ଗୋଲ ମରିଚ
Appearance
ଗୋଲ ମରିଚ | |
---|---|
କିଛି କଢ଼ସହ ଗୋଲମରିଚ ଗୁଳ୍ମ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
Clade: | Magnoliids |
Order: | Piperales |
Family: | Piperaceae |
Genus: | Piper |
ଜାତି: | ପ ନିଗ୍ରମ |
ବାଇନୋମିଆଲ ନାମ | |
ପ ନିଗ୍ରମ |
ଗୋଲ ମରିଚ(ପାଇପର୍ ନିଗ୍ରମ୍) ଏକ ପିପରାସି ପରିବାରର ପୁଷ୍ପଜାତୀୟ ଫୁଲ ଦ୍ରାକ୍ଷାଲତା । ଏହା ତାହାର ଫଳ (ଗୋଲମରିଚ) ପାଇଁ ଚାଷ କରାଯାଏ ଓ ଏହି ଫଳକୁ ଶୁଖାଇ ମସଲା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ ।ଯାହା ଏକ ଗୋଲ ମରିଚ ଗୁଣ୍ଡ ଭାବରେ ଜଣାଶୁଣା| ଏହି ଫଳ ହେଉଛି ଏକ ଡ୍ରପ୍ (ପଥର ଫଳ) ଯାହା ପ୍ରାୟ 5 ମିମି (0.20 ଇନ୍) ବ୍ୟାସ (ସତେଜ ଏବଂ ସମ୍ପୂର୍ଣ୍ଣ ପରିପକ୍ୱ) |
ପ୍ରକାର
[ସମ୍ପାଦନା]ବିଭିନ୍ନ ପ୍ରକାରର ଗୋଲମରିଚ ଦେଖିବାକୁ ମିଳିଥାଏ। ଯେପରିକି
- କଳା ମରିଚ
- ଧଳା ମରିଚ
- ସବୁଜ ମରିଚ
- ଜଙ୍ଗଲୀ ମରିଚ
- କମଳା ଏବଂ ନାଲି ମରିଚ
- ଗୋଲାପୀ ମରିଚ
ଆଧାର
[ସମ୍ପାଦନା]- ↑ "Piper nigrum", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 2 ମାର୍ଚ୍ଚ 2008
{{citation}}
: Invalid|mode=CS1
(help)