ଜନ ଗୁଟେନବର୍ଗ
ଦେଖଣା
ଜନ ଗୁଟେନବର୍ଗ | |
---|---|
ଜନ୍ମ | ଜୋହାନ୍ନେସ୍ ଗେନ୍ସ୍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ c. ୧୩୯୫ |
ମୃତ୍ୟୁ | ୩ ଫେବୃଆରୀ ୧୪୬୮ (୭୦ ବର୍ଷ) |
ଜାତୀୟତା | ଜର୍ମାନ୍ |
ବୃତ୍ତି(ସମୂହ) | ଖୋଦକ, ଉଦ୍ଭାବକ, and ମୁଦ୍ରକ |
ପ୍ରସିଦ୍ଧି | ଚଳନ୍ତି ଟାଇପ୍ ଥିବା ଛାପାକଳର ଉଦ୍ଭାବନ |
ବୈବାହିକ-ସାଥୀ | ଏଲସ ୱିରିକ୍ ଜୁମ୍ ଗୁଟେନବର୍ଗ |
ଜୋହାନ୍ନେସ୍ ଗେନ୍ସ୍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ (/joʊˌhɑːn[invalid input: 'i-']s ˈɡuːtənbɜːrɡ/ yoh-HAH-nəs GOO-tən-burɡ; c. ୧୩୯୫ – ୩ ଫେବୃଆରୀ ୧୪୬୮) ଥିଲେ ଜଣେ ଜର୍ମାନ୍ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ ଯିଏ ଇଉରୋପରେ ମୁଦ୍ରଣର ପ୍ରାରମ୍ଭ କରିଥିଲେ । ତାଙ୍କର ଚଳନ୍ତି ଟାଇପ୍ ଥିବା ମୁଦ୍ରଣର ଉଦ୍ଭାବନ କେବଳମାତ୍ର ସେଇ ଶତାବ୍ଦୀର ନୁହଁ ବରଂ ଆଧୁନିକ ଯୁଗର ଅନ୍ୟତମ ଯୁଗାନ୍ତକାରୀ ଉଦ୍ଭାବନ । ରେନେସାଁ, ସମାଜ ସୁଧାର, ବୈଜ୍ଞାନିକ କ୍ରାନ୍ତି ଆଦି ତତ୍କାଳୀନ ସାମାଜିକ ପରିବର୍ତ୍ତନରେ ଗୁଟେନବର୍ଗଙ୍କ ଛାପାକଳର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଜ୍ଞାନର ପ୍ରଚାର-ପ୍ରସାର ଓ ସାଧାରଣ ଲୋକଙ୍କ ସାକ୍ଷରତାର ଏହା ହିଁ ମୂଳଦୁଆ । ଚଳନ୍ତି ଟାଇପ୍ ଥିବା ଛାପାକଳ ବ୍ୟବହାରରେ ସେ ଥିଲେ ପ୍ରଥମ ଇଉରୋପୀୟ (୧୪୩୯ ରେ) ।
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |