ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ
ଦେଖଣା
ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ ଏକ ପ୍ରସିଦ୍ଧ ରେଳମାର୍ଗ ଅଟେ ଯାହା ଋଷର ରାଜଧାନୀ ମାସ୍କୋକୁ ଋଷର ସାଇବେରୀୟ କ୍ଷେତ୍ରକୁ ଗତିକରି ସୁଦୂର -ପୂର୍ବୀ ସହର ଲ୍ୱାଦିବୋସ୍ତକକୁ ଯାଇ ଯୋଡିହୋଇଥାଏ । ଏହାର ଶାଖା ମଙ୍ଗୋଲିୟକୁ ଗତିକରି ଚୀନ ମଧ୍ୟ ଯାଇଥାଏ । ଏହା ଏକ ୯,୨୫୯ କିମି ଲମ୍ବା ରେଳମାର୍ଗ ଅଟେ ଏବଂ ଏଥିରେ ଯାତ୍ରା କରିବା ପାଇଁ ଆଠ ଦିନ ଲାଗିଯାଏ ।[୧] ଏହାକୁ ଋଷର ଶାହି ଜମାନେରେ ସନ 1891-1916 ମସିହାରେ ତିଆରି କରାଯାଇଥିଲା । ସାଇବେରୀୟର ଜନସଂଖ୍ୟା ବଢାଇବାରେ ଏବଂ ସେଠାକାର ଆର୍ଥିକ ବିକାଶରେ ଏହି ରେଳମାର୍ଗର ବହୁତ ବଡ଼ ସହାୟତା ରହିଛି । ହଜାର ହଜାର ଲୋକଙ୍କଦ୍ୱାରା ପ୍ରତିବର୍ଷ ସାଇବେରୀୟର ଯାତ୍ରା କରାଯାଇଥାଏ ଏବଂ ଏଥିରେ ଯାତ୍ରା କରିବା ବିଶ୍ୱର ସଫଳ ଅନୁଭବରୁ ଗୋଟିଏ ମାନିବାକୁ ପଡିଥାଏ ।[୨]
ଅନ୍ୟ ଭାଷାରେ
[ସମ୍ପାଦନା]ଋଷୀ ଭାଷାରେ ଟ୍ରାନ୍ସ-ସାଇବେରୀୟ ରେଳମାର୍ଗକୁ ତ୍ରାନ୍ସସିବିରସ୍କାୟ ମାଗିସ୍ତ୍ରାଳା (Транссибирская магистраль) କୁହାଯାଏ ।
ଗ୍ୟାଲେରି
[ସମ୍ପାଦନା]-
Start of Trans-Siberian railway in Moscow.
-
Bashkir switchman near the town Ust' Katav on the Yuryuzan River between Ufa and Cheliabinsk in the Ural Mountains region, c. 1910
-
View from the rear platform of the Simskaia railway station of the Samara–Zlatoust Railway, c. 1910
-
Snow in late-April at Nazyvayevsk station, Siberia.
-
The train ferry SS Baikal in service on Lake Baikal
-
Train entering a Circum-Baikal tunnel west of Kultuk
-
Vladivostok terminus of the Trans-Siberian Railway
ଆଧାର
[ସମ୍ପାଦନା]- ↑ CIS railway timetable, route No. 002, Moscow-Vladivostok. 2009-12-03.
- ↑ Bryn Thomas. "Trans-Siberian Handbook, 6th edition". Trailblazer Publications, 2003. ISBN 9781873756706.
... A trip across Siberia on the longest continuous railway track in the world is undoubtedly the journey of a lifetime ...