ଚାରୁସିତା ଚକ୍ରବର୍ତ୍ତୀ
ଦେଖଣା
ଚାରୁସିତା ଚକ୍ରବର୍ତ୍ତୀ (୧୯୬୪-୨୦୧୬) ଜଣେ ଭାରତୀୟ ଶିକ୍ଷାବିଦ ଓ ବୈଜ୍ଞାନିକ ଥିଲେ । ୧୯୯୯ ଯାଏ ସେ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଦିଲ୍ଲୀରେ ରସାୟନ ବିଜ୍ଞାନରେ ଜଣେ ପ୍ରଫେସର ଥିଲେ । ରାସାୟିନିକ ବିଜ୍ଞାନରେ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୯ ମସିହାରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୯୯ ମସିହାରେ ତାଙ୍କୁ ବି.ଏମ. ବିର୍ଲା ସାଇନ୍ସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।[୧][୨] ସେ ବେଙ୍ଗାଳୁରୁ ସ୍ଥିତ ଜବାହରଲାଲ ନେହରୁ ସେଣ୍ଟର ଫର ଆଡ଼ଭାନ୍ସଡ଼ ସାଇଣ୍ଟିଫିକ ସେଣ୍ଟରର ଫର କମ୍ପ୍ୟୁଟେସନାଲ ମ୍ୟାଟେରିଆଲ ସାଇନ୍ସର ଜଣେ ସହଯୋଗୀ ସଦସ୍ୟ ଥିଲେ ।[୩]
ନିର୍ବାଚିତ ରଚନା
[ସମ୍ପାଦନା]ଚକ୍ରବର୍ତ୍ତୀଙ୍କ କେତେକ ନିର୍ବାଚିତ ପ୍ରକାଶନ ଓ ମିଳିତ ଗବେଷଣା କାମ:[୨]
- Agarwal, M., Singh, M., Jabes, S. B., and Charusita Chakravarty, Excess entropy scaling of transport properties in network-forming ionic melts (SiO2 and BeF2). J. Chem. Phys. 2011, 134, 014502
- Sharma, R., Agarwal, M. and Charusita, C. Estimating the entropy of liquids from atom-atom radial distribution functions: silica, beryllium fluoride and water. Mol. Phys. 2008, 106, 1925.
- Agarwal, M. and Chakravarty, C. Waterlike structural and excess entropy anomalies in liquid beryllium fluoride. J. Phys. Chem. B, 2007, 111, 13294.
- Sharma, R., Nath, Chakraborty, S. N. and Charusita C. Entropy, Diffusivity and Structural Order in Liquids with Water-like Anomalies. J. Chem. Phys. 2006, 125, 204501.
- Mudi, A.; Chakravarty,C. Multiple Time-scale Behaviour of the Hydrogen Bond Network in Water. J. Phys. Chem. B, 2004, 108, 19607.
ଆଧାର
[ସମ୍ପାଦନା]- ↑ "Elixir of Life: Charusita Chakravarty". India Today. Retrieved 15 March 2014.
{{cite news}}
: More than one of|accessdate=
and|access-date=
specified (help) - ↑ ୨.୦ ୨.୧
{{cite web}}
: Empty citation (help) - ↑ http://www.jncasr.ac.in/ccms/members/associate/index.html