କନ୍ନନ ଅୟର
ଦେଖଣା
କନ୍ନନ ଅୟର | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ଲେଖକ, ଅଭିନେତା |
ସକ୍ରିୟ ବର୍ଷ | ୧୯୯୭ – ଏବେଯାଏଁ |
କନ୍ନନ ଅୟର ଜଣେ ଭାରତୀୟ ଲେଖକ, କଥାଚିତ୍ର ନିର୍ଦ୍ଦେଶକ ଏବଂ ଅଭିନେତା ।[୧] ସେ ଡାଉଦ୍ (୧୯୯୭) ଏବଂ ଭିକ୍ଟର (୨୦୦୯) ପରି କଥାଚିତ୍ର ଲେଖିଛନ୍ତି ଏବଂ ଇମ୍ରାନ ହାସମୀ, କୋଙ୍କଣା ସେନ୍ ଶର୍ମା ଏବଂ ହୁମା କୁରୈଶୀଙ୍କ ଅଭିନୀତ ଏକ କଥଚିତ୍ର ଏକ୍ ଥି ଡାୟନ୍ର ନିର୍ଦ୍ଦେଶନା ଦେଇଛନ୍ତି । ଏହି କଥାଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବା ସହିତ ବ୍ୟବସାୟିକ ସଫଳତ ମିଳିଥିଲା ।[୨][୩]
ଚଳଚ୍ଚିତ୍ର ଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
---|---|---|---|
୨୦୧୩ | ଏକ ଥି ଡାୟନ୍ | ହିନ୍ଦୀ | ନିର୍ଦ୍ଦେଶକ ଭାବରେ ପ୍ରଥମ କଥାଚିତ୍ର |
୨୦୨୩ | ଏ ୱତନ୍ ମେରେ ୱତନ୍ | ହିନ୍ଦୀ | |
- | ଲଲ୍ଲନ୍ ସୁଇଟ୍ସ୍ | ହିନ୍ଦୀ |
ଆଧାର
[ସମ୍ପାଦନା]- ↑ "Kannan Iyer: Latest News, Videos and Kannan Iyer Photos". Timesofindia.indiatimes.com. Retrieved 2016-06-18.
- ↑ "Ek Thi Daayan goes wrong in second half, agrees Kannan Iyer - Hindustan Times". Archived from the original on 14 March 2014. Retrieved 27 February 2014.
- ↑ "Anupama Chopra's review: Ek Thi Daayan - Hindustan Times". Archived from the original on 1 March 2014. Retrieved 27 February 2014.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କନ୍ନନ ଅୟର