ଚୌରିଙ୍ଗି, କଲିକତା
ଚୌରିଙ୍ଗି | |
---|---|
Neighbourhood in Kolkata (Calcutta) | |
Country | ଭାରତ |
State | West Bengal |
City | Kolkata |
Ward |
|
Metro Stations | Esplanade, Park Street, Maidan |
Parliamentary constituency | Kolkata Uttar |
Assembly constituency | Chowranghee |
Government | |
• MLA | Naina Bandopadhyay |
Elevation | ୩୬ ft (୧୧ m) |
Population (2001) | |
• Total | ୧,୫୯,୯୧୭ |
Time zone | UTC+5:30 (IST) |
PIN | 700087, 700016 |
Area code | +91 33 |
ଚୌରିଙ୍ଗି (ଚଉରଙ୍ଗି ମଧ୍ୟ କୁହାଯାଏ ) (ବଙ୍ଗଳା: চৌরঙ্গী) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ରାଜଧାନୀ କଲିକତା ସହରର କେନ୍ଦ୍ରରେ ଅବସ୍ଥିତ ଏକ ଅଞ୍ଚଳ । ଏହାର ଏକ ପାର୍ଶ୍ୱରେ ଜବାହରଲାଲ ନେହେରୁ ମାର୍ଗ [୧] ରହିଛି । ଏହା ଏକ ବ୍ୟବସାୟିକ ଅଞ୍ଚଳ ।[୨]
ବ୍ୟୁପତ୍ତି
[ସମ୍ପାଦନା]ଏହି ନାମର ବ୍ୟୁପତ୍ତି ବିଷୟରେ ବିଷାରଦମାନେ ମଧ୍ୟ ଦ୍ୱନ୍ଦରେ ରହନ୍ତି । ତେବେ ଚୌରିଙ୍ଗି ଗିରି ନାମକ ଜଣେ ଯୋଗୀ ଯିଏ ମାଁ କାଳିଙ୍କ ଏକ ମୁଖର ପ୍ରତିକୃତି ପାଇ ତାହାକୁ ମୂଳ କାଳୀଘାଟ ମନ୍ଦିର ନିର୍ମାଣ ସ୍ଥାପନା କରିଥିଲେ , ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳରର ନାମ ଚୌରିଙ୍ଗି ହେଇଥିବାର କୁହା ଯାଇ । [୩]
ଇତିହାସ
[ସମ୍ପାଦନା]ଗ୍ରାମ
[ସମ୍ପାଦନା][୪]17 ଶ ଶତାବ୍ଦୀରେ ଏହି ଅଞ୍ଚଳ ଜଙ୍ଗଲରେ ପୂର୍ଣା ଥିଲା । ସେଠାରେ ଚୌରିଙ୍ଗି , ବିରାଜି ଓ କୋଲିମ୍ବା ନାମକ ଗ୍ରାମ ସବୁ ଥିଲା । [୫]
ଭୌଗୋଳିକ ସ୍ଥିତି
[ସମ୍ପାଦନା]କେନ୍ଦ୍ର କଲିକତାରେ ଥିବା ଚୌରିଙ୍ଗିର ଉତ୍ତରରେ ଜନବଜର , ପୂର୍ବରେ ତାଳତାଲା ଦକ୍ଷିଣରେ ଭାବନିପୁର , ପଶ୍ଚିମରେ ମଇଦାନ ରହିଛି । ଏହାର ନିକଟ ଅଞ୍ଚଳ ନିଉ ମାର୍କେଟ ପାଖ ଯାଏ ରହିଛି । [୬] Park Street,[୭]
ଜନସଂଖ୍ୟା
[ସମ୍ପାଦନା]ଚୌରିଙ୍ଗି କଲିକତା କର୍ପୋରେସନ ର 11ଟି ୱାଡକୁ ନେଇ ଗଠିତ । 2001 ଜନଗଣନାରେ ଏହାର ସମୁଦାୟ ଜନସଂଖ୍ୟା 159,917 ଥିଲା । ଏଠି ମଧ୍ୟରୁ ପୁରୁଷ 101,189 ଥିବା ବେଳେ ମହିଳା 58,828 ଥିଲା । [୮]
ସୃଜନ ସୃଷ୍ଟି
[ସମ୍ପାଦନା]ବଙ୍ଗାଳୀ ଉପନ୍ୟାସକାର ଶଙ୍କର Chowringhee ନାମକ ଏକ ପୁସ୍ତକ 1962ରେ ରଚନା କରିଥିଲେ । ତାହା ଏହି ଅଞ୍ଚଳ ଉପରେ ପର୍ଯ୍ୟବସିତ ଥିଲା । ତାହା ବହୁ ଜନ ଆଦୃତ ହେଇଥିଲା । [୯]ପିନକୀ ମୁଖାର୍ଜୀ ଏହା ଉପରେ ବେଶିତ କରି ଏକ ଫିଲ୍ମ ନିର୍ମାଣ କରିଥିଲେ । [୧୦]
1981 ମସିହାରେ ଅପର୍ଣା ସେନ , 36 Chowringhee Lane, ନାମକ ଏକ ଫିଲ୍ମ ନିଜ ନିର୍ଦ୍ଦେଶନାରେ ନିର୍ମାଣ କରୁଥିଲେ । ଏହାର କାହାଣୀ ଏଠାରେ ଏକ ସାନ ଘରେ ଏକାକିତ୍ୱ ଜୀବନ ବିତଉଥିବା ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ବୟସ୍କ ସ୍କୁଲ ଶିକ୍ଷକ ଙ୍କ ବିଷୟବସ୍ତୁ ଉପରେ ଆଧାରିତ ଥିଲା । [୧୧]
ଗ୍ୟାଲେରି
[ସମ୍ପାଦନା]-
Industry House on Abanindranath Tagore Sarani
-
Pantaloon outlet on Abanindranath Tagore Sarani
-
St. Thomas Church adjacent to Loreto House on Middleton Row
-
KFC outlet on Middleton Row
-
Park Street flyover
ଆଧାର
[ସମ୍ପାଦନା]- ↑ "Mapquest Chowringhee". Archived from the original on 16 ଅଗଷ୍ଟ 2023. Retrieved 15 ଜାନୁଆରୀ 2007.
- ↑ "Tax lawyer is CPM candidate for Chowringhee seat". The Hindu Business Line, 18 February 2006. Retrieved 16 ଜାନୁଆରୀ 2008.
- ↑ Nair, P. Thankappan in The Growth and Development of Old Calcutta, in Calcutta, the Living City, Vol.
- ↑ Cotton, H.E.A., pp. 230-236.
- ↑ Cotton, H.E.A., Calcutta Old and New, 1909/1980, p. 19, General Printers and Publishers Pvt.
- ↑ "New Market Police Station". Kolkata Police. Archived from the original on 27 ସେପ୍ଟେମ୍ବର 2007. Retrieved 16 ଜାନୁଆରୀ 2008.
- ↑ "Park Street Police Station". Kolkata Police. Archived from the original on 16 ଅପ୍ରେଲ 2007. Retrieved 16 ଜାନୁଆରୀ 2008.
- ↑ "Provisional Population Totals, Table 4". Population, Decadal Growth Rate, Density and General Sex Ratio by Residence and Sex, West Bengal/ District/ Sub District, 1991 and 2001. Census Commission of India. Archived from the original on 27 ସେପ୍ଟେମ୍ବର 2007. Retrieved 10 ଅକ୍ଟୋବର 2007.
- ↑ "Details of Chwringhee". Indiatimes Shopping. Retrieved 16 ଜାନୁଆରୀ 2008.
- ↑ "Chwringhee (1968)". imdb.com. Retrieved 16 ଜାନୁଆରୀ 2008.
- ↑ "36 Chowringhee Lane (1981)". imdb.com. Retrieved 16 ଜାନୁଆରୀ 2008.