କାସ୍ପିଆନ ସାଗର

Coordinates: 41°40′N 50°40′E / 41.667°N 50.667°E / 41.667; 50.667
ଉଇକିପିଡ଼ିଆ‌ରୁ
କାସ୍ପିଆନ ସାଗର‌
Xəzər dənizi / دریای کاسپین، دریای خزر / Каспий теңізі / Каспийское море / Hazar deňzi
The Caspian Sea as taken by the MODIS on the orbiting Terra satellite, June 2003
ଦିଗବାରେଣି41°40′N 50°40′E / 41.667°N 50.667°E / 41.667; 50.667
TypeEndorheic, Saline, Permanent, Natural
ପ୍ରାଥମିକ ଭିତରଧାରାଭୋଲଗା ନଦୀ, ଉରାଳ ନଦୀ, କୁର ନଦୀ, ତେରେକ ନଦୀ
ପ୍ରାଥମିକ ବାହାରଧାରାEvaporation
ଅବବାହିକା3,626,000 km2 (1,400,000 sq mi)[୧]
ନିଷ୍କାସନ କ୍ଷେତ୍ରସ୍ଥ  ଦେଶତୁର୍କମେନିସ୍ତାନ, କାଜାଖସ୍ତାନ, ଋଷିଆ, ଆଜରବାଇଜାନ, ଇରାନ
ସର୍ବାଧିକ ଲମ୍ବ1,030 km (640 mi)
ସର୍ବାଧିକ ଓସାର435 km (270 mi)
କ୍ଷେତ୍ରଫଳ371,000 km2 (143,200 sq mi)
ହାରାହାରି ଗଭୀରତା211 m (690 ft)
ସର୍ବାଧିକ ଗଭୀରତା1,025 m (3,360 ft)
ପାଣିର ଆୟତନ78,200 km3 (18,800 cu mi)
ଧାରଣ ସମୟ250 years
ମୁହାଣ ଲମ୍ବ17,000 km (4,300 mi)
ଭୂମି ଉଚ୍ଚତା−28 m (−92 ft)
Islands26+
ଜନବସତିBaku (Azerbaijan), Anzali (Iran), Aktau (Kazakhstan), Makhachkala (Russia), Türkmenbaşy (Turkmenistan) (see article)
ଆଧାର[୧]
1 ମୁହାଣ ଲମ୍ବା not a well-defined measure.

କାସ୍ପିଆନ ସାଗର‌ (ଫରାସୀ: دریای مازندران, ଦରୟା-ଏ-ମାଞ୍ଜଦରାନ), ଏସିଆର ଏକ ଝରଣା ଅଟେ ଯେପରି ନିଜର ବୃହତ ଆକାର କାରଣରୁ ସାଗର କୁହ ଯାଇଥାଏ । ମଧ୍ୟ ଏସିଆରେସ୍ଥିତ ଏହି ଝରଣା କ୍ଷେତ୍ରଫଳ ହିସାବରେ ବିଶ୍ୱର ସବୁଠାରୁ ବଡ଼ ଝରଣା ଅଟେ । ଏହାର କ୍ଷେତ୍ରଫଳ ୪,୩୦,୦୦୦ ବର୍ଗ କିଲୋମିଟର ତଥା ଆୟତନ ୭୮,୨୦୦ ଘନ କିଲୋମିଟର ହୋଇଥାଏ । ଏହାର କୌଣସି ବାହ୍ୟଗମନ ହୋଇ ନଥାଏ ଏବଂ ପାଣି କେବଳ ବାଷ୍ପିକରଣଦ୍ୱାରା ବାହାରକୁ ଯାଇଥାଏ । ଐତିହାସିକ ରୂପରେ ଏହା "କଳା ସାଗର" , "ଈଜିୟନ ସାଗର" ଏବଂ ଏହିପରି "ଭୂମଧ୍ୟ ସାଗର" ସହିତ ଯୋଡ଼ି ହୋଇଥାଏ ବୋଲି ମାନନ୍ତି , ଯାହା କାରଣରୁ ଏହାର ଅଧିକ ଘନତ୍ୱର ଆଧାରରେ ଏହାକୁ ଝରଣା କହିବା ଉଚିତ ନୁହେଁ । ଏହାର ଖାରପଣ ୧.୨ ପ୍ରତିଶତ ହୋଇଥାଏ ଯାହା ବିଶ୍ୱର ସମସ୍ତ ସମୁଦ୍ରର ଖାରପଣଠାରୁ ଭିନ୍ନ ଅଟେ ।

ନାମୋତ୍ପତ୍ତି[ସମ୍ପାଦନା]

ସାଗରର ଦକ୍ଷିଣପଶ୍ଚିମାଞ୍ଚଳରେ ବାସ କରୁଥିବା "କାସ୍ପି" ନାମକ ଆଦିମ ଅଧିବାସୀଙ୍କ ନାମରୁ କାସ୍ପିଆନ ସାଗର‌ ନାମିତ ହୋଇଛି ।[୨]

ବିବରଣୀ[ସମ୍ପାଦନା]

କାସ୍ପିଆନ ସାଗର‌ରେ ବିଶ୍ୱର ସମସ୍ତ ଝରଣାର ମୋଟ ଜଳର ୪୦-୪୪ % ପ୍ରତିଶତ ଜଳ ରହିଥାଏ । ତୁର୍କମେନିସ୍ତାନ, କାଜାଖସ୍ତାନ , ଋଷିଆ , ଆଜରବାଇଜାନ , ଇରାନ ଏହାର ତଟବର୍ତ୍ତୀ ଦେଶ ଅଟେ । ଏହାର ଉତ୍ତର ଭାଗର ଗଭୀରତା ୫- ୬ ମିଟର ହୋଇଥାଏ , ଯେଉଁଠାରେ କି ଦକ୍ଷିଣ ଭାଗର ଗଭୀରତା ୧୦୦୦ ମିଟର ପାଖାପାଖି ହୋଇଥାଏ । କାସ୍ପିଆନ ସାଗର‌କୁ ପ୍ରାଚୀନ ମାନଚିତ୍ରରେ ଫାଜ୍ୱିନ ମଧ୍ୟ କୁହାଯାଇଥାଏ । ଏହା ଛଡ଼ା ଏହାକୁ ଈରାନରେ ଦରୟା-ଏ-ମାଞ୍ଜଦରାନ ମଧ୍ୟ କୁହା ଯାଇଥାଏ । ୟୁରୋପରୁ ଆସିଥିବା "ବ୍ଲୋଗା ନଦୀ" ଯାହା ୟୁରୋପର ୨୦% ଭୂମିର କ୍ଷେତ୍ରକୁ ସିଞ୍ଚି ଥାଏ, କାସ୍ପିଆନ ସାଗର‌ର ୮୦% ଜଳର ସ୍ରୋତ ହୋଇଥାଏ । ଏହା ଛଡ଼ା ଅନ୍ୟ ମୁଖ୍ୟ ସ୍ରୋତ ୟୁରାଳ ନଦୀ ଅଟେ । ଏହି ସାଗରରେ ବହୁତ ଦ୍ୱୀପ ରହିଛି , ଯେଉଁଥିରେ ଆଁଗୁର୍ଜା ଆଡା ସବୁଠାରୁ ବଡ଼ ଦ୍ୱୀପ ଅଟେ ଯାହାର ଲମ୍ବା ୪୭ କିମି ଅଟେ ।

କିଛି ବଛା ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ van der Leeden, Troise, and Todd, eds., The Water Encyclopedia. Second Edition. Chelsea F.C., MI: Lewis Publishers, 1990, p. 196.
  2. Caspian Sea Archived 2008-01-07 at the Wayback Machine. in Encyclopædia Britannica.

ଅଧିକ ତଥ୍ୟ[ସମ୍ପାଦନା]