ଚାରୁସିତା ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ

ଚାରୁସିତା ଚକ୍ରବର୍ତ୍ତୀ (୧୯୬୪-୨୦୧୬) ଜଣେ ଭାରତୀୟ ଶିକ୍ଷାବିଦ ଓ ବୈଜ୍ଞାନିକ ଥିଲେ । ୧୯୯୯ ଯାଏ ସେ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଦିଲ୍ଲୀରେ ରସାୟନ ବିଜ୍ଞାନରେ ଜଣେ ପ୍ରଫେସର ଥିଲେ । ରାସାୟିନିକ ବିଜ୍ଞାନରେ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୯ ମସିହାରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୯୯ ମସିହାରେ ତାଙ୍କୁ ବି.ଏମ. ବିର୍ଲା ସାଇନ୍ସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।[୧][୨]  ସେ ବେଙ୍ଗାଳୁରୁ ସ୍ଥିତ ଜବାହରଲାଲ ନେହରୁ ସେଣ୍ଟର ଫର ଆଡ଼ଭାନ୍ସଡ଼ ସାଇଣ୍ଟିଫିକ ସେଣ୍ଟରର ଫର କମ୍ପ୍ୟୁଟେସନାଲ ମ୍ୟାଟେରିଆଲ ସାଇନ୍ସର ଜଣେ ସହଯୋଗୀ ସଦସ୍ୟ ଥିଲେ ।[୩]

ନିର୍ବାଚିତ ରଚନା[ସମ୍ପାଦନା]

ଚକ୍ରବର୍ତ୍ତୀଙ୍କ କେତେକ ନିର୍ବାଚିତ ପ୍ରକାଶନ ଓ ମିଳିତ ଗବେଷଣା କାମ:[୨]

  1. Agarwal, M., Singh, M., Jabes, S. B., and Charusita Chakravarty, Excess entropy scaling of transport properties in network-forming ionic melts (SiO2 and BeF2). J. Chem. Phys. 2011, 134, 014502
  2. Sharma, R., Agarwal, M. and Charusita, C. Estimating the entropy of liquids from atom-atom radial distribution functions: silica, beryllium fluoride and water. Mol. Phys. 2008, 106, 1925.
  3. Agarwal, M. and Chakravarty, C. Waterlike structural and excess entropy anomalies in liquid beryllium fluoride. J. Phys. Chem. B, 2007, 111, 13294.
  4. Sharma, R., Nath, Chakraborty, S. N. and Charusita C. Entropy, Diffusivity and Structural Order in Liquids with Water-like Anomalies. J. Chem. Phys. 2006, 125, 204501.
  5. Mudi, A.; Chakravarty,C. Multiple Time-scale Behaviour of the Hydrogen Bond Network in Water. J. Phys. Chem. B, 2004, 108, 19607.

ଆଧାର[ସମ୍ପାଦନା]

  1. "Elixir of Life: Charusita Chakravarty". India Today. Retrieved 15 March 2014. {{cite news}}: More than one of |accessdate= and |access-date= specified (help)
  2. ୨.୦ ୨.୧ {{cite web}}: Empty citation (help)
  3. http://www.jncasr.ac.in/ccms/members/associate/index.html

ବାହାର ଲିଙ୍କ[ସମ୍ପାଦନା]