ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ
ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ ଏକ ପ୍ରସିଦ୍ଧ ରେଳମାର୍ଗ ଅଟେ ଯାହା ଋଷର ରାଜଧାନୀ ମାସ୍କୋକୁ ଋଷର ସାଇବେରୀୟ କ୍ଷେତ୍ରକୁ ଗତିକରି ସୁଦୂର -ପୂର୍ବୀ ସହର ଲ୍ୱାଦିବୋସ୍ତକକୁ ଯାଇ ଯୋଡିହୋଇଥାଏ । ଏହାର ଶାଖା ମଙ୍ଗୋଲିୟକୁ ଗତିକରି ଚୀନ ମଧ୍ୟ ଯାଇଥାଏ । ଏହା ଏକ ୯,୨୫୯ କିମି ଲମ୍ବା ରେଳମାର୍ଗ ଅଟେ ଏବଂ ଏଥିରେ ଯାତ୍ରା କରିବା ପାଇଁ ଆଠ ଦିନ ଲାଗିଯାଏ ।[୧] ଏହାକୁ ଋଷର ଶାହି ଜମାନେରେ ସନ 1891-1916 ମସିହାରେ ତିଆରି କରାଯାଇଥିଲା । ସାଇବେରୀୟର ଜନସଂଖ୍ୟା ବଢାଇବାରେ ଏବଂ ସେଠାକାର ଆର୍ଥିକ ବିକାଶରେ ଏହି ରେଳମାର୍ଗର ବହୁତ ବଡ଼ ସହାୟତା ରହିଛି । ହଜାର ହଜାର ଲୋକଙ୍କଦ୍ୱାରା ପ୍ରତିବର୍ଷ ସାଇବେରୀୟର ଯାତ୍ରା କରାଯାଇଥାଏ ଏବଂ ଏଥିରେ ଯାତ୍ରା କରିବା ବିଶ୍ୱର ସଫଳ ଅନୁଭବରୁ ଗୋଟିଏ ମାନିବାକୁ ପଡିଥାଏ ।[୨]
ଅନ୍ୟ ଭାଷାରେ[ସମ୍ପାଦନା]
ଋଷୀ ଭାଷାରେ ଟ୍ରାନ୍ସ-ସାଇବେରୀୟ ରେଳମାର୍ଗକୁ ତ୍ରାନ୍ସସିବିରସ୍କାୟ ମାଗିସ୍ତ୍ରାଳା (Транссибирская магистраль) କୁହାଯାଏ ।
ଗ୍ୟାଲେରି[ସମ୍ପାଦନା]
Bashkir switchman near the town Ust' Katav on the Yuryuzan River between Ufa and Cheliabinsk in the Ural Mountains region, c. 1910
Snow in late-April at Nazyvayevsk station, Siberia.
The train ferry SS Baikal in service on Lake Baikal
Train entering a Circum-Baikal tunnel west of Kultuk
Vladivostok terminus of the Trans-Siberian Railway
ଆଧାର[ସମ୍ପାଦନା]
- ↑ CIS railway timetable, route No. 002, Moscow-Vladivostok. Archived 2009-12-03.
- ↑ Bryn Thomas. "Trans-Siberian Handbook, 6th edition". Trailblazer Publications, 2003. ISBN 9781873756706.
... A trip across Siberia on the longest continuous railway track in the world is undoubtedly the journey of a lifetime ...