ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ପରମାଣୁ କ୍ରମାଙ୍କ (ବା ପ୍ରୋଟୋନ କ୍ରମାଙ୍କ) ହେଉଛି ପରମାଣୁ ନ୍ୟଷ୍ଠୀ ବା ନ୍ୟୁକ୍ଳିଅସରେ ମିଳୁଥିବା ପ୍ରୋଟୋନ ସଂଖ୍ୟା । ଏଣୁ ଏହି ସଂଖ୍ୟା ମୌଳିକର ଚାର୍ଜ ସହ ସମାନୁପାତୀ ।