ତଥ୍ୟ ନିରାପତ୍ତା

ଉଇକିପିଡ଼ିଆ‌ରୁ

ସୂଚନା ସୁରକ୍ଷା କହିଲେ ତଥ୍ୟ ବା ସୂଚନାକୁ ବିଭିନ୍ନ ପ୍ରକାର ଦିଗରୁ ରକ୍ଷା କରିବାକୁୁ ବୁଝାଇଥାଏ | ଏହା ସୂଚନା ସୁରକ୍ଷା ପରିଚାଳନାର ପରିସରଭୂକ୍ତ ଅଟେ | ସାଧାରଣ ଭାବରେ ଦେଖିବାକୁ ଗଲେ ତଥ୍ୟର ଅନଧିକୃତ ବ୍ୟବହାର, ବେଆଇନ୍ ଭାବରେ ଉପଯୋଗ, ପରିପ୍ରକାଶ, ବିଲୋପ, ବଦଳ, କପି ଇତ୍ୟାଦିରୁ ସୁରକ୍ଷା ଦେବାହିଁ ସୂଚନାର ସୁରକ୍ଷା ଅଟେ | ଏହାର ୩ଟି ମୂଳ ଲକ୍ଷ୍ୟ ହେଲା କ. ଗୋପନୀୟତା ଖ. ଅଖଣ୍ଡତା ଗ. ଉପଲବ୍ଧତା | ସୁଚାରୁରୂପେ ଏହା କରିବା ପାଇଁ ନିମ୍ନଲିଖିତ ସୋପାନକୁ ଅନୁସରଣ କରାଯାଏ ।[୧][୨]

  • ତଥ୍ୟ ବା ସୂଚନାକୁ ଚିହ୍ନଟ କରିବା
  • ଏଥିରେ ଥିବା ଦୁର୍ବଳତା ଓ ଏହାର ନଷ୍ଟରେ ପ୍ରଭାବ
  • ବିପଦ ମୂଲ୍ୟାଙ୍କନ
  • ସୂଚନା ସମ୍ବନ୍ଧିତ ବିଭିନ୍ନ ପ୍ରକ୍ରିୟାର ତଦାରଖ କରିବା

ସୂଚନା ସୁରକ୍ଷାର ଅର୍ଥ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପୁରାତନ କାଳରେ କୁଟନୀତି ଓ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନାର ଆଦାନପ୍ରଦାନ କରାଯାଉଥିଲା ଓ ଏହି ସୂଚନା କିପରି ଶତ୍ରୁ ପାଖରେ ପହଞ୍ଚିପାରିବନି ସେଥିପାଇଁ ତାକୁ ଅତ୍ୟନ୍ତ ଗୁପ୍ତ ଭାବରେ ସ୍ଥାନାନ୍ତର କରାଯାଉଥିଲା | ରୋମ୍ ସମ୍ରାଟ ଜୁଲିୟସ୍ ସିଜର୍ ପ୍ରଥମେ ସିଜର୍ ସାଇଫର୍ ବ୍ୟବହାର କରିଥିଲେ ଯେଉଁଥିରେ ସୂଚନାକୁ ପରିବର୍ତ୍ତନ କରି ଲେଖା ଯାଉଥିଲା ଯାହାଦ୍ୱାରା ତାକୁ ଆଉ କେହି ପଢ଼ିଲେ ମଧ୍ୟ ସେଥିରୁ ପ୍ରକୃତ ତଥ୍ୟ ବାହାର କରି ପାରୁନଥିଲେ |

ମୂଳ ତତ୍ତ୍ୱ[ସମ୍ପାଦନା]

ବିପଦ ପରିଚାଳନା[ସମ୍ପାଦନା]

ପ୍ରକ୍ରିୟା[ସମ୍ପାଦନା]

ଘଟଣା ପ୍ରସ୍ତୁତିର ବିଭିନ୍ନ ଉପାୟ[ସମ୍ପାଦନା]

୧. ପ୍ରସ୍ତୁତି

୨. ଚିହ୍ନଟ

୩. ସୁରକ୍ଷା ବଳୟରେ ଧାରଣ

୪. ଦୂରୀକରଣ

୫. ପୁନରୁଧ୍ଧାର

୬. ଶିକ୍ଷାଲାଭ

ଆଧାର[ସମ୍ପାଦନା]

  1. "What is Information Securtiy | Policy, Principles & Threats | Imperva". Learning Center (in ଆମେରିକୀୟ ଇଂରାଜୀ). Retrieved 2022-01-14.
  2. https://www.dnv.com/article/the-three-pillar-approach-to-cyber-security-data-and-information-protection-165683