ତୁଙ୍ଗଭଦ୍ରା ନଦୀ
ତୁଙ୍ଗଭଦ୍ରା ନଦୀ (ತುಂಗಭದ್ರ ನದಿ) | |
Tungabhadra River at Hampi
| |
ଦେଶ | ଭାରତ |
---|---|
ରାଜ୍ୟ | କର୍ଣ୍ଣାଟକ, ଆନ୍ଧ୍ରା ପ୍ରଦେଶ, ତେଲେଙ୍ଗନ |
Tributaries | |
- left | Tunga River, Kumudvati River, Varada River |
- right | Bhadra River, Vedavathi River, Handri River |
Cities | Harihar, Hospet, Hampi, Mantralayam, Kurnool |
Source | Koodli (place where the Thunga and Bhadra rivers meet |
- location | Koodli, Bhadravathi, Karnataka, India |
- elevation | ୬୧୦ m (୨,୦୦୧ ft) |
- coordinates | 14°0′30″N 75°40′27″E / 14.00833°N 75.67417°E |
Mouth | Krishna River |
- location | Alampur, Mahbubnagar, Telangana, India |
- elevation | ୨୬୪ m (୮୬୬ ft) |
- coordinates | 15°53′19″N 78°09′51″E / 15.88861°N 78.16417°E |
Length | ୫୩୧ km (୩୩୦ mi) |
Basin | ୭୧,୪୧୭ km2 (୨୭,୫୭୪ sq mi) |
ତୁଙ୍ଗଭଦ୍ରା ନଦୀ , କର୍ନାଟକ ରାଜ୍ୟରେ ମୁଖ୍ଯତଃ ପ୍ରବାହିତ ଏକ ଭାରତୀୟ ନଦୀ । ଏହାର କିଛି ଅଂଶ କର୍ନଟକ ଓ ଆନ୍ଧ୍ରା ପ୍ରଦେଶ ସୀମାରେ ଯାଇ କ୍ରୀଷ୍ଣା ନଦୀ ସହିତ ମିଳିତ ହୁଏ । ମହାଭାରତରେ ଏହା ପାମ୍ପା ନାମରେ ଉଲ୍ଲିଖିତ ।
ଗତିପଥ
[ସମ୍ପାଦନା]କର୍ନଟକ ରାଜ୍ୟର ପଶ୍ଚିମ ଘାଟ ପର୍ବତମାଳାରୁ ବାହାରିଥିବା ତୁଙ୍ଗା ଓ କୁଦି ନଦୀର ମିଶ୍ରଣରେ ତୁଙ୍ଗଭଦ୍ରା ନଦୀର ସୃଷ୍ଟି । ଏହି ଦୁଇ ଉପନଦୀ ଚିକମାଗଲୁର ଜିଲ୍ଲାରୁ ବାହାରି ତୁଙ୍ଗଭଦ୍ରାରେ ପରିଣତ ହେଲା ପରେ ତାହା ଶିଳ୍ପ ସହର ଭଦ୍ରବତୀ ହୋଇ ପ୍ରବାହିତ ହେଲା ପରେ ଆରବ ସାଗରରେ ପତିତ ହୁଏ । 100ରୁ ଉର୍ଦ୍ଧ ଉପନଦୀ , ନାଳ ଏହା ସହିତ ମିଳିତ ହେଇ ଏହାକୁ ଜଳ ପ୍ରଦାନ କରେ । ତୁଙ୍ଗା ଓ ଭଦ୍ରା କୁଦଳି ନାମକ ସ୍ଥାନରେ ମିଳିତ ହୁଅନ୍ତି ।
ଏହି ନଦୀ ତଟରେ ଅନେକ ତୀର୍ଥ ସ୍ଥଳ , ଶୈବ ସଂପ୍ରଦାଯର ମନ୍ଦିର , ଶ୍ରୀଙ୍ଗେରୀ ଥରେ ଅବସ୍ଥିତ । ଅନେକ ବ୍ରହ୍ମା ମନ୍ଦିର ମଧ୍ୟ ଏହାର ତତବର୍ତୀ ଅଞ୍ଚଳରେ ଅବସ୍ଥିତ । ପୁରାତନ ଚାଲୁକ୍ୟ ବଂଶଦ୍ୱାରା ନିର୍ମିତ ନବ ବ୍ରହ୍ମା ମନ୍ଦିର ଏହା ପଥରେ ଅବସ୍ଥିତ ।
1525ରୁ 1527 ମସିହା ମଧ୍ୟରେ ଶ୍ରୀ କୃଷ୍ଣ ଦେବରାୟ ଏହି ନଦୀ ତଟରେ ବନ୍ୟା ସୁରକ୍ଷ୍ୟା ପାଇଁ ସୁଦୃଢ ପ୍ରାଚୀର ନିର୍ମାଣ କରିଥିଲେ ।
ଏହି ନଦୀ ଅଞ୍ଚଳରେ ଗ୍ରାନାଇଟର ଖାଦାନ ସବୁ ରହିଛି । .
ନଦୀ ତଟ ବାରଟି ଅଞ୍ଚଳରୁ ପୁରାତନ ବିଜୟନଗରମ ସଭରାଜ୍ୟର ଭଗ୍ନାବଶେଷ ସବୁ ପରିଲାକ୍ଷୟିତ ହୁଏ । 20 ତମ ଶତାବ୍ଦୀରେ ଜଳସେଚନ ପାଇଁ ତୁଂଗଭଦ୍ରା ଡେମ ନିର୍ମିତ ହେଇଥିଲା ।
ମନ୍ଦିର ସମୂହ
[ସମ୍ପାଦନା]- ଚିକମଗାଲୁର ଜିଲ୍ଲାରେ ନଦୀ ତଟରେ ଶ୍ରୀଙ୍ଗେରୀ ସାରଦମ୍ବା ମନ୍ଦିର ରହିଛି ।
- ହରିହର ନାମକ ସ୍ଥାନରେ ହରିହରେଶ୍ୱର ମନ୍ଦିର ରହିଛି । ହାମ୍ପି ଅଞ୍ଚଳରେ ବିଜଯନଗର ରାଜ୍ୟର ଭଗ୍ନାବଶେଷ ଏକ ପର୍ଯ୍ୟଟନ ସ୍ଥଳୀ ।
- ଏହାର ଆଲମପୁର ସ୍ଥାନକୁ ଦକ୍ଷିଣ କାଶୀ କୁହାଯାଏ । ଏଠାରେ ଅନେକ ମନ୍ଦିର ରହିଛି ।
- ନଦୀ ତଟରେ ମନ୍ତରାଳୟମ ନାମକ ସ୍ଥାନରେ ମୂଳ ବୃନ୍ଦାବନ ତୀର୍ଥ ସ୍ଥଳୀ ରହିଛି ।
ନଦୀ ବନ୍ଧ
[ସମ୍ପାଦନା]ତୁଙ୍ଗଭାଦ୍ର ଉପରେ ଗଜାନୁରଠାରେ କ ନଦୀବନ୍ଧ ନିର୍ମିତ ହୋଇଛି । ଏହା ଏକ ବହୁମୂଖୀ ପ୍ରକଳ୍ପ । ହସପେତ ନିକଟରେ ବୃହତ ତୁଂଗଭଦ୍ରା ବନ୍ଧା ନିର୍ମିତ । ଏହି ବନ୍ଧାରୁ କେନାଲ ଯୋଗେ ଚାଷଜମିକୁ ଜଳ ଯୋଗାଣ ହୁଏ ।
See also
[ସମ୍ପାଦନା]- List of dams and reservoirs in India
- Tungabhadra Pushkaralu
- Kishkindha
- Tungabhadra Pushkaralu
References
[ସମ୍ପାଦନା]External links
[ସମ୍ପାଦନା]- River Krishna Archived 27 December 2010 at the Wayback Machine.
- Physical landscape Archived 27 July 2009 at the Wayback Machine.
- Temples on the banks of Tungabhadra river[permanent dead link]