ହେଇଥିଲା । .
ପ୍ରଥମରୁ ଥିବା ସାନ ଚର୍ଚ ଜାଗାରେ ବର୍ତ୍ତମାନ ଥିବା ଚର୍ଚ 1772 ମସିହାରେ ସ୍ଥାପତ୍ୟ ତିରେଟୋଙ୍କଦ୍ୱାରା ଡିଜାଇନ କରା ଯାଇଥିଲା । ଏହାର ମୂଳଦୁଆଠାରେ 70 ଫୁଟ ଦୀର୍ଘ ଓ 40 ଫୁଟ ପ୍ରସ୍ଥର ରହି ଏହି ଚର୍ଚର ଉଚ୍ଛତା 50 ଫୁଟ ରହିଛି । .
ନବାବ ମୀର କସିମ ଏହି ଚର୍ଚକୁ ଭାଙ୍ଗି ଦେଇଥିଲେ । ପୁଣି ପୁନର୍ନିର୍ମିତ ଚର୍ଚକୁ 1857 ସିପାହୀ ବିଦ୍ରୋହ କାଳରେ ବହୁତ ଭଙ୍ଗା ରୁଜା କରାଯାଇଥିଲା ।
ବର୍ତ୍ତମାନ ଏପରି ଜଟିଳ ସ୍ଥାପତ୍ୟ କଳା ସହ ଖୁବ କମ ଚର୍ଚ ଭାରତରେ ରହିଛି ।
ନୋଟ
[ସମ୍ପାଦନା]- ବିଶାଳ କାଥେଦ୍ରାଳ ଘଣ୍ଟା ଏହି ଚର୍ଚର ଏକ ମୁଖ୍ୟ ଆକର୍ଷଣ .
- ଏହି ଚର୍ଚଠାରେ ମଦର ତେରେସା ତାଙ୍କର ଟ୍ରେନିଂ ନେଇଥିଲେ .
ଆଧାର
[ସମ୍ପାଦନା]ପୁନଶ୍ଚ ପଠନ
[ସମ୍ପାଦନା]- Horo, P. C., The Comprehensive History of Bihar, Vol. III, Part II, chapter – "Christian Missions and Communities in Bihar" – (pages 109–292)
- Greene, Meg (2004), Mother Teresa: A Biography, Greenwood Publishing Group, ISBN 0-313-32771-8
{{citation}}
: More than one of|ISBN=
and|isbn=
specified (help)