କବି
Occupation | |
---|---|
Names | Poet, troubador, bard |
Vocation | |
Activity sectors | Literary |
Description | |
Competencies | Writing |
Education required | None |
Related jobs | Novelist, writer, lyricist |
କବି ଜଣେ ବ୍ୟକ୍ତି ଯିଏ କବିତା ଲେଖିଥାଆନ୍ତି । . କବିତାର ବ୍ୟାଖ୍ୟା ଭିନ୍ନ ପ୍ରକାରରେ ହେଇପାରେ । ତାହା ସ୍ଥଳ ବିଶେଷ , ସମୟାନୁସାରେ ବଦଳି ଥାଏ । କବି ତାଙ୍କ କବିତାକୁ ଲେଖା ଆକାରରେ ବା ଦର୍ଶକଙ୍କ ଆଗରେ ପ୍ରଦର୍ଶନ ଜରିଆରେ ଉପସ୍ଥାପନ କରି ଥାନ୍ତି ।
କବିତା ଲିଖନ ବାସ୍ତବରେ ଏକ ଯୋଗାଯୋଗ ମାଧ୍ୟମ । କବିତା କୌଣଶୀ ଦ୍ରବ୍ୟ, ଘଟଣା , ବିଷୟବସ୍ତୁ , ବ୍ୟକ୍ତି ବା ଭାବନା ଉପରେ ଆଧାରିତ ହେଇପାରେ । ଆବହମାନ କଳାରୁ କବି ଓ କବିତାର ସ୍ଥିତି ରହିଛି । କବିତାର ଭାବ , ଶୈଳୀ ଓ ସ୍ଥାନ ସମୟ ଅନୁସାରେ ପରିବର୍ତନ ହେଇଥାଏ । [୨]
History
[ସମ୍ପାଦନା]ପ୍ରାଚୀନ ରମ ସମୟରେ ଧନୀ ଶ୍ରେଣୀର ଲୋକ ଓ ପ୍ରଭାବଶାଳୀ ବ୍ୟକ୍ତି[୩]ମାନେ କବି ମାନଙ୍କୁ ପେଶାଦାର ଭାବରେ ରହିବାକୁ ପ୍ରେରଣା ଦେଉଥିଲେ । ସେମାନେ ଉତ୍ଚ କୋଟି କବିତା ପାଇଁ କବି ମାନଙ୍କୁ ନିଯୋଜିତ କରୁଥିଲେ ।
ଇସଲାମିକ ଆରବୀୟ କବିମାନେ ଏଇତିହାସିକ ମାନଙ୍କ ପରି ଇତିହାସକୁ କବିତା ଆକାରରେ ଲେଖୁଥିଲେ । ଅନ୍ୟ ଧର୍ମରେ ମଧ୍ୟ କନିମାନେ ଘଟଣାବଳୀକୁ କବିତା ଆକାରରେ ଲିପିବଦ୍ଧ କରି ତାହାକୁ ସବୁଦିନ ପାଇଁ ଇତିହାସ ଭାବେ ରଖିଯାଇଛନ୍ତି ।
Renaissance ପିରିଅଡରେ ଇଉରୋପରେ କବି ମାନଙ୍କୁ ରାଜକୀୟ ସହାୟତା ମିଳୁଥିଲା । ତେବେ ଅନେକ କବି ଅନନ୍ୟ ସୂତ୍ରରୁ ମଧ୍ୟ ଆଯର ବ୍ୟବସ୍ଥା କରୁଥିଲେ ।
ରୋମାନ୍ଥିକ ପିରିୟଡରେ ବହୁସଙ୍ଖ୍ୟାରେ କବି ପେଷାଦାର ଭାବେ ତାଙ୍କ କବିତାକୁ ପ୍ରକାଶନ କରି ଚାଲିଲେ ।[୪] ଏହି କବି ମାନଙ୍କ ମଧ୍ୟରେ ୱିଲିୟମ ବାର୍ଡସ୍ୱାର୍ଥ , ରବର୍ଟ ବର୍ନ ଆଦି ଅନ୍ତର୍ଭୁକ୍ତ ।
ଶିକ୍ଷା
[ସମ୍ପାଦନା]ମୁଖ୍ଯତଃ ଶିକ୍ଷିତ ବ୍ୟକ୍ତି ବିଶେଷମାନେ କବିତା ଲେଖୁଥିଲେ ମଧ୍ୟ କିଛି ସ୍ୱଳ୍ପ ଶିକ୍ଷିତ ଲୋକ ମଧ୍ୟ କବି ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କ୍ରିଏଟିଭ ଲେଖା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏଥିରେ କବିତା ଲିଖନ ଶୈଳୀ ମଧ୍ୟ ଏକ ଅଂଶ । [୫]
ପୁନଶ୍ଚ ଦେଖଣା
[ସମ୍ପାଦନା]- List of poets
- Bard
- Lyricist
- Poet Laureate
- Prose poetry
- Expressionism
- Writer
ଆଧାର
[ସମ୍ପାଦନା]- ↑ The Zibaldone project, University of Birmingham
- ↑ Orban, Clara Elizabeth (1997).
- ↑ Barbara K. Gold, (2014) Literary and Artistic Patronage in Ancient Rome", University of Texas Press
- ↑ Peter T. Murphy (2005) "Poetry as an Occupation and an Art in Britain" Cambridge University Press
- ↑ Nikki Moustaki (2001), The Complete Idiot's Guide to Writing Poetry, Penguin.
ପୁନଶ୍ଚ ପଠନ
[ସମ୍ପାଦନା]- Reginald Gibbons (ed), The Poet's Work: 29 poets on the origins and practice of their art. University of Chicago Press (1979). ISBN 9780226290546 at Google Books