ଖୋ ଖୋ
ଦେଖଣା
ନିୟମାବଳୀ , ପ୍ରାନ୍ତର ଆକୃତି ଓ ବ୍ୟବହୁତ ଉପକରଣ
[ସମ୍ପାଦନା][[ଫାଇଲ:Kho_Kho_field_1.jpg|thumb|200x200_ପିକସେଲ|ଖୋ ଖୋ ପିଚଖୋ ଖୋ ମୁଖ୍ୟତ ଭାରତୀୟ ଉପମହାଦେଶୀୟ ଦେଶ ସମୂହରେ ଖେଳ ଯାଉଥିବା ଏକ ଦଳଗତ କ୍ରୀଡ଼ା । ଦକ୍ଷିଣ ଏସିଆ ଉପମହାଦେଶରେ କବାଡି ଓ ଖୋ ଖୋ ଏହି ଦୁଇଟି ଖୁବ ଜନପ୍ରିୟ ଖେଳ ଯାହା ସର୍ବତ୍ର ଖେଳା ଯାଇ ପାରେ । ଏଥିରେ ଉପକରଣ ବିଶେଷ କିଛି ଲାଗୁ ନଥିବା ବେଳେ ସାଧାରଣ ପ୍ରାନ୍ତରରେ ମଧ୍ୟ ଖେଳା ଯାଇପାରେ । ଗୋଟିଏ ଦଳରେ 12 ଜଣ ଲେଖା ଖେଳାଳି ଖେଳି ଥାଆନ୍ତି । ଏହି କ୍ରୀଡ଼ା ଏବେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ପ୍ରଚଳନ ହେଲାଣି ।
== ଖେଳର ଇତିହାସ ==]
ଆଧାର
[ସମ୍ପାଦନା]ପୁନଶ୍ଚ ପଠନ
[ସମ୍ପାଦନା]- Gupta, K.; Gupta, Amita, eds. (2006), Concise Encyclopaedia of India, 3, New Delhi: Atlantic, pp. 966, 986, ISBN 81-269-0639-1