ଚିଥ୍ରାରାଳ ଜୈନ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଚିଥ୍ରାରାଳ ଜୈନ ମନ୍ଦିର
Chitharal Jain Monuments
ଚିଥ୍ରାରାଳ ଜୈନ ମନ୍ଦିର
Basic information
LocationMarthandam, Kanyakumari district, Tamil Nadu
AffiliationJainism

ଚିଥ୍ରାରାଳ ଜୈନ ମନ୍ଦିର ଭାରତୀୟ ରାଜ୍ୟ ତାମିଲନାଡୁର କନ୍ୟାକୁମାରୀଠାରେ ଚିଥ୍ରାରାଳ ଗ୍ରାମ ନିକଟସ୍ଥ ଏକ ପାହାଡ ଉପରେ ନବମ ଶତାବ୍ଦୀରେ ନିର୍ମିତ ଏକ ଜୈନ ପ୍ରଶିକ୍ଷଣ କେନ୍ଦ୍ରର ଭଗ୍ନାବଶେଷ । 

ସ୍ଥପତ୍ୟ [ସମ୍ପାଦନା]

ଏହି ଭଗ୍ନାବଶେଷ ମାରଥାଣ୍ଡମ ଠାରୁ 7 କିଲୋମିଟର ଓ କନ୍ୟାକୁମାରୀ ଠାରୁ 55 କିଲୋମିଟର ଦୂରରେ ଅବସ୍ଥିତ । [ଆଧାର ଲୋଡ଼ା]

 ଚିତ୍ରାରାଳର ଇତିହାସିକ ନାମ ଚିରୁଚରନାଥୁପଲ୍ଲୀ ଥିଲା , ଯାହାକୁ ଦିଗମ୍ବର ଜୈନ ମାନେ ଆବାସ କରିଥିଲେ । ଏଠାରେ ଥିବା ପାହାଡରେ ଥିବା ଗୁମ୍ଫାରେ ପ୍ରସ୍ତର ଖୋଦିତ ତିରଥଙ୍କର ଓ ଅନନ୍ୟ ଆରାଧ୍ୟଙ୍କ ମୂର୍ତି ରହିଛି । ଏହା ସବୁ  ନବମ ଶତାବ୍ଦୀର କୀର୍ତି ।[୧][୨] ଏଠାରେ ପ୍ରସରରୁ ଖୋଦିତଦେବୀ ଧର୍ମଦେବୀ[୩]ଙ୍କ ମୂର୍ତି ମଧ୍ୟ ରହିଛି । 610 ମସିହାରୁ 640 ମସିହା ଯାଏ ରାଜୁତି କରିଥିବା ରାଜା ମହେନ୍ଦ୍ରବର୍ମନଙ୍କଦ୍ୱାରା ଜୈନ ଧର୍ମର ପ୍ରସାରଣକୁ ଉତଶାହ ମିଳିଥିଲା । 

ଗେଲେରୀ [ସମ୍ପାଦନା]

Chithral Jain Monument with Naga prathishta

ପୁନଶ ଦେଖଣା [ସମ୍ପାଦନା]

  • Jainism in Kerala

ଆଧାର ସମୂହ [ସମ୍ପାଦନା]

  1. Anon (2005). Tourist Guide to South India. Sura Books. pp. 128–129.
  2. Rangarajan, H; Kamalakar, G; Reddy, AKVS; Venkatachalam, K (2001). Jainism: Art, Architecture, Literature & Philosophy. Sharada. p. 43.
  3. Shah, Umakant P (1987). Jaina Iconography. Abhinav Publications. p. 251.

ବାହ୍ୟ ଆଧାର [ସମ୍ପାଦନା]