ଚିଥ୍ରାରାଳ ଜୈନ ମନ୍ଦିର
ଦେଖଣା
ଚିଥ୍ରାରାଳ ଜୈନ ମନ୍ଦିର | |
---|---|
Chitharal Jain Monuments | |
Religion | |
ଅନୁବନ୍ଧଗୁଡ଼ିକ | Jainism |
Location | |
ସ୍ଥାନ | Marthandam, Kanyakumari district, Tamil Nadu |
ଚିଥ୍ରାରାଳ ଜୈନ ମନ୍ଦିର ଭାରତୀୟ ରାଜ୍ୟ ତାମିଲନାଡୁର କନ୍ୟାକୁମାରୀଠାରେ ଚିଥ୍ରାରାଳ ଗ୍ରାମ ନିକଟସ୍ଥ ଏକ ପାହାଡ ଉପରେ ନବମ ଶତାବ୍ଦୀରେ ନିର୍ମିତ ଏକ ଜୈନ ପ୍ରଶିକ୍ଷଣ କେନ୍ଦ୍ରର ଭଗ୍ନାବଶେଷ ।
ସ୍ଥପତ୍ୟ
[ସମ୍ପାଦନା]ଏହି ଭଗ୍ନାବଶେଷ ମାରଥାଣ୍ଡମଠାରୁ 7 କିଲୋମିଟର ଓ କନ୍ୟାକୁମାରୀଠାରୁ 55 କିଲୋମିଟର ଦୂରରେ ଅବସ୍ଥିତ । [ଆଧାର ଲୋଡ଼ା]
ଚିତ୍ରାରାଳର ଇତିହାସିକ ନାମ ଚିରୁଚରନାଥୁପଲ୍ଲୀ ଥିଲା , ଯାହାକୁ ଦିଗମ୍ବର ଜୈନମାନେ ଆବାସ କରିଥିଲେ । ଏଠାରେ ଥିବା ପାହାଡରେ ଥିବା ଗୁମ୍ଫାରେ ପ୍ରସ୍ତର ଖୋଦିତ ତିରଥଙ୍କର ଓ ଅନନ୍ୟ ଆରାଧ୍ୟଙ୍କ ମୂର୍ତି ରହିଛି । ଏହା ସବୁ ନବମ ଶତାବ୍ଦୀର କୀର୍ତ୍ତି ।[୧][୨] ଏଠାରେ ପ୍ରସରରୁ ଖୋଦିତଦେବୀ ଧର୍ମଦେବୀ[୩]ଙ୍କ ମୂର୍ତି ମଧ୍ୟ ରହିଛି । 610 ମସିହାରୁ 640 ମସିହା ଯାଏ ରାଜୁତି କରିଥିବା ରାଜା ମହେନ୍ଦ୍ରବର୍ମନଙ୍କଦ୍ୱାରା ଜୈନ ଧର୍ମର ପ୍ରସାରଣକୁ ଉତଶାହ ମିଳିଥିଲା ।
ଗ୍ୟାଲେରି
[ସମ୍ପାଦନା]-
Chitharal Jain Temple
-
Chitharal Jain Temple
-
Chitral Temple 1
-
Chitral Temple 2
-
Chitral Temple Top
-
Jain art & carvings at Chitharal Jain Temple
-
Jain art & carvings at Chitharal Jain Temple
-
Jaina-bas Relief 1
-
Jaina-bas Relief 2
-
Jaina-bas Relief 3
ପୁନଶ ଦେଖଣା
[ସମ୍ପାଦନା]- Jainism in Kerala