ତଥ୍ୟ ନିରାପତ୍ତା
ସୂଚନା ସୁରକ୍ଷା କହିଲେ ତଥ୍ୟ ବା ସୂଚନାକୁ ବିଭିନ୍ନ ପ୍ରକାର ଦିଗରୁ ରକ୍ଷା କରିବାକୁୁ ବୁଝାଇଥାଏ | ଏହା ସୂଚନା ସୁରକ୍ଷା ପରିଚାଳନାର ପରିସରଭୂକ୍ତ ଅଟେ | ସାଧାରଣ ଭାବରେ ଦେଖିବାକୁ ଗଲେ ତଥ୍ୟର ଅନଧିକୃତ ବ୍ୟବହାର, ବେଆଇନ୍ ଭାବରେ ଉପଯୋଗ, ପରିପ୍ରକାଶ, ବିଲୋପ, ବଦଳ, କପି ଇତ୍ୟାଦିରୁ ସୁରକ୍ଷା ଦେବାହିଁ ସୂଚନାର ସୁରକ୍ଷା ଅଟେ | ଏହାର ୩ଟି ମୂଳ ଲକ୍ଷ୍ୟ ହେଲା କ. ଗୋପନୀୟତା ଖ. ଅଖଣ୍ଡତା ଗ. ଉପଲବ୍ଧତା | ସୁଚାରୁରୂପେ ଏହା କରିବା ପାଇଁ ନିମ୍ନଲିଖିତ ସୋପାନକୁ ଅନୁସରଣ କରାଯାଏ ।[୧][୨]
- ତଥ୍ୟ ବା ସୂଚନାକୁ ଚିହ୍ନଟ କରିବା
- ଏଥିରେ ଥିବା ଦୁର୍ବଳତା ଓ ଏହାର ନଷ୍ଟରେ ପ୍ରଭାବ
- ବିପଦ ମୂଲ୍ୟାଙ୍କନ
- ସୂଚନା ସମ୍ବନ୍ଧିତ ବିଭିନ୍ନ ପ୍ରକ୍ରିୟାର ତଦାରଖ କରିବା
ସୂଚନା ସୁରକ୍ଷାର ଅର୍ଥ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପୁରାତନ କାଳରେ କୁଟନୀତି ଓ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନାର ଆଦାନପ୍ରଦାନ କରାଯାଉଥିଲା ଓ ଏହି ସୂଚନା କିପରି ଶତ୍ରୁ ପାଖରେ ପହଞ୍ଚିପାରିବନି ସେଥିପାଇଁ ତାକୁ ଅତ୍ୟନ୍ତ ଗୁପ୍ତ ଭାବରେ ସ୍ଥାନାନ୍ତର କରାଯାଉଥିଲା | ରୋମ୍ ସମ୍ରାଟ ଜୁଲିୟସ୍ ସିଜର୍ ପ୍ରଥମେ ସିଜର୍ ସାଇଫର୍ ବ୍ୟବହାର କରିଥିଲେ ଯେଉଁଥିରେ ସୂଚନାକୁ ପରିବର୍ତ୍ତନ କରି ଲେଖା ଯାଉଥିଲା ଯାହାଦ୍ୱାରା ତାକୁ ଆଉ କେହି ପଢ଼ିଲେ ମଧ୍ୟ ସେଥିରୁ ପ୍ରକୃତ ତଥ୍ୟ ବାହାର କରି ପାରୁନଥିଲେ |
ମୂଳ ତତ୍ତ୍ୱ
[ସମ୍ପାଦନା]ବିପଦ ପରିଚାଳନା
[ସମ୍ପାଦନା]ପ୍ରକ୍ରିୟା
[ସମ୍ପାଦନା]ଘଟଣା ପ୍ରସ୍ତୁତିର ବିଭିନ୍ନ ଉପାୟ
[ସମ୍ପାଦନା]୧. ପ୍ରସ୍ତୁତି
୨. ଚିହ୍ନଟ
୩. ସୁରକ୍ଷା ବଳୟରେ ଧାରଣ
୪. ଦୂରୀକରଣ
୫. ପୁନରୁଧ୍ଧାର
୬. ଶିକ୍ଷାଲାଭ
ଆଧାର
[ସମ୍ପାଦନା]- ↑ "What is Information Securtiy | Policy, Principles & Threats | Imperva". Learning Center (in ଆମେରିକୀୟ ଇଂରାଜୀ). Retrieved 2022-01-14.
- ↑ https://www.dnv.com/article/the-three-pillar-approach-to-cyber-security-data-and-information-protection-165683