କନକ ଦୂର୍ଗା ମନ୍ଦିର
Kanaka Durga Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Vijayawada |
Country | India |
Architecture | |
Type | Dravidian |
Website | |
Kanaka Durga Temple website |
କନକ ଦୂର୍ଗା ମନ୍ଦିର , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିରରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରିସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀଙ୍କୁ ତୃତୀୟ କଳ୍ପରେ ସ୍ୱୟଂଭୂ ( ନିଜେ ଉତ୍ଥିତ ହୋଇଥିବା ) ହେଇଥିବା ଉଲ୍ଲେଖ ରହିଛି । [୧]
ଦେବୀ କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ କହେ , ବିଜୟୱାଡା ଅଞ୍ଚଳ ଏକଦା କଙ୍କରିତ ଅଞ୍ଚଳ ଥିଲା । ଏଠି ଯୋଗୁଁ କ୍ରୀଷ୍ଣା ନଦୀ ଏଠାରେ ପ୍ରବାହିତ ହେଇ ପାରୁନଥିଲା । ଏଠି ପାଇଁ ଏଠାରେ କୃଷି ବା ବସବାସ ସମ୍ଭବ ନଥିଲା । ଭଗବାନ ଶିବଙ୍କୁ ଆରାଧନା ପରେ ଶିବ ପାହାଡ ମଧ୍ୟରେ ଏକ ଟନେଲ ବା ବେଜ୍ଜାମ ନିର୍ମାଣ କରିଦେଲେ । ଏଥିପାଇଁ ଏ ସ୍ଥାନର ନାମ ବେଜୱାଡା ହେଇ ପରେ ବିଜୟୱାଡାହେଇଥିଲା ।
ଯାତାୟତ
[ସମ୍ପାଦନା]ଏହି ସ୍ଥଳ ବିଜୟୱାଡା ସହରର କେନ୍ଦ୍ର ସ୍ଥଳୀରେ ରହିଥିବାରୁ ରାସ୍ତା ଓ ରେଳପଥ ଯୋଗେ ପହଞ୍ଚିବାର ପର୍ଯ୍ୟାପ୍ତ ସୁବିଧା ରହିଛି । ବିଜୟବାଦ ବିମାନ ପଥରେ ମଧ୍ୟ ମୁଖ୍ୟ ସ୍ଥାନମାନଙ୍କ ସହ ସଂଯୁକ୍ତ ।
ଦଶହରା
[ସମ୍ପାଦନା]Sଏଠାରେ ଦଶହରା ବଡ଼ ଉଲ୍ଲାସର ସହ ପାଳିତ ହେଇଥାଏ । ଦଶହରାର ଦଶ ଦିନ ବିଭିନ୍ନ ଦେବୀଙ୍କ ନାମରେ ଆରାଧନା ହେଇଥାଏ ।
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-11-04. Retrieved 2016-12-14.
{{cite web}}
: Cite has empty unknown parameter:|1=
(help)