ପାଦ୍ରୀ କି ହବେଲି

Coordinates: 25°36′40″N 85°08′38″E / 25.611°N 85.144°E / 25.611; 85.144
ଉଇକିପିଡ଼ିଆ‌ରୁ
St Mary's Church
Religion
ଅନୁବନ୍ଧଗୁଡ଼ିକRoman Catholic
DistrictPatna district
ProvinceBihar
RegionMagadh
Ecclesiastical or organizational statusCathedral
LeadershipAmbrose Patrick (Vice-President)
Location
ସ୍ଥାନPatna
MunicipalityPatna Municipal Corporation
StateIndia
ଭୌଗଳିକ ଅବସ୍ଥିତି25°36′40″N 85°08′38″E / 25.611°N 85.144°E / 25.611; 85.144
Architecture
Architect(s)Tirreto
TypeCathedral
StyleAmerican colonial architecture
CompletedFirst build – 1713
Major redisgn – 1772
Construction cost{INR}700 in 1772

ପାଦ୍ରୀ କି ହବେଲି ("Mansion of Padre"), ଭାରତୀୟ ରାଜ୍ୟ ବିହାରର ସର୍ବପୁରାତନ ଚର୍ଚ । ଏହାକୁ ସେଣ୍ଟ ମେରୀ ଚର୍ଚ ମଧ୍ୟ କୁହାଯାଇଥାଏ । ରୋମାନ କଥୋଲିକ ସଂପ୍ରଦାଯର ଲୋକ ଆସିବା ପରେ 1713 ମସିହାରେ ଏହି ଚର୍ଚ ନିର୍ମିତ ହେଇଥିଲା ।  .

ପ୍ରଥମରୁ ଥିବା ସାନ ଚର୍ଚ ଜାଗାରେ ବର୍ତ୍ତମାନ ଥିବା ଚର୍ଚ 1772 ମସିହାରେ ସ୍ଥାପତ୍ୟ ତିରେଟୋଙ୍କଦ୍ୱାରା ଡିଜାଇନ କରା ଯାଇଥିଲା । ଏହାର ମୂଳଦୁଆଠାରେ 70 ଫୁଟ ଦୀର୍ଘ ଓ 40 ଫୁଟ ପ୍ରସ୍ଥର ରହି ଏହି ଚର୍ଚର ଉଚ୍ଛତା 50 ଫୁଟ ରହିଛି । .

ନବାବ ମୀର କସିମ ଏହି ଚର୍ଚକୁ ଭାଙ୍ଗି ଦେଇଥିଲେ । ପୁଣି ପୁନର୍ନିର୍ମିତ ଚର୍ଚକୁ 1857 ସିପାହୀ ବିଦ୍ରୋହ କାଳରେ ବହୁତ ଭଙ୍ଗା ରୁଜା କରାଯାଇଥିଲା । 

ବର୍ତ୍ତମାନ ଏପରି ଜଟିଳ ସ୍ଥାପତ୍ୟ କଳା ସହ ଖୁବ କମ ଚର୍ଚ ଭାରତରେ ରହିଛି । 

ନୋଟ [ସମ୍ପାଦନା]

  • ବିଶାଳ କାଥେଦ୍ରାଳ ଘଣ୍ଟା ଏହି ଚର୍ଚର ଏକ ମୁଖ୍ୟ ଆକର୍ଷଣ .
  • ଏହି ଚର୍ଚଠାରେ ମଦର ତେରେସା ତାଙ୍କର ଟ୍ରେନିଂ ନେଇଥିଲେ   .

ଆଧାର [ସମ୍ପାଦନା]

ପୁନଶ୍ଚ ପଠନ [ସମ୍ପାଦନା]

  • Horo, P. C., The Comprehensive History of Bihar, Vol. III, Part II, chapter – "Christian Missions and Communities in Bihar" – (pages 109–292)
  • Greene, Meg (2004), Mother Teresa: A Biography, Greenwood Publishing Group, ISBN 0-313-32771-8 {{citation}}: More than one of |ISBN= and |isbn= specified (help)