ଖୋ ଖୋ
Jump to navigation
Jump to search
ଖୋ ଖୋ ମୁଖ୍ୟତ ଭାରତୀୟ ଉପମହାଦେଶୀୟ ଦେଶ ସମୂହରେ ଖେଳ ଯାଉଥିବା ଏକ ଦଳଗତ କ୍ରିଡା । ଦକ୍ଷିଣ ଏସିଆ ଉପମହାଦେଶରେ କବାଡି ଓ ଖୋ ଖୋ ଏହି ଦୁଇଟି ଖୁବ ଜନପ୍ରିୟ ଖେଳ ଯାହା ସର୍ବତ୍ର ଖେଳା ଯାଇ ପାରେ । ଏଥିରେ ଉପକରଣ ବିଶେଷ କିଛି ଲାଗୁ ନଥିବା ବେଳେ ସାଧାରଣ ପ୍ରାନ୍ତରରେ ମଧ୍ୟ ଖେଳା ଯାଇପାରେ । ଗୋଟିଏ ଦଳରେ 12 ଜଣ ଲେଖା ଖେଳାଳି ଖେଳି ଥାଆନ୍ତି । ଏହି କ୍ରିଡା ଏବେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ପ୍ରଚଳନ ହେଲାଣି ।
ଖେଳର ଇତିହାସ [ସମ୍ପାଦନା]
ନିୟମାବଳୀ , ପ୍ରାନ୍ତର ଆକୃତି ଓ ବ୍ୟବହୁତ ଉପକରଣ [ସମ୍ପାଦନା]
ଆଧାର [ସମ୍ପାଦନା]
ପୁନଶ୍ଚ ପଠନ [ସମ୍ପାଦନା]
- Gupta, K.; Gupta, Amita, eds. (2006), Concise Encyclopaedia of India, 3, New Delhi: Atlantic, pp. 966, 986, ISBN 81-269-0639-1