କାସ୍ପିଆନ ସାଗର
କାସ୍ପିଆନ ସାଗର | |
---|---|
Xəzər dənizi / دریای کاسپین، دریای خزر / Каспий теңізі / Каспийское море / Hazar deňzi | |
ଦିଗବାରେଣି | 41°40′N 50°40′E / 41.667°N 50.667°E |
Type | Endorheic, Saline, Permanent, Natural |
ପ୍ରାଥମିକ ଭିତରଧାରା | ଭୋଲଗା ନଦୀ, ଉରାଳ ନଦୀ, କୁର ନଦୀ, ତେରେକ ନଦୀ |
ପ୍ରାଥମିକ ବାହାରଧାରା | Evaporation |
ଅବବାହିକା | 3,626,000 km2 (1,400,000 sq mi)[୧] |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ତୁର୍କମେନିସ୍ତାନ, କାଜାଖସ୍ତାନ, ଋଷିଆ, ଆଜରବାଇଜାନ, ଇରାନ |
ସର୍ବାଧିକ ଲମ୍ବ | 1,030 km (640 mi) |
ସର୍ବାଧିକ ଓସାର | 435 km (270 mi) |
କ୍ଷେତ୍ରଫଳ | 371,000 km2 (143,200 sq mi) |
ହାରାହାରି ଗଭୀରତା | 211 m (690 ft) |
ସର୍ବାଧିକ ଗଭୀରତା | 1,025 m (3,360 ft) |
ପାଣିର ଆୟତନ | 78,200 km3 (18,800 cu mi) |
ଧାରଣ ସମୟ | 250 years |
ମୁହାଣ ଲମ୍ବ1 | 7,000 km (4,300 mi) |
ଭୂମି ଉଚ୍ଚତା | −28 m (−92 ft) |
Islands | 26+ |
ଜନବସତି | Baku (Azerbaijan), Anzali (Iran), Aktau (Kazakhstan), Makhachkala (Russia), Türkmenbaşy (Turkmenistan) (see article) |
ଆଧାର | [୧] |
1 ମୁହାଣ ଲମ୍ବା not a well-defined measure. |
କାସ୍ପିଆନ ସାଗର (ଫରାସୀ: دریای مازندران, ଦରୟା-ଏ-ମାଞ୍ଜଦରାନ), ଏସିଆର ଏକ ଝରଣା ଅଟେ ଯେପରି ନିଜର ବୃହତ ଆକାର କାରଣରୁ ସାଗର କୁହ ଯାଇଥାଏ । ମଧ୍ୟ ଏସିଆରେସ୍ଥିତ ଏହି ଝରଣା କ୍ଷେତ୍ରଫଳ ହିସାବରେ ବିଶ୍ୱର ସବୁଠାରୁ ବଡ଼ ଝରଣା ଅଟେ । ଏହାର କ୍ଷେତ୍ରଫଳ ୪,୩୦,୦୦୦ ବର୍ଗ କିଲୋମିଟର ତଥା ଆୟତନ ୭୮,୨୦୦ ଘନ କିଲୋମିଟର ହୋଇଥାଏ । ଏହାର କୌଣସି ବାହ୍ୟଗମନ ହୋଇ ନଥାଏ ଏବଂ ପାଣି କେବଳ ବାଷ୍ପିକରଣଦ୍ୱାରା ବାହାରକୁ ଯାଇଥାଏ । ଐତିହାସିକ ରୂପରେ ଏହା "କଳା ସାଗର" , "ଈଜିୟନ ସାଗର" ଏବଂ ଏହିପରି "ଭୂମଧ୍ୟ ସାଗର" ସହିତ ଯୋଡ଼ି ହୋଇଥାଏ ବୋଲି ମାନନ୍ତି , ଯାହା କାରଣରୁ ଏହାର ଅଧିକ ଘନତ୍ୱର ଆଧାରରେ ଏହାକୁ ଝରଣା କହିବା ଉଚିତ ନୁହେଁ । ଏହାର ଖାରପଣ ୧.୨ ପ୍ରତିଶତ ହୋଇଥାଏ ଯାହା ବିଶ୍ୱର ସମସ୍ତ ସମୁଦ୍ରର ଖାରପଣଠାରୁ ଭିନ୍ନ ଅଟେ ।
ନାମୋତ୍ପତ୍ତି
[ସମ୍ପାଦନା]ସାଗରର ଦକ୍ଷିଣପଶ୍ଚିମାଞ୍ଚଳରେ ବାସ କରୁଥିବା "କାସ୍ପି" ନାମକ ଆଦିମ ଅଧିବାସୀଙ୍କ ନାମରୁ କାସ୍ପିଆନ ସାଗର ନାମିତ ହୋଇଛି ।[୨]
ବିବରଣୀ
[ସମ୍ପାଦନା]କାସ୍ପିଆନ ସାଗରରେ ବିଶ୍ୱର ସମସ୍ତ ଝରଣାର ମୋଟ ଜଳର ୪୦-୪୪ % ପ୍ରତିଶତ ଜଳ ରହିଥାଏ । ତୁର୍କମେନିସ୍ତାନ, କାଜାଖସ୍ତାନ , ଋଷିଆ , ଆଜରବାଇଜାନ , ଇରାନ ଏହାର ତଟବର୍ତ୍ତୀ ଦେଶ ଅଟେ । ଏହାର ଉତ୍ତର ଭାଗର ଗଭୀରତା ୫- ୬ ମିଟର ହୋଇଥାଏ , ଯେଉଁଠାରେ କି ଦକ୍ଷିଣ ଭାଗର ଗଭୀରତା ୧୦୦୦ ମିଟର ପାଖାପାଖି ହୋଇଥାଏ । କାସ୍ପିଆନ ସାଗରକୁ ପ୍ରାଚୀନ ମାନଚିତ୍ରରେ ଫାଜ୍ୱିନ ମଧ୍ୟ କୁହାଯାଇଥାଏ । ଏହା ଛଡ଼ା ଏହାକୁ ଈରାନରେ ଦରୟା-ଏ-ମାଞ୍ଜଦରାନ ମଧ୍ୟ କୁହା ଯାଇଥାଏ । ୟୁରୋପରୁ ଆସିଥିବା "ବ୍ଲୋଗା ନଦୀ" ଯାହା ୟୁରୋପର ୨୦% ଭୂମିର କ୍ଷେତ୍ରକୁ ସିଞ୍ଚି ଥାଏ, କାସ୍ପିଆନ ସାଗରର ୮୦% ଜଳର ସ୍ରୋତ ହୋଇଥାଏ । ଏହା ଛଡ଼ା ଅନ୍ୟ ମୁଖ୍ୟ ସ୍ରୋତ ୟୁରାଳ ନଦୀ ଅଟେ । ଏହି ସାଗରରେ ବହୁତ ଦ୍ୱୀପ ରହିଛି , ଯେଉଁଥିରେ ଆଁଗୁର୍ଜା ଆଡା ସବୁଠାରୁ ବଡ଼ ଦ୍ୱୀପ ଅଟେ ଯାହାର ଲମ୍ବା ୪୭ କିମି ଅଟେ ।
କିଛି ବଛା ଚିତ୍ର
[ସମ୍ପାଦନା]-
MODISଦ୍ୱାରା ପରିକ୍ରମା ପରିକ୍ରମା କରୁଥିବା ଟେରା (ଉପଗ୍ରହ)ଦ୍ୱାରା ନିଆ ଯାଇଥିବା ଚିତ୍ର
-
କାସ୍ପିଆନ ସାଗର ତଟ, ତୁର୍କମେନିସ୍ତାନ
-
କାସ୍ପିଆନ ସାଗର ତଟ, ବନ୍ଦର ଅଞ୍ଜଳି, ଇରାନ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ van der Leeden, Troise, and Todd, eds., The Water Encyclopedia. Second Edition. Chelsea F.C., MI: Lewis Publishers, 1990, p. 196.
- ↑ Caspian Sea Archived 2008-01-07 at the Wayback Machine. in Encyclopædia Britannica.
ଅଧିକ ତଥ୍ୟ
[ସମ୍ପାଦନା]- कैस्पियन सागर क्षेत्र
- कैस्पियन वातावरण कार्यक्रम
- टार्गेट: कैस्पियन सी ऑयल जॉन रॉब, २००४
- डेटिंग कैस्पियन सी लेवल चेन्जेज़ Archived 2011-07-24 at the Wayback Machine.