ପଲାଇୟା ଜୁମ୍ମା ପାଲ୍ଲୀ
ପଲାଇୟା ଜୁମ୍ମା ପାଲ୍ଲୀ பழைய ஜும்மா பள்ளி | |
---|---|
Religion | |
ଅନୁବନ୍ଧଗୁଡ଼ିକ | ଇସଲାମ |
Region | କିଲାକରାଇ |
Location | |
ସ୍ଥାନ | କିଲାକରାଇ , ତାମିଲନାଡୁ , ଭାରତ |
ଭୌଗଳିକ ଅବସ୍ଥିତି | 9°13′53″N 78°47′04″E / 9.2314°N 78.7844°E |
Architecture | |
Architect(s) | ବାଜନ ଇବାନ ଶାସନ |
Type | ମସଜିଦ |
Style | ଦ୍ରାବିଡିଆନ ଇସଲାମିକ ସ୍ଥାପତ୍ୟ |
Completed | 628-630 CE |
ପଲାଇୟା ଜୁମ୍ମା ପାଲ୍ଲୀ([ பழைய ஜும்மா பள்ளி, "The Old Jumma Masjid of Kilakarai" ] Error: {{Lang-xx}}: text has italic markup (help)) ବା ମୀନ କାଦାଇ ପଲ୍ଲୀ (Tamil: மீன் கடை பள்ளி)ଭାରତୀୟ ରାଜ୍ୟ ତାମିଲନାଡୁର ଏକ କିଲାକରାଇଠାରେ ଥିବା ଏକ ପ୍ରାଚୀନ ମସଜିଦ । ଏହାକୁ ଭାରତର ପ୍ରଥମ ମସଜିଦ କୁହା ଯାଇଥାଏ । [୧][୨] । ୬୨୮ - ୬୩୦ ମସିହାରେ ନିର୍ମିତ ଏହି ମସଜିଦ ବିଶ୍ୱର ଏକ ସର୍ବ ପୁରାତନ ମସଜିଦ ଏବଂ ଏହାର ଏଇତିହ ୧୦୦୦ ବର୍ଷ ପୁରାତନ । ଏହାକୁ ୧୦୩୬ ମସିହାରେ ପୁନର୍ନିର୍ମାଣ କରାଯାଇଥିଲା ।ଏହା ଦ୍ରାବିଡିଆନ ସମୟର ଇସ୍ଲାମିକ ସ୍ଥାପତ୍ୟର ଏକ ଉଦାହରଣ । [୩]
ଇତିହାସ ଓ ନିର୍ମାଣ
[ସମ୍ପାଦନା]ପାଣ୍ଡିଆ ସମ୍ଭ୍ରାଜ୍ୟରେ ପ୍ରାକ- ଇସ୍ଲାମିକ ସମୟରେ ଯେମେନୀ ବ୍ୟବସାୟୀ ଓ ବାଣିଜ୍ୟ ପାଇଁ ଆସିଥିବା ବିକ୍ରେତା ମାନଙ୍କଦ୍ୱାରା ଏହା ନିର୍ମିତ ହେଇଥିଲା । ଯେମେନର ତତ୍ କାଳୀନ ଗଭର୍ନର ବାଧାନ ( ବାଜନ ଇବାନ ଶାସନ ) ଇସ୍ଲାମିୟ ଧର୍ମ ଗ୍ରହଣ କଳା ପରେ ଏହାର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ୧୧ ତମ ସତବ୍ଡିରେ ସହିଦ ଯୁଦ୍ଧ ପରେ ଏହାର ପୁନର୍ନିର୍ମାଣ ହେବା ସହ ଏଠାକୁ ତାମିମ ଅଂଶାରି , ଅବଦୁଲ କାଡର , ଇରଭାଡି ଇବ୍ରାହିମ ସାହିବଙ୍କ ପରି ପ୍ରସିଦ୍ଧ ଇସଲାମିକ ବିଦ୍ୱାନ ଏହି ମସଜିଦକୁ ଆସିଥିଲେ । .
ସ୍ଥାପତ୍ୟ
[ସମ୍ପାଦନା]ଦୂରରୁ ମସଜିଦ ଏକ ମନ୍ଦିର ପରି ଦୃଷ୍ଟିଗୋଚର ହେଇଥାଏ । କିନ୍ତୁ ମୂର୍ତି ନ ଥାଇ କାନ୍ଥ ମାନଙ୍କରେ ନିଖୁଣ ଚିତ୍ର ସବୁ ଖୋଦେଇ ହେଇ ଥାଏ । ପ୍ରାର୍ଥନା ପାଇଁ ଦିଗ ଦର୍ଶାଉଥିବା ମିହରବ ଅନନ୍ୟ ମସଜିଦ ପରି ଥାଏ ।ମସଜିଦ ଭିତର କାନ୍ଥ ମାନଙ୍କୁ ପ୍ରାଚୀନ ତାମିଲ ଶୈଳୀ ମଧ୍ୟ ପରିଲକ୍ଷିତ ହେଇଥାଏ .
Gallery
[ସମ୍ପାଦନା]-
Tamil Islamic architectural features
-
Tombstone in Arwi script
ପୁନଶ୍ଚ ଦେଖଣା
[ସମ୍ପାଦନା]- Kilakarai
- Kilakarai Moors
- Arwi
- Bazan Ibn Sasan
- List of mosques in India
- List of the oldest mosques in the world
ଆଧାର
[ସମ୍ପାଦନା]- ↑ Gibb & Beckingham 1994, pp. 814–815 Vol. 4.
- ↑ Krishna, Nanditha.
- ↑ "Documentary on Tamil Muslims inspires approach to Tamil national struggle".