Jump to content

ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ

ଉଇକିପିଡ଼ିଆ‌ରୁ
ନାଜିବାଏବସ୍କାୟା ଷ୍ଟେସନରେ ଏପ୍ରିଲ ମାସରେ ବରଫକୁ ଅତିକ୍ରମ କରୁଥିବା ଟ୍ରେନ

ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ ଏକ ପ୍ରସିଦ୍ଧ ରେଳମାର୍ଗ ଅଟେ ଯାହା ଋଷର ରାଜଧାନୀ ମାସ୍କୋକୁ ଋଷର ସାଇବେରୀୟ କ୍ଷେତ୍ରକୁ ଗତିକରି ସୁଦୂର -ପୂର୍ବୀ ସହର ଲ୍ୱାଦିବୋସ୍ତକକୁ ଯାଇ ଯୋଡିହୋଇଥାଏ । ଏହାର ଶାଖା ମଙ୍ଗୋଲିୟକୁ ଗତିକରି ଚୀନ ମଧ୍ୟ ଯାଇଥାଏ । ଏହା ଏକ ୯,୨୫୯ କିମି ଲମ୍ବା ରେଳମାର୍ଗ ଅଟେ ଏବଂ ଏଥିରେ ଯାତ୍ରା କରିବା ପାଇଁ ଆଠ ଦିନ ଲାଗିଯାଏ ।[] ଏହାକୁ ଋଷର ଶାହି ଜମାନେରେ ସନ 1891-1916 ମସିହାରେ ତିଆରି କରାଯାଇଥିଲା । ସାଇବେରୀୟର ଜନସଂଖ୍ୟା ବଢାଇବାରେ ଏବଂ ସେଠାକାର ଆର୍ଥିକ ବିକାଶରେ ଏହି ରେଳମାର୍ଗର ବହୁତ ବଡ଼ ସହାୟତା ରହିଛି । ହଜାର ହଜାର ଲୋକଙ୍କଦ୍ୱାରା ପ୍ରତିବର୍ଷ ସାଇବେରୀୟର ଯାତ୍ରା କରାଯାଇଥାଏ ଏବଂ ଏଥିରେ ଯାତ୍ରା କରିବା ବିଶ୍ୱର ସଫଳ ଅନୁଭବରୁ ଗୋଟିଏ ମାନିବାକୁ ପଡିଥାଏ ।[]

ଅନ୍ୟ ଭାଷାରେ

[ସମ୍ପାଦନା]

ଋଷୀ ଭାଷାରେ ଟ୍ରାନ୍ସ-ସାଇବେରୀୟ ରେଳମାର୍ଗକୁ ତ୍ରାନ୍ସସିବିରସ୍କାୟ ମାଗିସ୍ତ୍ରାଳା (Транссибирская магистраль) କୁହାଯାଏ ।

ଗ୍ୟାଲେରି

[ସମ୍ପାଦନା]
  1. CIS railway timetable, route No. 002, Moscow-Vladivostok. 2009-12-03.
  2. Bryn Thomas. "Trans-Siberian Handbook, 6th edition". Trailblazer Publications, 2003. ISBN 9781873756706. ... A trip across Siberia on the longest continuous railway track in the world is undoubtedly the journey of a lifetime ...