ଧନ୍ୱନ୍ତରୀ
ଦେଖଣା
ଧନ୍ୱନ୍ତରୀ | |
---|---|
ବ୍ୟକ୍ତିଗତ ସବିଶେଷ | |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ ରାଜନୀତିଜ୍ଞ |
କମ୍ରେଡ ଧନ୍ୱନ୍ତରୀ (୭ ମାର୍ଚ୍ଚ ୧୯୦୨ – ୧୩ ଜୁଲାଇ ୧୯୫୩) ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଜାମ୍ମୁ କାଶ୍ମୀରରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ବ୍ରିଟିଶ ରାଜ ସମୟରେ, ସେ ବ୍ରିଟିଶ କର୍ତ୍ତୃପକ୍ଷଙ୍କଦ୍ୱାରା ଗିରଫ ହୋଇଥିଲେ । ସେ ସମୁଦାୟ ୧୭ ବର୍ଷ କାରାବାସରେ ଥିଲେ ।[୧]
ଜମ୍ମୁ ଓ କାଶ୍ମୀରର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କ ସମ୍ମାନାର୍ଥେ ଧନ୍ୱନ୍ତରୀ ଭବନ ଭାବରେ ନାମିତ କରାଯାଇଛି ।[୨][୩][୪][୫][୬]
ଆଧାର
[ସମ୍ପାଦନା]- ↑ "Death anniversary of Comrade Dhanwantri observed". 13 July 2014.
- ↑ "AISF pays tributes to Comrade Dhanwantri".
- ↑ "JKFFA pays tributes to Comrade Dhanwantri - Early Times Newspaper Jammu Kashmir".
- ↑ "Communist Party of India (CPI)".
- ↑ "When the communists knocked on Kashmir's door". 27 August 2016.
- ↑ "Punjab 1947: Bloodied and Partitioned by Competing Nationalisms".