କନ୍ନନ ଅୟର

ଉଇକିପିଡ଼ିଆ‌ରୁ
କନ୍ନନ ଅୟର
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନିର୍ଦ୍ଦେଶକ, ଲେଖକ, ଅଭିନେତା
ସକ୍ରିୟ ବର୍ଷ୧୯୯୭ – ଏବେଯାଏଁ

କନ୍ନନ ଅୟର ଜଣେ ଭାରତୀୟ ଲେଖକ, କଥାଚିତ୍ର ନିର୍ଦ୍ଦେଶକ ଏବଂ ଅଭିନେତା ।[୧] ସେ ଡାଉଦ୍ (୧୯୯୭) ଏବଂ ଭିକ୍ଟର (୨୦୦୯) ପରି କଥାଚିତ୍ର ଲେଖିଛନ୍ତି ଏବଂ ଇମ୍ରାନ ହାସମୀ, କୋଙ୍କଣା ସେନ୍ ଶର୍ମା ଏବଂ ହୁମା କୁରୈଶୀଙ୍କ ଅଭିନୀତ ଏକ କଥଚିତ୍ର ଏକ୍ ଥି ଡାୟନ୍‌ର ନିର୍ଦ୍ଦେଶନା ଦେଇଛନ୍ତି । ଏହି କଥାଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବା ସହିତ ବ୍ୟବସାୟିକ ସଫଳତ ମିଳିଥିଲା ।[୨][୩]

ଚଳଚ୍ଚିତ୍ର ଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭାଷା ମନ୍ତବ୍ୟ
୨୦୧୩ ଏକ ଥି ଡାୟନ୍ ହିନ୍ଦୀ ନିର୍ଦ୍ଦେଶକ ଭାବରେ ପ୍ରଥମ କଥାଚିତ୍ର
୨୦୨୩ ଏ ୱତନ୍ ମେରେ ୱତନ୍ ହିନ୍ଦୀ
- ଲଲ୍ଲନ୍ ସୁଇଟ୍‌ସ୍ ହିନ୍ଦୀ

ଆଧାର[ସମ୍ପାଦନା]

  1. "Kannan Iyer: Latest News, Videos and Kannan Iyer Photos". Timesofindia.indiatimes.com. Retrieved 2016-06-18.
  2. "Ek Thi Daayan goes wrong in second half, agrees Kannan Iyer - Hindustan Times". Archived from the original on 14 March 2014. Retrieved 27 February 2014.
  3. "Anupama Chopra's review: Ek Thi Daayan - Hindustan Times". Archived from the original on 1 March 2014. Retrieved 27 February 2014.

ବାହାର ଲିଙ୍କ୍[ସମ୍ପାଦନା]