ନାସା

Coordinates: 38°52′59″N 77°0′59″W / 38.88306°N 77.01639°W / 38.88306; -77.01639
ଉଇକିପିଡ଼ିଆ‌ରୁ
ନାସା
୧୫୦
ମୋହର
୧୬୦
ନାସାର ପ୍ରତୀକ ଚିହ୍ନ
Agency overview
Formed ଜୁଲାଇ 29, 1958; 65 years ago (1958-୦୭-29)
Preceding Agency National Advisory Committee for Aeronautics (NACA) (1915 – 1958)[୧]
Jurisdiction ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାର
Headquarters Two Independence Square, ୱାସିଙ୍ଗଟନ, D.C.,
United States

38°52′59″N 77°0′59″W / 38.88306°N 77.01639°W / 38.88306; -77.01639
Motto For the Benefit of All[୨]
Employees 17,219 (2019)[୩]
Annual budget Increase US$୨୧.୫ billion (2019)[୪]
Agency executives Jim Bridenstine, ନାସାର ପ୍ରସାଶକ
James Morhard, ନାସାର ଉପ-ପ୍ରସାଶକ
Jeff DeWit, ମୁଖ୍ୟ ଆର୍ଥିକ ଅଫିସର
Website
NASA.gov

ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ଇଂଗ୍ରାଜୀ: National Aeronautics and Space Administration) (NASA) ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାରର ଏକ ସ୍ୱତନ୍ତ୍ର ଏଜେନ୍ସି ଅଟେ ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗରେ ସମ୍ବନ୍ଧିତ ହୋଇଥାଏ । ନାସା ପାଖେ ବହୁ ସଫଳ ମିଶନ ରହିଛି, ଉଦାହରଣ: ଆଇଏସେସ ଓ ଆପୋଲ ୧୧, ଯିଏ ୧୯୬୯ ମସିହାରେ ଚନ୍ଦ୍ରମାରେ ପ୍ରଥମ ମଣିଷ ରଖିଥିଲା । ନାସାକୁ ୨୯ ଜୁଲାଇ, ୧୯୫୮ ମସିହାରେ ଆରମ୍ଭ କରାଯାଇଥିଲା ।[୫] ନାସାର ଆଦର୍ଶ ବାକ୍ୟ ହେଉଛି : "ସଭିଙ୍କ ଲାଭ ପାଇଁ" । ଏପ୍ରିଲ ୨୦୧୮ ମସିହାରେ ନାସାର ବର୍ତ୍ତମାନ ପ୍ରଶାସକ Jim Bridenstine (ଜିମ ବ୍ରିଡେନଷ୍ଟାଇନ) ଅଟନ୍ତି ।

ସଂସ୍ଥାପକ ଏବଂ ସ୍ପୁଟନିକ ସଙ୍କଟ[ସମ୍ପାଦନା]

ନାସାକୁ (ହାଉସ) "National Advisory Committee for Aeronautics (NACA)"ଦ୍ୱାରା ପ୍ରଥମେ ଦିଆଯାଇଥିଲା । ଏନଏସିଏ ଏକ ଆମେରିକା ସଂଘୀୟ ଏଜେନ୍ସି ଥିଲା ଯାହାର ସ୍ଥାପନ ୩ ମାର୍ଚ୍ଚ, ୧୯୧୫ ମସିହାରେ ବୀମାନ ଅନୁସନ୍ଧାନକୁ ଆରମ୍ଭ କରିବା ଓ ସଂସ୍ଥାଗତ ତିଆରି କରିବା ପାଇଁ କରାଯାଇଥିଲା । ୧ ଅକ୍ଟୋବର ୧୯୫୮ ମସିହାରେ ଏଜେନ୍ସିକୁ ଭଙ୍ଗ କରିଦିଆ ଗଲା ଏବଂ ତାହାର ସମ୍ପତି ଓ କର୍ମୀମାନଙ୍କୁ ନୂତନ ତିଆରି ହୋଇଥିବା ନ୍ୟାସନାଲ ଏରୋନାଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (NASA)ରେ ସ୍ଥାନାନ୍ତରିତ କରିଦିଆ ଯାଇଥିଲା । [୬] ଅନ୍ତରୀକ୍ଷ ଦୌଡରେ ସୋବିୟତ ସଂଘ ସହିତ ପ୍ରତିସ୍ପର୍ଦ୍ଧା କରିବା ପାଇଁ ନାସାର ସ୍ଥାପନା କରାଯାଇଥିଲା । ୧୯୫୦ ଓ ୧୯୬୦ ଦଶକରେ ଆମେରିକା ଓ ସୋବିୟତ ସଂଘ ମଧ୍ୟରେ ଏକ ଅନ୍ତରୀକ୍ଷ ଦୌଡ ଥିଲା- ଯାହାକୁ ଏବେ ଋଷ କୁହାଯାଉଛି । ସୋବିୟତ ପ୍ରଥମ ଥର ସ୍ପୁଟନିକ-୧କୁ ଲଞ୍ଚ କରିବା ଆରମ୍ଭ କରିଥିଲା, ଅକ୍ଟୋବର ୧୯୫୭ ମସିହାରେ ଲୋକମାନଙ୍କଦ୍ୱାରା ଏହି କକ୍ଷରେ ଯିବା ପାଇଁ ତିଆରି ହୋଇଥିବା ପ୍ରଥମ ବସ୍ତୁ ଥିଲା । ଆମେରିକା ଏଥିପାଇଁ ବହୁ ଚିନ୍ତିତ ଥିଲା । ଏହାଦ୍ୱାରା ସ୍ପୁଟନିକରେ ସଙ୍କଟ ହୋଇଗଲା କାରଣ ଆମେରିକିୟ ମାନଙ୍କୁ ଡର ଥିଲା କି, ଋଷ ଅନ୍ତରିକ୍ଷରେ ହତିଆର ବନେଇବା ଆରମ୍ଭ କରିପାରିବେ । ଏହିସବୁ "ଶୀତ ଯୁଦ୍ଧ" ନାମରେ ସେହି ସମୟରେ ହୋଇଥିଲା ଯେତେବେଳେ ସଂଯୁକ୍ତ ରାଜ୍ୟ ଓ ସୋବିୟତ ସଂଘ ସର୍ବଦା ଯୁଦ୍ଧର ବହୁ ପାଖରେ ଥିଲା ।

ନାସାର ଭବିଷ୍ୟ[ସମ୍ପାଦନା]

ନାସାଦ୍ୱାରା ଜାରୀ ହୋଇଥିବା ଅଭିଜାନରେ ମଙ୍ଗଳ, ଶନି ଓ ପ୍ଲୁଟୋର ମିଶନ ଶାମିଲ ରହିଛି । ନିକଟ ଭବିଷ୍ୟ ପାଇଁ ବୃହସ୍ପତିର ମିଶନ ପାଇଁ ଯୋଜନା ରହିଛି ।[୭] "ନିୟୁ ହରିଜନ୍ସ" ଅନ୍ତରିକ୍ଷ ଜାନ, ଗ୍ରହର କିଛି ଚନ୍ଦ୍ରମାର ଅଧ୍ୟୟନ କରିବାକୁ ଯାଇ ଫେବୃଆରୀ ୨୦୦୭ ମସିହାରେ ବୃହସ୍ପତିକୁ ଉଡାଣ ଭରିଥିଲା । ୧୪ ଜୁଲାଇ ୨୦୧୫ ମସିହାରେ ପ୍ଲୁଟୋଦ୍ୱାରା ଉଡାଣ ଭରିଥିବା ନାସା ଗ୍ରହର ଧରାପୃଷ୍ଠରେ ଉଚ୍ଚ ସଂକଳ୍ପର ଚିତ୍ର ନେଇଥିଲା ଓ ତାହାର ବାୟୁମଣ୍ଡଳର ରସାୟନିକ ଗୁଣର ବିଶ୍ଳେଷଣ କରିଥିଲା ।

ନାସା ୨୦୦୪ ମସିହାରେ ଘୋଷଣା କରିଥିଲା ଯେ, ତାହା ୨୦୨୦ ପର୍ଯ୍ୟନ୍ତ ଏକ ସ୍ଥାୟୀ ମୂନ ବେସ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । [୮] ନାସାର ଏକ ବରିଷ୍ଠ ପ୍ରଶାସକ ୨୦୦୭ ମସିହାରେ କହିଥିଲେ ଯେ, ନାସାର ଲକ୍ଷ "୨୦୩୭ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହରେ ଏକ ବ୍ୟକ୍ତିକୁ ରଖାଯିବ " ।[୯]

୨୦୧୦ ମସିହା ଆରମ୍ଭରେ ରାଷ୍ଟ୍ରପତି "ବାରାକ ଓବାମା" ସେହି ତାରାମଣ୍ଡଳ ପରିଯୋଜନାକୁ ରବ୍ଦ କରିଦେଇଥିଲେ ; ଯାହାର ଲକ୍ଷ ୨୦୨୦ ପର୍ଯ୍ୟନ୍ତ ମନୁଷ୍ୟକୁ ଚନ୍ଦ୍ରମା ସ୍ତରରୁ ଫେରାଇ ଆଣିବାର ଥିଲା । [୧୦] ସେହି ସମୟରେ ସେ ୨୦୧୧ ମସିହାରେ ନାସାକୁ ସରକାରଠାରୁ ମିଳିବାକୁ ଥିବା ଧନରାଶି ଫେରାଇ ଦେଇଥିଲେ । [୧୧]

ଯେତେବେଳେ ରାଷ୍ଟ୍ରପତି ଓବାମା ଏପରି କରିଥିଲେ, ତା'ପରେ ସେ ସ୍ପେସ ଲଞ୍ଚ ସିଷ୍ଟମ ବନେଇବା ପାଇଁ ନାସା ସହିତ ମଧ୍ୟ କାମ କରିଥିଲେ । ଏହି କମର୍ଶିଆଲ ଲଞ୍ଚ ଜାନ (ଲଞ୍ଚ ବାହନ, ଯାହାର ନାସା ପାଖେ କୌଣସି ସ୍ଥାୟୀତ୍ତ୍ୱ ନଥିଲା), ମନୁଷ୍ୟକୁ ଚନ୍ଦ୍ରମା ଓ ମଙ୍ଗଳକୁ ନେଇଯିବ । [୧୨][୧୩]

ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ[ସମ୍ପାଦନା]

ଆଧାର[ସମ୍ପାଦନା]

  1. US Centennial of Flight Commission, NACA Archived February 20, 2014, at the Wayback Machine.. centennialofflight.net. Retrieved on November 3, 2011.
  2. Lale Tayla; Figen Bingul (2007). "NASA stands 'for the benefit of all.'—Interview with NASA's Dr. Süleyman Gokoglu". The Light Millennium. Archived from the original on October 12, 2007. Retrieved September 17, 2018. {{cite web}}: Unknown parameter |last-author-amp= ignored (|name-list-style= suggested) (help)
  3. "Workforce Profile". NASA. Archived from the original on February 14, 2013. Retrieved April 23, 2018.
  4. Casey Dreier (February 15, 2019). "NASA just got its best budget in a decade". The Planetary Society. Archived from the original on February 16, 2019. Retrieved February 15, 2019.
  5. "The National Aeronautics and Space Act". NASA. 2005. Retrieved 2008-07-10.
  6. Erickson, Mark (2005). Into the Unknown Together - The DOD, NASA, and Early Spaceflight (PDF). ISBN 978-1-58566-140-4. Archived from the original (PDF) on 2003-03-08. Retrieved 2019-11-02.
  7. "BBC Mission guide: New Horizons". BBC. Retrieved 2008-07-14.
  8. "NASA Office of Public Affairs" (PDF). NASA. Retrieved 2008-07-13.
  9. "NASA aims to put man on Mars by 2037". The Times of India. Retrieved 2008-07-16.
  10. "Obama cancels space program". BBC News. Retrieved 2010-02-06.
  11. "Slashed NASA budget leaves the US no longer a space leader". Chron.com.
  12. Stephen Creech (April 2014). "NASA's Space Launch System: A Capability for Deep Space Exploration" (PDF). NASA. Archived from the original (PDF) on 2016-03-07. Retrieved 2019-03-07. {{cite web}}: Cite has empty unknown parameter: |dead-url= (help)
  13. "Moon to Mars | NASA". Archived from the original on 2019-05-22. Retrieved 2019-05-23.